ଖେଳ

୩୩୨ ଆଥ୍‌ଲେଟଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ,୬ା୯: ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ମୋଟ ୩୩୨ ଆଥ୍‌ଲେଟଙ୍କୁ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରେ ୧୭୯ ମହିଳା ରହିଥିବା ପାରାମିଲିଟାରୀ ସଂସ୍ଥା ତରଫରୁ ଶନିବାର କୁହାଯାଇଛି। ଏହି କ୍ରୀଡ଼ାବିତ୍‌ମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ାରେ ୩୪ଟି ନୂଆ ପୁରୁଷ ଓ…

ଭାରତ ଏ’ ଦଳର ନେତୃତ୍ୱ ନେବେ ଶ୍ରେୟସ

ନୂଆଦିଲ୍ଲୀ,୬ା୯: ଆଗାମୀ ଏସିଆ କପ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇ ନ ଥିବା ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ବହୁ ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

କେବଳ ଏହି ୨ କ୍ରିକେଟରଙ୍କୁ ରୋହିତ-କୋହଲିଙ୍କ ଭଳି ସମାନ ଦରମା ଦେଉଛି BCCI: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୯: ରୋହିତ ଶର୍ମା ଏବଂ ବିରାଟ କୋହଲି, ଉଭୟେ ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏବେ କେବଳ ଦିନିକିଆ ଖେଳୁଥିବା ରୋହିତ ଏବଂ କୋହଲି ବିସିସିଆଇରୁ ବିପୁଳ ଦରମା ନିଅନ୍ତି। ବିସିସିଆଇର ଦରମା ବ୍ୟବସ୍ଥା ଏପରି, ଖେଳାଳିମାନଙ୍କୁ ୪…

କେବେ ୭୦-୮୦ ଲକ୍ଷ ତ ପୁଣି କେତେବେଳେ କାର, ଆଉ କେତେବେଳେ ଅନ୍ୟର ବିବାହାର ସମସ୍ତ ଖର୍ଚ୍ଚ ଉଠାନ୍ତି ପାଣ୍ଡ୍ୟା ବଦର୍ସ, ଜାଣନ୍ତୁ ଏମାନଙ୍କ ମହାନତା

ନୂଆଦିଲ୍ଲୀ,୬।୯: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟା ସେମାନଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚାରେ। ଗ୍ରାଉଣ୍ଡରେ ବୋଲରମାନଙ୍କୁ ଚକମା ଦେଉଥିବା ପାଣ୍ଡ୍ୟା ଭାଇମାନେ ପଡ଼ିଆ ବାହାରେ ବହୁତ ସମ୍ବେଦନଶୀଳ। ପିଲାଦିନର ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ସେମାନଙ୍କ ମାନବୀୟ ଚେହେରାକୁ ପ୍ରକାଶ କରିଛନ୍ତି।…

୨୪ ଖୋ ଖୋ ଖେଳାଳିଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ, ୫ା୯: ରିକ୍ରୁଟମେଣ୍ଟ ଟ୍ରାଏଲ୍‌ରେ ଉତ୍ତୀର୍ଣ୍ଣ ହେବା ପରେ ସ୍ପୋଟର୍‌ସ କୋଟା ଜରିଆରେ ୨୪ ଖୋ ଖୋ ଖେଳାଳିଙ୍କୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ରେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ୧୨ଜଣ ମହିଳା ରହିଛନ୍ତି। ନିଯୁକ୍ତି ପାଇଥିବା ଖେଳାଳିମାନଙ୍କ ମଧ୍ୟରେ…

କ୍ରମାଗତ ଦ୍ୱିତୀୟ ଥର ଫାଇନାଲରେ ଆନିସିମୋଭା-ସାବାଲେଙ୍କା

ନ୍ୟୁୟର୍କ,୫ା୯: ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ର ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଶନିବାର ଆମେରିକାର ଆମାଣ୍ଡା ଆନିସିମୋଭା ଓ ନମ୍ବର-୧ ଖେଳାଳି ବୋଲାରୁଷର ଆରିନା ସାବାଲେଙ୍କାଙ୍କ ମଧ୍ୟରେ ହେବ। ଆନିସିମୋଭା ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଚାରି ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ…

ସୁରେଶ ରାଇନାଙ୍କ ପରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ ଧାଓ୍ବନ: ଜାଣନ୍ତୁ କ’ଣ ରହିଛି ମାମଲା…

ନୂଆଦିଲ୍ଲୀ,୫ା୯: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ବେଆଇନ ବେଟିଂ ଆପ୍‌ ସହ ସମ୍ପୃକ୍ତ ଥିବା ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ହାଜର ହୋଇଛନ୍ତି। ସେ ସେଣ୍ଟ୍ରାଲ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ହାଜର ହୋଇଥିଲେ।…

‘ପସନ୍ଦର ଖେଳାଳିଙ୍କୁ ଖେଳାନ୍ତି ଅଧିନାୟକ”, ଅବସର ପରେ ଏହି ଖେଳାଳିଙ୍କୁ ଟାର୍ଗେଟ କଲେ ଅମିତ ମିଶ୍ରା

ନୂଆଦିଲ୍ଲୀ, ୫।୯: ଭାରତୀୟ କ୍ରିକେଟର ଅମିତ ମିଶ୍ରା ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କର ଅନୁଭବ ଓ ଚ୍ୟାଲେଞ୍ଜ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି। ତାଙ୍କର ଆନ୍ତର୍ଜାତୀୟ କ୍ୟାରିୟର ଦୁଇଟି ପର୍ଯ୍ୟାୟରେ ବିଭକ୍ତ ଥିଲା: ପ୍ରଥମେ ଦିଗ୍ଗଜ…

ଅବସରରୁ ଫେରିବେ ରସ ଟେଲର, ନ୍ୟୁଜିଲାଣ୍ଡ ଛାଡି ଏହି ଦେଶପାଇଁ ଖେଳିବେ

ବାଲେଶ୍ୱର,୫।୯: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟର ରସ ଟେଲର ଅବସରରୁ ଫେରି ଆଗାମୀ ଆଇସିସି ଟି-୨୦ ବିଶ୍ୱକପ ଏସିଆ-ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ସାମୋଆ ପାଇଁ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ହେଉଛି ଆଗାମୀ ବର୍ଷର ପୁରୁଷ ଟି-୨୦ ବିଶ୍ୱକପ ପାଇଁ ସାମୋଆର…

ଧୋନୀଙ୍କୁ ନେଇ ବଡ଼ ଅପଡେଟ୍‌: IPL ୨୦୨୬ରେ…

ନୂଆଦିଲ୍ଲୀ, ୪।୯: ପୂର୍ବତନ ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ କେବଳ ଇଣ୍ଡିଆନ ପ୍ରିମିୟର ଲିଗ ରେ ଖେଳୁଥିବା ଦେଖାଯାଉଛି। ଧୋନୀ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସ ସହିତ ଜଡିତ। କିନ୍ତୁ ଏବେ ଧୋନି ବହୁ ବର୍ଷ ଧରି…

ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର, ୨୫ ବର୍ଷ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ 

ନୂଆଦିଲ୍ଲୀ,୪।୯: କ୍ରିକେଟରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉଜଣେ ଭାରତୀୟ ଖେଳାଳି। ସେ ହେଲେ ଭାରତୀୟ ଲେଗ୍‌ ସ୍ପିନର ଅମିତ ମିଶ୍ରା। ଫଳରେ ୨୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର ଚମତ୍କାର କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏନେଇ…

IPLକୁ ଲାଗିଲା GST ଝଟ୍‌କା: ଏବେ ମହଙ୍ଗା ହୋଇଯିବ ମ୍ୟାଚ୍‌ ଦେଖିବା, ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୪।୯: ସାମଗ୍ରୀ ଏବଂ ସେବା ଟିକସ (GST ସଂସ୍କାର)ର ନୂତନ ଦର କ୍ରିକେଟକୁ ମଧ୍ୟ ପ୍ରଭାବିତ କରିବ। ଏବେ ପ୍ରଶଂସକମାନଙ୍କ ପାଇଁ ଷ୍ଟାଡିୟମକୁ ଯାଇ IPL ମ୍ୟାଚ ଦେଖିବା ମହଙ୍ଗା ହେବ। ସେପ୍ଟେମ୍ବର ୩ରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri