୧୮ ବର୍ଷରୁ କମ୍ ସାଫ୍ ଚାମ୍ପିୟନଶିପ୍: ଶ୍ରୀଲଙ୍କାକୁ ହରାଇ ସେମିରେ ଭାରତ
କାଠମାଣ୍ଡୁ,୨୬।୯(ପି.ଟି)- ଏଠାରେ ଚାଲିଥିବା ୧୮ ବର୍ଷରୁ କମ୍ ସାଫ୍ ଚାମ୍ପିୟନଶିପ୍ରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ଭାରତ ୩-୦ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିକୁ ଉଠିଛି। ଅନ୍ତିମ ଲିଗ୍ ମ୍ୟାଚ୍ରେ ଭାରତ ତରଫରୁ ଗୁର୍କୀରତ ସିଂ ଦୁଇଟି ଗୋଲ…
ଅଭ୍ୟାସ ମ୍ୟାଚ୍ ଆଜିଠାରୁ; ଇନିଂସ ଓପନ୍ କରିବେ ରୋହିତ
ବିଜୟନଗରମ, ୨୬।୯(ପି.ଟି.)- ସ୍ଥାନୀୟ ଡ. ପିଭିଜି ରାଜୁ ଏସିଏ ସ୍ପୋଟର୍ସ କମ୍ପ୍ଲେକ୍ସରେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଦିନିଆ ଓ୍ବାର୍ମଅପ୍ ମ୍ୟାଚ୍ ଆରମ୍ଭ ହେବ। ଅକ୍ଟୋବର ୨ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ…
ଜାତୀୟ ସିନିୟର ୫-ଏ-ସାଇଡ୍ ମହିଳା ହକି: ଓଡ଼ିଶା-ହରିୟାଣା ସେମିଫାଇନାଲ
ଭୁବନେଶ୍ୱର, ୨୬।୯ (ସ୍ପୋଟର୍ସ ବ୍ୟୁରୋ)- ଉତ୍ତରପ୍ରଦେଶ କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍ ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ଓଡ଼ିଶା ପେନାଲ୍ଟି ଶୁଟ୍ଆଉଟ୍ରେ…
ଇଣ୍ଡିପେଣ୍ଡେସ୍ କପ୍ ହ୍ୟାଣ୍ଡବଲ୍ରେ ଭାରତକୁ ରୌପ୍ୟ
ଭୁବନେଶ୍ୱର, ୨୬।୯ (ସ୍ପୋଟର୍ସ ବ୍ୟୁରୋ)- ଉଜବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଚଳିତ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୨୮ତମ ଇଣ୍ଡିପେଣ୍ଡେସ୍ କପ୍ ହ୍ୟାଣ୍ଡବଲ୍ ଚାମ୍ପିୟନଶିପ୍ରେ ଭାରତୀୟ ଦଳ ରନର୍ସଅପ୍ ହୋଇ ରୌପ୍ୟ ପଦକ ହାସଲ କରିଛି। ଫାଇନାଲ ମ୍ୟାଚ୍ରେ ଭାରତ ଆୟୋଜକ…
ପ୍ରୋ କବାଡ଼ି ଲିଗ୍: ବେଙ୍ଗଲ୍, ଜୟପୁର ବିଜୟୀ
ଜୟପୁର, ୨୬।୯(ପି.ଟି.)- ଏଠାରେ ଚାଲିଥିବା ପ୍ରୋ କବାଡ଼ି ଲିଗ୍ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍ ଗୁଡିକରେ ବେଙ୍ଗଲ ଓ୍ବାରିୟର୍ସ ଓ ଜୟପୁର ପିଙ୍କ ପାନ୍ଥର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ବେଙ୍ଗଲ ୪୦-୩୯ରେ ତେଲୁଗୁ ଟାଇଟାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ…
ଓସିଏ ନିର୍ବାଚନ: ସ୍କୁଲ, କଲେଜ ଭୋଟରେ ଅଙ୍କ ଓଲଟିପାରେ
କଟକ ଅଫିସ,୨୬ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଛି। ଗୁରୁବାର ରାତି ପାହିଲେ ନିର୍ବାଚନକୁ ଓହ୍ଲାଇବେ ୧୦ ପ୍ରାର୍ଥୀ। ୫ ପଦବୀ ନିମନ୍ତେ ୧୦ ଆଶାୟୀଙ୍କ ମଧ୍ୟରେ ମୁକାବିଲା ହେବ। ନିର୍ବାଚନକୁ ନେଇ ଦୀର୍ଘଦିନ ଧରି…
ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା ବିରାଟ କୋହଲି କେତେ ପାଠ ପଢିଛନ୍ତି ଜାଣନ୍ତି
ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ ପଡିଆରେ ବୋଲରଙ୍କ ମୁଣ୍ଡବିନ୍ଧା ସାଜିଥିବା କୋହଲି କେଉଁ…
ଏହି ଝିଅଟିର ପ୍ରଶଂସାରେ ଶତମୁଖ ହେଲେ ରୋହିତ ଶର୍ମା
ଭାରତୀୟ କ୍ରିକେଟ ଦଳର ଓପନର୍ ରୋହିତ ଶର୍ମା ଜଣେ ୧୬ ବର୍ଷିୟା ଝିଅର ପ୍ରଂଶସାରେ ଶତମୁଖ ହୋଇଛନ୍ତି। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି ସ୍ବିଡେନର ଝିଅ ଗ୍ରେଟା ଥନବର୍ଗ।…
ଆଇବିଏସ୍ଏଫ୍ ସ୍ନୁକର ଚାମ୍ପିୟନଶିପ୍: ଆଡଭାନୀ- ମେହେରା ଚାମ୍ପିୟନ
ମଣ୍ଡାଲେ (ମ୍ୟାନମାର), ୨୫।୯(ପିଟି): ଏଠାରେ ଚାଲିଥିବା ଆଇବିଏସ୍ଏଫ୍ ବିଶ୍ୱ ଟିମ୍ ସ୍ନୁକର ଚାମ୍ପିୟନଶିପ୍ରେ ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେରାଙ୍କୁ ନେଇ ଗଠିତ ଭାରତୀୟ ଯୋଡି ଟାଇଟଲ ହାସଲ କରିଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଏହି ଯୋଡି ୫-୨ରେ ଥାଇଲାଣ୍ଡର…
ଜାନୁୟାରୀରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା
ନୂଆଦିଲ୍ଲୀ,୨୫।୯(ପିଟି): ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଗସ୍ତରେ ଜିମ୍ବାଓ୍ବେ ଦଳ ଆସିବାର ଥିଲା। କିନ୍ତୁ ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ ଥିବାରୁ ଏହି ଦଳ ସ୍ଥାନରେ ଶ୍ରୀଲଙ୍କା, ଭାରତ ଗସ୍ତରେ ଆସିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)…
କୋରିଆ ଓପନ: ସିନ୍ଧୁ, ପ୍ରଣୀଥ ଆଉଟ୍
ଇଞ୍ଚୋନ,୨୫।୯(ପିଟି): ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା କୋରିଆ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଖେଳାଳି ବି. ସାଇ ପ୍ରଣୀଥ ଆହତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି।…
କର୍ନାଟକ ପ୍ରିମିୟର ଲିଗ୍ ଦଳର ମାଲିକ ଗିରଫ
ବେଙ୍ଗାଲୁରୁ,୨୫।୯: କର୍ନାଟକ ପ୍ରିମିୟର କ୍ରିକେଟ ଲିଗ୍ ଦଳର ମାଲିକ ବେଟିଂ ସ୍କାଣ୍ଡାଲରେ ଜଡ଼ିତ ହେବା କାରଣରୁ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଅଲି ଅଶଫାକ ଥାରା। ସେ କେପିଏଲ ଦଳ ବେଲାଗାଭି ପାନ୍ଥର୍ସ ଫ୍ରାଞ୍ଚାଇଜ ମାଲିକ। ପୋଲିସ ଯୁଗ୍ମ…
Archives


