ମନ୍ଧାନାଙ୍କ ଗୋଡ଼ ଆଙ୍ଗୁଠି ଫ୍ରାକ୍ଚର
ନୂଆଦିଲ୍ଲୀ,୮।୧୦(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଅଭ୍ୟାସବେଳେ ତାଙ୍କ ଡାହଣ ଗୋଡ଼ର ଆଙ୍ଗୁଠି ଫ୍ରାକ୍ଚର ହୋଇଯାଇଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ପୂଜା...
ଅଲୋଡ଼ା କ୍ଲବରେ ରୋହିତ
ଭାଇଜାଗ,୮।୧୦(ପି.ଟି.): ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଉଭୟ ଇନିଂସରେ ଓପନର ଭାବେ ଶତକ ଲଗାଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କିନ୍ତୁ ଏହି ମ୍ୟାଚ୍ରେ ସେ ଏକ ଅଲୋଡ଼ା ତାଲିକାରେ...
ଆଇଏଏଫ୍ ଦିବସ ପରେଡ୍ରେ ସଚିନ
ହିନଡନ, ୮।୧୦(ପି.ଟି.): ଦେଶର ପ୍ରଥମ କ୍ରୀଡ଼ାବିତ୍ ଭାବେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ୍) ଗ୍ରୁପ କ୍ୟାପଟେନ ପଦବୀ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଙ୍ଗଳବାର ଏଠାରେ ଅନୁଷ୍ଠିତ ୮୭ତମ ବାୟୁସେନା ଦିବସରେ ଯୋଗଦେଇଛନ୍ତି। ତାଙ୍କୁ ୨୦୧୦ରେ ଗ୍ରୁପ କ୍ୟାପଟେନ...
ବିଶ୍ୱ ମହିଳା ବକ୍ସିଂ: କ୍ୱାର୍ଟରରେ ମେରୀକମ୍
ଉଲାନ-ଉଡେ(ରୁଷିଆ),୮।୧୦(ପି.ଟି.): ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍.ସି. ମେରୀକମ୍ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଥାଇଲାଣ୍ଡର ଜୁଟାମସ ଜିଟପଙ୍ଗଙ୍କୁ...
ଟି୨୦ରେ ସର୍ବାଧିକ ଥର ୦ କରିବାର ରେକର୍ଡ
ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ଟି୨୦ରେ କିଛି ଅଲୋଡ଼ା ରେକର୍ଡ ରହିଛି। ସେଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ଥର ଶୂନ୍ୟ(୦)ରେ ଆଉଟ୍ ହେବାର ରେକର୍ଡ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଓ ଶ୍ରୀଲଙ୍କା ପୂର୍ବତନ ବ୍ୟାଟ୍ସମ୍ୟାନ ତିଲକରତ୍ନେ ଦିଲଶାନଙ୍କ...
ହାର୍ଦ୍ଦିକଙ୍କୁ ସମାଲୋଚନା
ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା ଦେଇଥିଲେ। ଶୁଭେଚ୍ଛୁଙ୍କ ତାଲିକାରେ ରହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏକ ଭିଡିଓ ପୋଷ୍ଟ...
ଡେନମାର୍କ ଭିଜା ଲାଗି ସହାୟତା ଲୋଡ଼ିଲେ ସାଇନା
ହାଇଦ୍ରାବାଦ, ୮।୧୦: ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଆସନ୍ତା ସପ୍ତାହରେ ହେବାକୁ ଥିବା ଡେନମାର୍କ ଓପନରେ ଅଂଶଗ୍ରହଣ କରି ନ ପାରନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତି ଭିଜା ମିଳିନାହିଁ। ଅଲିମ୍ପିକ୍ ଯୋଗ୍ୟତା ପ୍ରଦାନ କରାଯାଉଥିବା...
କୋହଲିଙ୍କ ମ୍ୟାଥ୍ ଘର ଶୂନ
ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ଲଗାଇ ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏମିତି ଏକ ରୋଚକ କଥା ରହିଛି, ତାହା ତାଙ୍କ ପ୍ରଶଂସକଙ୍କୁ ଜଣା ନ ଥିବ। ଦିଲ୍ଲୀ ସ୍କୁଲରେ ପଢ଼ୁଥିବାବେଳେ କୋହଲି ମ୍ୟାଥ୍...
ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର଼୍ୟାଙ୍କିଙ୍ଗ୍
ଦୁବାଇ,୮।୧୦: ଓପନର ଭାବେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍ ହାସଲ କରିଛନ୍ତି। ପୂର୍ବରୁ ୫୩ତମ ସ୍ଥାନରେ ଥିବା ରୋହିତ ପ୍ରଥମ ଟେଷ୍ଟ...
ଜିଭାଙ୍କ ଭଳି ଚଷମା ପିନ୍ଧିଲେ ରଣବୀର ସିଂ: ଧୋନୀ କହିଲେ ଏମିତି
ନୂଆଦିଲ୍ଲୀ:ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଭିଡିଓ ହେଉ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଜିଭାଙ୍କ କ୍ୟୁଟ୍ ଅନ୍ଦାଜ୍ ୟୁଜର୍ସଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ। ଧୋନୀ ନିଜ ଇନଷ୍ଟାଗ୍ରାମରେ ମଙ୍ଗଳବାର ଜିଭାଙ୍କ...
ପଡିଆରେ ମ୍ୟାଚ୍ ଚାଲିଥିବାବେଳେ ଅମ୍ପାୟାରଙ୍କ ଅଚାନକ ମୃତ୍ୟୁ
କରାଚି,୮।୧୦: ପାକିସ୍ତାନରେ ଏକ କ୍ଲବସ୍ତରୀୟ ମ୍ୟାଚ୍ ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମ୍ୟାଚ୍କୁ ପରିଚାଳନା କରୁଥିବାବେଳେ ଅମ୍ପାୟାର ନସିମ ଶେଖ ଅଚାନ୍ ପଡିଆରେ ଟଳିପଡିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ...
କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ପସନ୍ଦ କରନ୍ତି ଏହିସବୁ ପ୍ରସିଦ୍ଧ ଭାରତୀୟ କ୍ରିକେଟର୍
ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍ ଷ୍ଟାଇଲ୍ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ଜାଣନ୍ତୁ.. ମହେନ୍ଦ୍ର...
Archives


