ପାକିସ୍ତାନ ନାଁ ଶୁଣି ଏମିତି କହିଦେଲେ ସୂର୍ଯ୍ୟକୁମାର: ଚାରିଆଡ଼େ ଖେଲିଗଲା…
ଆବୁଧାବି,୨୦।୯: ଭାରତ ଏସିଆ କପ ୨୦୨୫ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ଓମାନ ବିପକ୍ଷରେ ଖେଳି ୨୧ ରନରେ ବିଜୟୀ ହୋଇଥିଲା। ଟିମ ଇଣ୍ଡିଆ ପାଇଁ ଏହି ବିଜୟ ସହଜ ମନେ ହେଉଥିଲେ ମଧ୍ୟ ଓମାନ ଯେଉଁଭଳି ଭାବରେ ଚ୍ୟାଲେଞ୍ଜ କରିଥିଲା,…
‘ଚମତ୍କାର’ କ୍ୟାଚ୍ ନେଲେ ହାର୍ଦ୍ଦିକ ପାଣ୍ଡ୍ୟା: ସମସ୍ତେ ରହିଗଲେ ଆବାକାବା, ଦେଖନ୍ତୁ Video
ଆବୁଧାବି,୨୦।୯: ଏସିଆ କପ ୨୦୨୫ର ଗ୍ରୁପ ଏ ମ୍ୟାଚରେ ଭାରତ ଓମାନକୁ ୨୧ ରନରେ ପରାସ୍ତ କରି ଗ୍ରୁପ ପର୍ଯ୍ୟାୟ ଶେଷ କରିଥିଲା। ତଥାପି, ଏହି ବିଜୟ ଟିମ ଇଣ୍ଡିଆ ପାଇଁ ସହଜ ନ ଥିଲା। ୪୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆମିର…
ଓମାନ ବିପକ୍ଷ ମ୍ୟାଚରେ ଆହତ ହେଲେ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ, ଅଧାରୁ ଛାଡିଲେ…
ଆବୁଧାବି,୨୦।୯: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଓମାନ ବିପକ୍ଷରେ ଏସିଆ କପର ଶେଷ ଲିଗ ମ୍ୟାଚ ସମୟରେ ଆହତ ହୋଇଥିଲେ। ଶୁକ୍ରବାର ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଓମାନ ବିପକ୍ଷରେ ଏସିଆ କପ ୨୦୨୫ ମ୍ୟାଚ ସମୟରେ ଟିମ ଇଣ୍ଡିଆର ଷ୍ଟାର…
ପୁଣି ବିବାହ କରିବେ ମହମ୍ମଦ ଶାମି? ସାନିଆ ମିର୍ଜାଙ୍କ ସହ ଭାଇରାଲ ହେଲା…
ନୂଆଦିଲ୍ଲୀ,୧୯।୯: ଏସିଆ କପ 2025ର ମହାସମର ଏବେ ଜାରି ରହିଛି। ଏହାରେ ଭାରତୀୟ କ୍ରିକେଟ ଟିମରୁ ଫାଷ୍ଟ ବୋଲର୍ ମହମ୍ମଦ ଶାମି ବାହାରେ ଅଛନ୍ତି। କ୍ରିକେଟରେ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରସଙ୍ଗରେ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ…
ଆଜି ଭାରତ-ଓମାନ ମୁକାବିଲା: ଏହି ସବୁ ଖେଳାଳିଙ୍କୁ ଦିଆଯାଇପାରେ ବିଶ୍ରାମ
ଆବୁଧାବି,୧୯ା୯: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶୁକ୍ରବାର ଚଳିତ ଏସିଆ କପ୍ରେ ତା’ର ଅନ୍ତିମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଓମାନକୁ ଭେଟିବ। ଭାରତ ପୂର୍ବରୁ ସୁପର-୪’ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଥିବାରୁ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି…
ରବିନ ଉଥାପାଙ୍କ ଖୁଲାସା: ଏହି ଷ୍ଟାରଙ୍କ ସହିତ ସମ୍ପର୍କ ବଗାଡ଼ି ଦେଇଥିଲେ ସାଙ୍ଗମାନେ
ବେଙ୍ଗାଲୁରୁ,୧୯।୯: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପା କର୍ଣ୍ଣାଟକ ଦଳର ଜଣେ ସାଙ୍ଗ ତାଙ୍କ ଓ କରୁଣ ନାୟାରଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିବା ଖୁଲାସା କରିଛନ୍ତି। ‘ଫାର୍ଷ୍ଟ ଅମ୍ପାୟାର’ ପଡ଼କାଷ୍ଟରେ ଉଥାପା କହିଛନ୍ତି, ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ନ…
ଏସିଆ କପ୍ ମ୍ୟାଚ ବେଳେ କ୍ରିକେଟରଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମ୍ୟାଚ ମଝିରେ ଆସିଲା ଦୁଃଖଦ ଖବର
ଦୁବାଇ,୧୯।୯: ଏସିଆ କପ୍ ୨୦୨୫ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ମଝିରେ ଶ୍ରୀଲଙ୍କାର ତାରକା କ୍ରିକେଟର ଡୁନିଥ ଓ୍ବେଲାଲାଗେଙ୍କ ପିତା ସୁରଙ୍ଗା ଓ୍ବେଲାଲାଗେଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲେ ମଧ୍ୟ, ଖେଳ…
ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ
ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍-ବି’ର ଅନ୍ତିମ ମ୍ୟାଚ୍ରେ ଶ୍ରୀଲଙ୍କା ୬ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହା ଶ୍ରୀଲଙ୍କାର କ୍ରମାଗତ ତୃତୀୟ…
ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ICC: ରିପୋର୍ଟ
ଦୁବାଇ,୧୮ା୯: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବିଚାର କରୁଛି। ବୁଧବାର ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ପୂର୍ବରୁ ପିସିବି ମ୍ୟାଚ ରେଫରୀ ଆଣ୍ଡି…
ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ ଆର ଅଶ୍ୱିନ
ନୂଆଦିଲ୍ଲୀ,୧୮।୯: ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ଅବସର ନେଇଥିବା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଦେଖାଯିବେ। ଏଥର ଅଶ୍ୱିନ ୨୦୨୫ରେ ହେବାକୁ ଥିବା ହଂକଂ ସିକ୍ସେସ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ପାଇଁ ଖେଳିବେ।…
ନୀରଜ ଚୋପ୍ରାଙ୍କ ବଡ଼ ଖୁଲାସା: କହିଲେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ନ ଜିତିବାର କାରଣ
ଟୋକିଓ,୧୮।୯: ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ନିରାଶାଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି। ତାଙ୍କ ଶ୍ରେଷ୍ଠ ଥ୍ରୋ ୮୪.୦୩ ମିଟର ଥିବା ବେଳେ, ପ୍ରଥମ ଥର ଫାଇନାଲରେ…
ଭାରତର ନୂଆ ଜାଭେଲିନ୍ ଷ୍ଟାର ସଚିନ ଯାଦବ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଚମକିଲେ
ଟୋକିଓ,୧୮।୯: ଭାରତର ଜାଭେଲିନ୍ ତାରକା ସଚିନ ଯାଦବ ଗୁରୁବାର ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ ଫାଇନାଲରେ ଜାପାନର ଟୋକିଓ ନ୍ୟାସନାଲ ଷ୍ଟାଡିୟମରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୀରଜ ଚୋପ୍ରା ଓ ପାକିସ୍ତାନର ଅର୍ଶଦ ନାଦୀମଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଦ୍ୱନ୍ଦ୍ୱକୁ ନେଇ ଚର୍ଚ୍ଚା…
Archives


