ଖେଳ

ଦେଶବାସୀଙ୍କୁ ସଚିନଙ୍କ ନିବେଦନ, ଦୟାକରି ସାହାଯ୍ୟ କରନ୍ତୁ

ମୁମ୍ବାଇ, ୧୪।୮: ଦେଶବାସୀ ଏବଂ ନିଜ ଫ୍ୟାନ୍‌ମାନଙ୍କୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇଦେବା ପାଇଁ ଅପିଲ୍‌ କରିଛନ୍ତି। ଟୁଇଟରେ ସଚିନ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ତାଣ୍ଡବରେ ଅନେକ ଲୋକଙ୍କ ଜୀବନ ଯାଇଛି। ବନ୍ୟା ଜଳ କିଛିଟା ହ୍ରାସ...

ଟପ୍‌ ଟେନ୍‌ରେ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌

ଭୁବନେଶ୍ୱର, ୧୪ା୮ (ସ୍ପୋଟର୍‌ସ ବ୍ୟୁରୋ)-ଚାଇନାର ଝୁଆଇ ସର୍କିଟରେ ଅନୁଷ୍ଠିତ ଏସିଆ ରୋଡ୍‌ ରେସିଂ ଚାମ୍ପିୟନଶିପ୍‌ (ଏଆର୍‌ଆର୍‌ସି)ର ୨ୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ପ୍ରଭାବୀ ପ୍ରଦର୍ଶନ କରିଛି। ଚାଳକ ରାଜୀବ ଟପ୍‌ ୧୦ରେ ସ୍ଥାନ ସହ ଦଳ...

ଏଏଏର ସଦସ୍ୟା ହେଲେ ପିଟି ଉଷା

ନୂଆଦିଲ୍ଲୀ, ୧୪।୮(ପି.ଟି.)- କିମ୍ବଦନ୍ତୀ ଭାରତୀୟ ମହିଳା ସ୍ପ୍ରିଣ୍ଟର ପି.ଟି. ଉଷା ଏସିଆନ ଆଥ୍‌ଲେଟିକ୍‌ ଆସୋସିଏଶନ (ଏଏଏ)ର ଆଥ୍‌ଲେଟିକ କମିଶନ ସଦସ୍ୟ ହୋଇଛନ୍ତି। ଉପମହାଦେଶୀୟ ଷ୍ଟେଜ୍‌ରେ ଚମତ୍କାର ଆଚିଭମେଣ୍ଟ ପାଇଁ ଉଷାଙ୍କୁ ଏହି ସମ୍ମାନଜନକ ସଦସ୍ୟତା ପଦ ପାଇଁ ନିଯୁକ୍ତ କରାଯାଇଛି।...

ନାଭାଲ ଟାଟା ହକି ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ମଙ୍ଗଳବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟସ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ‘ନାଭାଲ ଟାଟା...

‘ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ସାମିଲ ହେବ ନାହିଁ’

ଲଣ୍ଡନ,୧୪।୮(ପି.ଟି.)- ଭାରତ ଓହରିଯିବାର ଧମକ ଦେବା ସତ୍ତ୍ୱେ ମଧ୍ୟ ଶୁଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବ ନାହିଁ ବୋଲି କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) ମୁଖ୍ୟ ଲୋଇସ୍‌ ମାର୍ଟିନ ସ୍ପଷ୍ଟ କରିଛନ୍ତି। ୨୦୨୨ରେ ବର୍ମିଂହାମ୍‌ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ...

ଭାରତ ବିପକ୍ଷ ଦକ୍ଷିଣ ଆଫ୍ରିକା ଟେଷ୍ଟ, ଟି୨୦ ଦଳ ଘୋଷିତ

ଜୋହାନ୍ସବର୍ଗ,୧୪।୮(ଏଏଫ୍‌ପି)- ଆଗାମୀ ଭାରତ ବିପକ୍ଷ ଟେଷ୍ଟ ଓ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ଙ୍କୁ ନେତୃତ୍ୱ...

ଦ୍ୱିତୀୟ ଆଶେସ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଲଣ୍ଡନ,୧୪।୮(ଏଏଫ୍‌ପି)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହାଇପ୍ରୋଫାଇଲ ଆଶେସ ସିରିଜ ଦ୍ୱିତୀୟ ଟେଷ୍ଟରେ ବୁଧବାରଠାରୁ ପରସ୍ପରକୁ ଭେଟିବେ। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। କିଛିଦିନ ତଳେ ଦିନିକିଆ ବିଶ୍ୱକପ୍‌ ଟାଇଟଲ ହାସଲ...

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌, ୧୪।୮(ପି.ଟି.)- ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ବୁଧବାର ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ। ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆୟୋଜନ ହେବାକୁ ଥିବା ଏହି ମ୍ୟାଚ୍‌ ସିରିଜ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।...

ଆର୍ଜେଣ୍ଟିନା ଡିଫେଣ୍ଡର ବ୍ରାଉନ୍‌ଙ୍କ ପରଲୋକ

ବୁଏନସ ଏରିଜ୍‌, ୧୩ା୮ (ଏଏଫ୍‌ପି)-ଆର୍ଜେଣ୍ଟିନାର ୧୯୮୬ ଫୁଟ୍‌ବଲ ବିଶ୍ୱକପ୍‌ ବିଜୟୀ ଡିଫେଣ୍ଡର ଜୋସ୍‌ ଲୁଇସ୍‌ ବ୍ରାଉନ୍‌ଙ୍କର ପରଲୋକ ଘଟିଛି। ତାଙ୍କୁ ୬୨ବର୍ଷ ହୋଇଥିଲା। ସେ ଅଲ୍‌ଝିମର୍ସ ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ କ୍ଲବ ଏଷ୍ଟଡିଏଣ୍ଟ୍ସ ଡି’ ଲା ପ୍ଲାଟା...

ଏନସିଏ ମୁଖ୍ୟ ଭାବେ ଡ୍ରାଭିଡ଼ଙ୍କ ନିଯୁକ୍ତି ବୈଧ: ପ୍ରଶାସକ କମିଟି

ମୁମ୍ବାଇ, ୧୩ା୮ (ପି.ଟି.)-ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ର ମୁଖ୍ୟ ଭାବେ ରାହୁଲ ଡ୍ରାଭିଡଙ୍କୁ ନିଯୁକ୍ତି ଦିଆଯିବାରେ କୌଣସି ତ୍ରୁଟି ନ ଥିବା ପ୍ରଶାସକ କମିଟି(ସିଓଏ) କହିଛି। ପୂର୍ବତନ ଭାରତ ଅଧିନାୟକ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପରିଧିକୁ...

ସେପ୍ଟେମ୍ବରରେ ସମୀକ୍ଷା ହେବ ଓଭର ଥ୍ରୋ ନିୟମ

ଲଣ୍ଡନ,୧୩।୮- ବିଶ୍ୱକପ୍‌ ଫାଇନାଲରେ ଡିପ୍‌ ଅଞ୍ଚଳରୁ ଯେଉଁ ଥ୍ରୋ ବେନ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରି ଲାଇନ ଅତିକ୍ରମ କରିଥିଲା, ତାହା ଆସନ୍ତା ସେପ୍ଟେମ୍ବରରେ ସମୀକ୍ଷା ହେବ। ଏ ନେଇ ମାରିଲେବୋନ କ୍ରିକେଟ କ୍ଲବ ପକ୍ଷରୁ କୁହାଯାଇଛି। ଉକ୍ତ ଓଭର...

୨୦୨୮ ଅଲିମ୍ପିକ୍ସରେ ସ୍ଥାନ ପାଇପାରେ କ୍ରିକେଟ

ଲଣ୍ଡନ,୧୩।୮- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ ସାମିଲ ହେବା ନେଇ ବେଶ୍‌ ଆଶାବାଦୀ ଅଛି। ଏହା ମାରିଲେବୋନ କ୍ରିକେଟ କ୍ଲବର ବିଶ୍ୱ କ୍ରିକେଟ କମିଟି (ଏମ୍‌ସିସି) ଅଧ୍ୟକ୍ଷ ମାଇକ ଗଟିଂ ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri