IPLରୁ କେବେ ସନ୍ନ୍ୟାସ ନେବେ ଧୋନୀ, ସାଥୀ କ୍ରିକେଟର କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨୦।୩: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୧୯ ODI ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତଥାପି, ଏହା ପରେ ମଧ୍ୟ ସେ IPLରେ ଖେଳିବା ଜାରି ରଖିଥିଲେ। ସେ IPL 2023...
ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କଲା BCCI
ମୁମ୍ବାଇ,୨୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଗୁରୁବାର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ୟୁନିଟ୍ ପାଇଁ ୫୮ କୋଟି ଟଙ୍କାର ଏକ ବଡ଼ ନଗଦ ପୁରସ୍କାର ଘୋଷଣା...
IPL ୨୦୨୫: କେଉଁ ୧୩ ଖେଳାଳିଙ୍କୁ ବାହାର କରିବ ଗୁଜରାଟ ଟାଇଟନ୍ସ, କାହାକୁ ମିଳିବ ସୁଯୋଗ?
ନୂଆଦିଲ୍ଲୀ,୧୯।୩: IPL ୨୦୨୫ରେ ଗୁଜରାଟ ଟାଇଟନ୍ସ ୨୫ ମାର୍ଚ୍ଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ। ଦଳ ନୂତନ ସିଜିନ ପାଇଁ ସର୍ବାଧିକ ସ୍କ୍ବାର୍ଡ ବାଛିଛି। ଅର୍ଥାତ ମୋଟ ୨୫ ଜଣ ଖେଳାଳିଙ୍କୁ କିଣାଯାଇଥିବା ବେଳେ ଏଥିପାଇଁ...
୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ
ନୂଆଦିଲ୍ଲୀ,୧୯।୩: ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ୩-୦ ଗୋଲରେ ମାଲଡିଭ୍ସକୁ ପରାସ୍ତ କରିଛି। ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିବାପରେ ୩୪ତମ ମିନିଟରେ ପ୍ରଥମ ଗୋଲଟି ଦେଇଥିଲେ ରାହୁଲ ଭେକେ। ପ୍ରଥମାର୍ଦ୍ଧ ଶେଷ...
ଆଇପିଏଲ୍ରୁ ୬ ହଜାର କୋଟି ଆୟ କରି ରେକର୍ଡ କରିବ ଜିଓ ଷ୍ଟାର
ମୁମ୍ବାଇ,୧୯ା୩: ରିଲାଏନ୍ସ ଜିଓ ଷ୍ଟାର ବିଜ୍ଞାପନ ରାଜସ୍ବ କ୍ଷେତ୍ରରେ ଏକ ରେକର୍ଡ କରିବାକୁ ଯାଉଛି। ଟିଭି ଓ ଡିଜିଟାଲ ପ୍ରସାରଣ ବାବଦକୁ ମିଳିତ ଭାବେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରୁ ୬ ହଜାର କୋଟିରୁ ଅଧିକ ଆୟ କରିପାରେ ବୋଲି...
IPL ୨୦୨୫ ଲାଗି କେବେ ଏବଂ କିଭଳି ବୁକ୍ କରିବେ ଟିକେଟ୍? କେତେ ରହିବ ମୂଲ୍ୟ? ଜାଣନ୍ତୁ ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ,୧୯।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ୧୮ତମ ସିଜିନର ଓପନିଂ ମୁକାବିଲା ୨୨ ମାର୍ଚ୍ଚରେ କୋଲକାତାର ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ...
ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍କା ଦେଲା BCCI
ନୂଆଦିଲ୍ଲୀ,୧୯।୩: ନିକଟ ଅତୀତରେ ବିସିସିଆଇର ନୂତନ ଯାତ୍ରା ନୀତିକୁ ବହୁତ ସମାଲୋଚନା କରି ଅନେକ କିଛି କହିଥିଲେ। ଯାହା ପରେ ବିସିସିଆଇ ଏହାର ନୀତି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ଆସିଥିଲା, କିନ୍ତୁ ଏବେ ଏ ସମ୍ପର୍କରେ ଏକ ବଡ଼...
ପରିବାର ନୀତିରେ ହେବ ନାହିଁ କୌଣସି ପରିବର୍ତ୍ତନ: ବିରାଟ କୋହଲିଙ୍କ ଅଭିଯୋଗ ଉପରେ BCCI’ର ପ୍ରତିକ୍ରିୟା
ମୁମ୍ବାଇ,୧୯।୩: ବିଦେଶ ଗସ୍ତ ସମୟରେ ଭାରତୀୟ ଖେଳାଳୀମାନଙ୍କ ପାଇଁ ପ୍ରଣୟନ ହୋଇଥିବା ନୂତନ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ବୁଧବାର କହିଛନ୍ତି ବିସିସିଆଇ ସଚିବ ଦେବଜୀତ ସଇକିଆ। ଜାରି ହୋଇଥିବା ନିୟମକୁ ନେଇ ବିରାଟ କୋହଲି...
୧୭ ବର୍ଷ ପରେ ଅବସର ଘୋଷଣା କରି ଚମକାଇଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୯।୩: କ୍ରିକେଟ ଜଗତରେ ଇଂଲଣ୍ଡ କ୍ରିକେଟର ଜୋଶ କବ ଏକ ଜଣାଶୁଣା ନାମ, ଯିଏ ୧୭ ବର୍ଷ ଧରି ଘରୋଇ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସେ ତାଙ୍କ ବୃତ୍ତିଗତ କ୍ରିକେଟ କ୍ୟାରିୟରକୁ...
୧୭ ବର୍ଷ ପୂର୍ବେ କୋହଲିଙ୍କୁ ଚାମ୍ପିୟନ କରିଥିବା ଖେଳାଳିଜଣଙ୍କ କିଏ? IPL ୨୦୨୫ରେ ହେବେ ଅମ୍ପାୟାର
ନୂଆଦିଲ୍ଲୀ,୧୯।୩: କୋଲକାତାର ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ମୁକାବିଲା ସହିତ IPL ୨୦୨୫ ଆରମ୍ଭ ହେବ। ଏହି ବଡ଼ ମ୍ୟାଚ୍ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ।...
ଚହଲଙ୍କୁ ବଡ଼ ଝଟ୍କା, ଧନଶ୍ରୀଙ୍କୁ ଦେବେ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୯।୩: ଟିମ ଇଣ୍ଡିଆର ଖେଳାଳି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ମାମଲାରେ ଏକ ବଡ଼ ଅପଡେଟ ଆସିଛି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ରକୁ ନେଇ ବହୁତ ଦିନ ଧରି ଆଲୋଚନା ହେଉଥିଲା। ଏକ ରିପୋର୍ଟ ଅନୁଯାୟୀ, ଚହଲ...
IPL 2025: କୋହଲିଙ୍କ ସାଙ୍ଗ କରିବେ IPLରେ ଅମ୍ପାୟାରିଂ, ହେବ ବିଶ୍ୱରେକର୍ଡ
ନୂଆଦିଲ୍ଲୀ,୧୯।୩: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଖେଳାଯିବ। ଏହି ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆରସିବି ଏବେ ବି ନିଜର ପ୍ରଥମ ଟାଇଟଲକୁ ଅପେକ୍ଷା କରିଛି। ଆରସିବି ଥରେ...
Archives


