ଦୂତୀ ଭୋଗ୍ ଇଣ୍ଡିଆ ସ୍ପୋର୍ଟ୍ସପର୍ଶନ ଅଫ୍ ଦି ଇୟର
ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଭୋଗ୍ ଇଣ୍ଡିଆ ମାଗାଜିନ ପକ୍ଷରୁ ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ସ୍ପୋର୍ଟ୍ସ ପର୍ଶନ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ବମ୍ବେଠାରେ ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ...
ବସ୍ ଦୁର୍ଘଟଣା: ଓଡ଼ିଶା ଜୁଡୋ ଖେଳାଳି ଆହତ
ଭୁବନେଶ୍ୱର, ୨୧ା୧୦ (ସ୍ପୋଟର୍ସ ବ୍ୟୁରୋ)-ଶନିବାର ରାତିରେ ଏକ ବସ୍ ଦୁର୍ଘଟଣାରେ ଓଡ଼ିଶା ଜୁଡୋ ଖେଳାଳିମାନେ ଆହତ ହୋଇଛନ୍ତି। ଖବର ଅନୁସାରେ ଅକ୍ଟୋବର ୧୪ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ସବ୍ଜୁନିୟର ଏବଂ କ୍ୟାଡେଟ୍ ଜୁଡୋ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ ଲାଗି ଏକ...
ଉମେଶ ଯାଦବଙ୍କ କୃତିତ୍ୱ
ରାଞ୍ଚି, ୨୧।୧୦- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟର ୨ୟ ଦିବସରେ ଭାରତର ଉମେଶ ଯାଦବ ତାଙ୍କ ବ୍ୟାଟିଂ ଦକ୍ଷତା ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଭାରତ ଇନିଂସର ଶେଷ ଭାଗରେ ବ୍ୟାଟିଂ କରିବାକୁ...
ରଗ୍ବୀ ବିଶ୍ୱକପ: ଜାପାନ ଯିବେ ଓଡ଼ିଶାର ମନ୍ଦୁଇ
ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଜାପାନରେ ହେବାକୁ ଯାଉଥିବା ରଗ୍ବୀ ବିଶ୍ୱକପକୁ ନିକଟରୁ ଦେଖିବା ପାଇଁ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଖେଳାଳି ମନ୍ଦୁଇ ସଏଙ୍କ ପାଇଁ ସୁଯୋଗ ଆସିଛି। ଇଣ୍ଡିଆନ ରଗ୍ବୀ ୟୁନିୟନ ପକ୍ଷରୁ ଲକି ଡ୍ର ଜରିଆରେ ୮ (୪...
ଟାଇଟଲ ବଜାୟ ଲକ୍ଷ୍ୟରେ ବେଙ୍ଗାଲୁରୁ ଏଫ୍ସି
ବେଙ୍ଗାଲୁରୁ, ୨୦ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍ସି ଏହାର ପ୍ରଥମ ମ୍ୟାଚ ସୋମବାର ନର୍ଥଇଷ୍ଟ ୟୁନାଇଟେଡ୍ ବିପକ୍ଷରେ ଖେଳିବ। ଭାରତର ଘରୋଇ ଫୁଟ୍ବଲ ଇତିହାସରେ ସ୍ଥିର ପ୍ରଦର୍ଶନ କରିଆସୁଥିବା ଏହି ଦଳରେ ଅଧିନାୟକ...
ମାର୍କ୍ୱେଜଙ୍କୁ ସିଜନର ୧୦ମ ଟାଇଟଲ
ମୋଟେଗି (ଜାପାନ), ୨୦ା୧୦ (ପି.ଟି.)-ରେପସୋଲ ହୋଣ୍ଡା ଟିମ୍ର ବିଶ୍ୱ ଚାମ୍ପିୟନ ମାର୍କ ମାର୍କ୍ୱେଜ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଜାପାନର ଟ୍ବିନ ରିଙ୍ଗ୍ ମୋଟେଗିଠାରେ ଅନୁଷ୍ଠିତ ମୋତୁଲ ଗ୍ରାଁ ପ୍ରିରେ ସେ ଚଳିତ ସିଜନରେ ତାଙ୍କର ୧୦ମ ଟାଇଟଲ...
ହିଜାବ ପରିହିତା ଫୁଟ୍ବଲରଙ୍କୁ ସାହାଯ୍ୟ କଲେ ପ୍ରତିପକ୍ଷ ଖେଳାଳି
ପ୍ୟାରିସ,୨୦।୧୦- ନିକଟରେ ଏକ ମହିଳା ଫୁଟବଲ ମ୍ୟାଚ୍ରେ ଘଟିଥିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଧୁ ପାଲଟିଛି। ଜୋର୍ଡାନର ଶାବାବ ଅଲ ଓର୍ଡନ କ୍ଲବ ଓ ଆରବ ଅର୍ଥଡକ୍ସ କ୍ଲବ ମଧ୍ୟରେ ଓ୍ବାଫ ମହିଳା କ୍ଲବ ଚାମ୍ପିୟନଶିପ୍ ମ୍ୟାଚ୍...
ରୋହିତଙ୍କ ଦ୍ୱିଶତକ: ଖେଳ ରୋକିଲା ଖରାପ ଆଲୋକ
ରାଞ୍ଚି,୨୦।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ମଧ୍ୟ ଖରାପ ଆଲୋକ ଯୋଗୁ ଶୀଘ୍ର ଖେଳ ବନ୍ଦ ହୋଇଯାଇଛି। ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୪/୩ରୁ ବ୍ୟାଟିଂ...
ସେହ୍ବାଗ ପାଳିଲେ ଜନ୍ମଦିନ
ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ ପାଇଁ ସମସ୍ତ ଫର୍ମାଟରେ ମ୍ୟାଚ୍ ଓ୍ବିନର ଥିଲେ। ଏକମାତ୍ର ଭାରତୀୟ ଭାବେ ଟେଷ୍ଟରେ...
୬ ବର୍ଷୀୟା ପାକିସ୍ତାନ ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ ଗମ୍ଭୀର
ନୂଆଦିଲ୍ଲୀ,୨୦।୧୦- ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କ ହସ୍ତକ୍ଷେପ ପରେ ଜଣେ ୬ ବର୍ଷୀୟା ପାକିସ୍ତାନ ଝିଅର ମେଡିକାଲ ଭିଜାକୁ ମଞ୍ଜୁରି ମିଳିଛି। ଏ ସମ୍ପର୍କରେ ଗମ୍ଭୀର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଯୋଗାଯୋଗ କରିଥିଲେ। ପରେ...
ସଚିନ, ସେହ୍ବାଗଙ୍କ କ୍ଲବରେ ରୋହିତ
ରାଞ୍ଚି,୨୦।୧୦- ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦ୍ୱିଶତକ କରିବାରେ ରୋହିତ ଶର୍ମା ବିଶ୍ୱର ୪ର୍ଥ ବ୍ୟାଟ୍ସମ୍ୟାନ। ନୂଆ କରି ଓପନର ଭାବେ ଟେଷ୍ଟରେ ଖେଳୁଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ତଥା ୩ୟ ଟେଷ୍ଟରେ ୨୧୨ ରନ୍ର ଇନିଂସ...
ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ
ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ ରାଞ୍ଚି,୨୦।୧୦- ଦିନିକିଆ ଫର୍ମାଟରେ ୩ ଦ୍ୱିଶତକ କରିସାରିଥିବା ଭାରତୀୟ ଓପନର ରୋହିତ ଶର୍ମା ନିଜ କ୍ୟାରିୟରରେ ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ୮୭ତମ...
Archives


