ଝିଅର ପ୍ରଥମ ଫଟୋ ଶେୟାର କଲେ ରାହାଣେ
ନୂଆଦିଲ୍ଲୀ,୭।୧୦: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଜିଙ୍କେ ରାହାଣେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରାଧିକା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହାଣେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ ଖେଳିବାରେ ବ୍ୟସ୍ତ ଥିବାବେଳେ ତାଙ୍କ ପାଖରେ ଏ ସୁସମ୍ବାଦ…
ଚ୍ୟାରିଟି ଫୁଟ୍ବଲ ମ୍ୟାଚ୍ ଖେଳିଲେ ଧୋନୀ, ପେସ
ନୂଆଦିଲ୍ଲୀ,୭।୧୦: ଭାରତୀୟ ଦଳର ବିଶ୍ୱକପ୍ରୁ ବିଦାୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏପର୍ଯ୍ୟନ୍ତ ଜାତୀୟ ଦଳକୁ ଫେରି ନାହାନ୍ତି। କିନ୍ତୁ ବିଭିନ୍ନ ଖେଳରେ ଭାଗ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ଏବେ ପୁଣି ଫୁଟ୍ବଲ ଖେଳୁଥିବାର ନଜର ଆସିଛନ୍ତି।…
ଆଝାରୁଦ୍ଦିନଙ୍କ ପୁଅ-ସାନିଆଙ୍କ ଭଉଣୀ
ହାଇଦ୍ରାବାଦ,୭।୧୦: ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଭଉଣୀ ଆନମ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବେ। ଏ ନେଇ ସ୍ପଟ କରିଛନ୍ତି ସାନିଆ। ଆନମ ବ୍ୟାଚଲର ପାର୍ଟି ମଧ୍ୟ…
‘ମୁଁ ଗମ୍ଭୀରଙ୍କ କ୍ୟାରିୟରର ଶେଷ କରିଛି’
କରାଚୀ,୭।୧୦: ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କ୍ରିକେଟ ଛାଡ଼ି ରାଜନେତା ହେବା ପରେ ସର୍ବଦା ଖବରରେ ରହି ଆସୁଛନ୍ତି। କ୍ରିକେଟ କ୍ୟାରିୟରରେ ସେ ଆହୁରି ସଫଳତା ପାଇପାରିଥାନ୍ତେ, ଯଦି ତାଙ୍କୁ ସୁଯୋଗ ମିଳିଥାନ୍ତା। ଏଥିନେଇ ତାଙ୍କ କ୍ରିକେଟ କ୍ୟାରିୟରର ଶେଷ…
ଇଞ୍ଜିନିୟର ହେବାକୁ ଥିଲା ଇଚ୍ଛା ହେଲେ ବାପା କହିଲେ କ୍ରିକେଟ ଖେଳ, ଏମିତି ଟିମ୍ ଇଣ୍ଡିଆକୁ ମିଳିଲା ଷ୍ଟାର ବୋଲର
ନୂଆଦିଲ୍ଲୀ,୭।୧୦: ସ୍କୁଲ ଶେଷ ହେବା ପରେ ମେକାନିକାଲ ଇଞ୍ଜିନିୟରିଂ କରିବା ପାଇଁ କଲେଜରେ ଆଡ୍ମିଶନ ନେଇଥିଲେ। କିନ୍ତୁ କ୍ରିକେଟରେ ତାଙ୍କ ମନ ଖୁବ୍ ଲାଗୁଥିଲା। ଏହା ଜାଣିପାରି ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ବାପା କହିଥିଲେ, କ୍ରିକେଟ ଖେଳ। ଦେଶକୁ ବହୁତ…
ବିଶ୍ୱ ଚାମ୍ପିୟନଶିପ୍: ୧୮ ବର୍ଷ ପରେ ଇଥିଓପିଆକୁ ସ୍ବର୍ଣ୍ଣ
ଦୋହା,୭।୧୦(ଏଏଫ୍ପି)- ଏଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଆଥଲେଟିକ ବିଶ୍ୱ ଚାମ୍ପିୟନଶିପ୍ରେ ଇଥିଓପିଆର ଲେଲିସା ଡେସିସା ପୁରୁଷ ମାରାଥନ ରେସ୍ରେ ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ଦୀର୍ଘ ୧୮ ବର୍ଷ ପରେ ଏହି ମେଗା ଇଭେଣ୍ଟରେ ଇଥିଓପିଆର…
ହାସନେନ କୀର୍ତ୍ତିମାନ
ଲାହୋର, ୭।୧୦- ଯୁବ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ହାସନେନ କ୍ୟାରିୟରର ୨ୟ ଟି୨୦ ମ୍ୟାଚ୍ରେ ନିଜ ନାମକୁ ରେକର୍ଡ ବୁକ୍ରେ ସ୍ଥାପନ କରିଛନ୍ତି। କ୍ରିକେଟ୍ର ସବୁଠାରୁ ଛୋଟିଆ ଫର୍ମାଟ୍ ଟି୨୦ ହ୍ୟାଟ୍ରିକ ଉଇକେଟ୍ ଅକ୍ତିଆର କରିବାରେ ସେ ବିଶ୍ୱର ସର୍ବକନିଷ୍ଠ…
ଜାତୀୟ ସବ୍ ଜୁନିଅର ଖୋଖୋ: ଓଡ଼ିଶା ବାଳିକା ଦଳ ଚାମ୍ପିୟନ, ବାଳକ ରନର୍ସଅପ୍
ଭୁବନେଶ୍ୱର, ୭।୧୦(ସ୍ପୋଟର୍ସ ବ୍ୟୁରୋ)- ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୩୦ତମ ଜାତୀୟ ସବ୍ ଜୁନିୟର ବାଳିକା ଓ ବାଳକ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ପ୍ରଥମଥର ପାଇଁ ଓଡ଼ିଶା ବାଳିକା ଦଳ ଚାମ୍ପିୟନ ହୋଇଥିବା ବେଳେ ବାଳକ ଦଳ ରନର୍ସଅପ୍ ହୋଇଛି। ଫାଇନାଲରେ ଓଡ଼ିଶା…
ସନ୍ଦୀପଙ୍କୁ ୭ ଉଇକେଟ୍: ପଞ୍ଜାବ ବିଜୟୀ
ଭଦୋଦରା, ୭।୧୦ (ପି.ଟି.)- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଏକଦିବସୀୟ କ୍ରିକେଟ୍ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଯୁବ ଦ୍ରୁତ ବୋଲର ସନ୍ଦୀପ ଶର୍ମା କ୍ୟାରିୟର ଶ୍ରେଷ୍ଠ ୭ ଉଇକେଟ୍ ଅକ୍ତିଆର କରିଛନ୍ତି। ସନ୍ଦୀପଙ୍କ ଏହି ମାରାତ୍ମକ ବୋଲିଂ ଯୋଗୁ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ
ଦୁବାଇ,୭।୧୦(ପି.ଟି.)- ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ବିଜୟ ସହ ୪୦ ପଏଣ୍ଟ ହାସଲ କରି ଭାରତ ମୋଟ ୧୬୦ ପଏଣ୍ଟ…
ଓସାକାଙ୍କୁ ଚାଇନା ଓପନ ଟାଇଟଲ
ବେଜିଂ, ୭।୧୦(ଏଏଫପି)- ବିଶ୍ୱର ନମ୍ବରଓ୍ବାନ ଆଶଲେ ବାର୍ଟିଙ୍କୁ ହରାଇ ନାଓମି ଓସାକା ଚାଇନା ଓପନ ଟେନିସ ଟାଇଟଲ ଜିତିଛନ୍ତି। ପ୍ରଥମ ସେଟ୍ରେ ପଛୁଆ ରହିଥିଲେ ହେଁ ସେ ସଫଳ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ରବିବାର…
ଜୋକୋଭିଚ୍ଙ୍କୁ ପ୍ରଥମ ଜାପାନ ଓପନ ଟାଇଟଲ
ଟୋକିଓ,୬।୧୦ (ଏଏଫ୍ପି)- ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍ ପ୍ରଥମ ଥର ପାଇଁ ଜାପାନ ଓପନ ଟାଇଟଲ ଜିତିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଜୋକୋଭିଚ୍ ୬-୩, ୬-୨ ସେଟ୍ରେ ଅଷ୍ଟ୍ରେଲିଆର ଜନ ମିଲମ୍ୟାନଙ୍କୁ ହରାଇ ଦେଇଛନ୍ତି। ସର୍ବିଆ…
Archives


