ଖେଳ

ଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଚେତାବନୀ ଦେଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲ ପୂର୍ବରୁ, ପୂର୍ବତନ ଭାରତୀୟ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ପାକିସ୍ତାନକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତୀୟ ଦଳର ବ୍ୟାଟିଂରେ ଏବେ ବି ପ୍ରଚୁର ଶକ୍ତି…

ଚାମ୍ପିଅନ ହେବା ପରେ ନକଭିଙ୍କଠାରୁ ଟ୍ରଫି ନେବେ ସୂର୍ଯ୍ୟକୁମାର? ଟାଇଟଲ ଲଢେଇ ଭିତରେ ଉଠିଲାଣି ନୂଆ ପ୍ରଶ୍ନ

ଦୁବାଇ,୨୭।୯: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ଫାଇନାଲ ଖେଳାଯିବ। ଗ୍ରାଣ୍ଡ ଫିନାଲେ ପୂର୍ବରୁ ସମସ୍ତଙ୍କର ଗୋଟିଏ ପ୍ରଶ୍ନ ଅଛି: ଯଦି ଭାରତୀୟ ଦଳ ଜିତିଯାଏ, ତେବେ କ’ଣ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ…

ଫାଇନାଲ ପୂର୍ବରୁ ବଡ଼ ଝଟକା: ଅଭିଷେକ, ହାର୍ଦ୍ଦିକ ଆହତ

ଦୁବାଇ,୨୭ା୯: ଓପନର ଅଭିଷେକ ଶର୍ମା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ କ୍ରାମ୍ପର ସମ୍ମୁଖୀନ ହୋଇ ପଡ଼ିଆରୁ ଚାଲିଯାଇଥିଲେ। ଏପରିକି ପାଣ୍ଡ୍ୟା କ୍ରାମ୍ପ୍ସ କାରଣରୁ ମାତ୍ର ୧ ଓଭର ବୋଲିଂ କରିଥିଲେ। ସେ ପ୍ରଥମ ଓଭର ବୋଲିଂ…

ସରିଲା ପ୍ରସ୍ତୁତି, ସଜେଇ ହେଲାଣି ମଞ୍ଚ, ଅଭିଷେକ-ଶାହିନଙ୍କ ଟକ୍କର ଦେଖିବାକୁ ଅନେଇ ରହିଛି ସାରା ବିଶ୍ୱ

ଦୁବାଇ,୨୭।୯: ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ କହିଛନ୍ତି ଯେ ରବିବାର ଏସିଆ କପ ଫାଇନାଲରେ ଅଭିଷେକ ଶର୍ମାଙ୍କ ଚମତ୍କାର ବ୍ୟାଟିଂ ଶାହିନ ଶାହ ଆଫ୍ରିଦିଙ୍କ ସଠିକ ବୋଲିଂ ସହିତ ମେଳ ଖାଇବ, ଏବଂ ଉଭୟ ‘କଠିନ ପ୍ରତିଦ୍ୱନ୍ଦ୍ୱିତା’ର ସମ୍ମୁଖୀନ ହେବେ।…

ଫାଇନାଲ ମ୍ୟାଚ ପୂର୍ବରୁ ବାବର ଆଜମଙ୍କୁ ଟିମ୍‌ରେ ସାମିଲ କରିବାକୁ ଚାହୁଁଥିଲା ପାକିସ୍ତାନ, ହେଲେ ଏମିତି ହେଲା ବେଇଜ୍ଜତ

ଇସଲାମାବାଦ,୨୭।୯: ଏସିଆ କପ ୨୦୨୫ର ଫାଇନାଲ ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ। ରବିବାର ଦୁବାଇ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟାଇଟଲ ଲଢ଼େଇ ଅନୁଷ୍ଠିତ ହେବ। ମ୍ୟାଚ ରାତି ୮ଟାରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ, ପୂର୍ବତନ…

Asia Cup ଫାଇନାଲ ପୂର୍ବରୁ ନୂଆ ଡ୍ରାମା ଆରମ୍ଭ କଲାଣି ପାକିସ୍ତାନ

ଇସଲାମାବାଦ,୨୭।୯: ଏସିଆ କପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦରେ ଫସି ରହିଛି। ସମସ୍ତଙ୍କ ନଜର ଏବେ ଭାରତ ବନାମ ପାକିସ୍ତାନ ଫାଇନାଲ ଉପରେ, ଯାହା ୨୮ ସେପ୍ଟେମ୍ବରରେ ଖେଳାଯିବ। ଏହି ଟାଇଟଲ ମୁକାବିଲା ପୂର୍ବରୁ, ପାକିସ୍ତାନ ଏକ ନୂଆ ନାଟକ…

ପାକିସ୍ତାନ ବିପକ୍ଷରେ ଇତିହାସ ଚରିବେ ହାର୍ଦ୍ଦିକ ପାଣ୍ଡ୍ୟା? ମାତ୍ର ଦୁଇ ପାଦ ପଛରେ ଅଛନ୍ତି…

ନୂଆଦିଲ୍ଲୀ,୨୭।୯: ୨୦୨୫ ଏସିଆ କପର ଫାଇନାଲ ମ୍ୟାଚ ରବିବାର, ସେପ୍ଟେମ୍ବର ୨୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଏକ ଜବରଦସ୍ତ ଶତକ ପୂରଣ କରିବାର ସୁଯୋଗ…

ପାକିସ୍ତାନକୁ ହରାଇବାକୁ ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ ପ୍ଲାନ, ଇଣ୍ଡିଆ ଜିତିବ ଫାଇନାଲ ଟ୍ରଫି?

ନୂଆଦିଲ୍ଲୀ,୨୭।୯: ଭାରତୀୟ ଦଳ ଏସିଆ କପରେ ବିଜୟ ଧାରା ଜାରି ରଖିଛି, ବର୍ତ୍ତମାନ ଫାଇନାଲରେ ପାକିସ୍ତାନ ସହିତ ମୁକାବିଲା କରୁଛି। ତଥାପି, ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ସମଗ୍ର ଟୁର୍ଣ୍ଣାମେଣ୍ଟରେ ନୀରବ ରହିଛି, ପାଞ୍ଚଟି ଇନିଂସରେ ମାତ୍ର ୭୧ରନ କରିଛି। ଏହି…

ଫାଇନାଲ୍‌ ପୂର୍ବରୁ ପାକିସ୍ତାନକୁ ସିଧା ମେସେଜ୍‌ ଦେଲେ ସୂର୍ଯ୍ୟକୁମାର: ଜାଣନ୍ତୁ କ’ଣ କହିଲେ

ଦୁବାଇ,୨୭।୯: ଏସିଆ କପ ୨୦୨୫ ଫାଇନାଲ ପହଞ୍ଚିବା ମାତ୍ରେ, ଭାରତ ଏବଂ ପାକିସ୍ତାନୀ ଅଧିନାୟକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଫାଇନାଲକୁ ନେଇ ନିଜ ଦମ୍‌ ଦେଖାଇଥିବାବେଳେ ସୂର୍ଯ୍ୟକୁମାର ଯାଦବ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ।…

ବାଉଣ୍ଡ୍ରି ବାହାରେ ପଡ଼ିଲା ବଲ୍‌, କିନ୍ତୁ ହେଲାନି ଛକା: Asia Cupରେ ରୋଚକ ଦୃଶ୍ୟ

ଦୁବାଇ,୨୭।୯: ଏସିଆ କପ ୨୦୨୫ର ଶେଷ ସୁପର ଫୋର୍‌ ମ୍ୟାଚରେ, ଏକ ଘଟଣା ଘଟିଥିଲା ଯାହା ପଡ଼ିଆରେ ଏବଂ ଟିଭିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଶ୍ରୀଲଙ୍କା ଟାର୍ଗେଟ ପିଛା କରୁଥିବା ସମୟରେ ପଥୁମ ନିସାଙ୍କାଙ୍କ ଶକ୍ତିଶାଳୀ ସଟ ସିଧା ଲଙ୍ଗ-ଅନରେ ଅକ୍ଷର…

ଫାଇନାଲ ପୂର୍ବରୁ ଭାରତକୁ ବଡ଼ ଝଟକା! ମ୍ୟାଚରୁ ହାର୍ଦ୍ଦିକ ପାଣ୍ଡ୍ୟା…

ନୂଆଦିଲ୍ଲୀ,୨୭।୯: ଗତକାଲି ରାତିରେ ଯେତେବେଳେ ଭାରତ ଏସିଆ କପରେ ଶ୍ରୀଲଙ୍କାଠାରୁ ହାରିବାର ଆଶଙ୍କାର ସମ୍ମୁଖୀନ ହେଉଥିଲା, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ। ସେହି ସମୟରେ ସମସ୍ତ ଖେଳାଳି ପଡ଼ିଆରେ ଟେନସନ୍‌ରେ ଥିଲେ, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା…

ଫସିଗଲେ ସୂର୍ଯ୍ୟକୁମାର: ଫାଇନାଲ ପୂର୍ବରୁ ICCର ବଡ଼ କାର୍ଯ୍ୟାନୁଷ୍ଠାନ 

ଦୁବାଇ,୨୬।୯: ଏସିଆ କପ୍‌ରେ  ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri