ଖେଳ

ଅନ୍ତିମ ଦୁଇ ଟେଷ୍ଟ ଲାଗି ଭାରତୀୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ, ୧୭।୨ : ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇ ଟେଷ୍ଟରେ ସୁଯୋଗ ପାଇ ନ ଥିବା ସୁଇଂ ବୋଲର ଶାର୍ଦ୍ଦୁଳ ଠାକୁର ଦଳରୁ...

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି ମିନି ଅକ୍‌ଶନ ଲାଗି ୨୯୨ ଖେଳାଳିଙ୍କ ମଧ୍ୟରୁ କେବଳ ୬୧ ଜଣଙ୍କୁ ହିଁ...

ଆଇପିଏଲ୍‌ ନିଲାମୀ ପୂର୍ବରୁ ନେହେରାଙ୍କ ଭବିଷ୍ୟବାଣୀ: କହିଲେ ମାକ୍ସଓ୍ବେଲ୍‌ ନୁହନ୍ତି ଏହି ଖେଳାଳି ରହିବେ ସବୁଠାରୁ ମହଙ୍ଗା

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ଲାଗି ଗୁରୁବାର ଚେନ୍ନାଇରେ ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ ଖେଳାଳି ନାମାଙ୍କନ କରିଥିଲେ। ହେଲେ ସେଥିରୁ ୨୯୨ଜଣ ଫାଇନାଲ ପାଇଁ ମନୋନୀତ ହୋଇଛନ୍ତି। ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ ୬୧ଜଣ ଖେଳାଳିଙ୍କ ପାଇଁ...

ମାତ୍ର ୩୧ ବଲ୍‌ରେ ଶତକ ମାରି ରେକର୍ଡ କରିଥିଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌, ଶୂନରେ ଆଉଟ୍‌ କରିବା…

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ବୁଧବାର ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ ଫେବୃୟାରୀ ୧୭ରେ ଦକ୍ଷିଣ ଆଫ୍ରିକାର ବେଲା-ବେଲାଠାରେ ଜନ୍ମ ନେଇଥିଲେ ଏହି କ୍ରିକେଟ। ୨୦୧୮ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର...

କାମକୁ ଫେରିଲେ ଗାଙ୍ଗୁଲି: କହିଲେ, ଭୟଭୀତ ହୋଇଯାଇଥିଲି

ନୂଆଦିଲ୍ଲୀ,୧୭।୨: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ପୁଣି କାର୍ଯ୍ୟକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଦୁଇଥର ଡାକ୍ତରଖାନା ଯିବାକୁ ପଡିଲା। ଏଠାରେ ଗାଙ୍ଗୁଲି ସମାନ ମାସରେ ଦୁଇଥର...

ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର, ପ୍ରେମିକାଙ୍କ ଧରିଲେ ହାତ

ନୂଆଦିଲ୍ଲୀ,୧୭।୨: ଭାରତୀୟ ଅଫ୍‌ ସ୍ପିନ୍‌ ଅଲରାଉଣ୍ଡର ଜୟନ୍ତ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରେମିକା ଦିଶା ଚାଓ୍ବଲାଙ୍କୁ ସେ ଜୀବନସାଥୀ କରିଛନ୍ତି। ପାରମ୍ପରିକ ପାର୍ସି ରୀତିନୀତିରେ ସେମାନେ ବିବାହ କରିଛନ୍ତି। ଏହାର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର...

ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ ବୁଧବାର ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି କ୍ରିକେଟର ନିଜ ଦେଶ ପାଇଁ ୬୯ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏଥିରେ...

ଅଧିନାୟକ ଭାବେ ଏସିଆରେ ପ୍ରଥମ ମ୍ୟାଚ୍‌ ହାରିଲେ ଜୋ’ ରୁଟ

ଚେନ୍ନାଇ,୧୭।୨: ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟରେ ‌୩୧୭ ରନରେ ହାରିଛି। ଅଧିନାୟକ ଭାବରେ ଏସିଆରେ ରୁଟ୍‌ଙ୍କ ଏହା ହେଉଛି ପ୍ରଥମ ପରାଜୟ। ଏହା ପୂର୍ବରୁ ଖେଳାଯାଇଥିବା ସମସ୍ତ ୬ଟି ଟେଷ୍ଟରେ ରୁଟ ଜିତିଥିଲେ। ରୁଟ ହେଉଛନ୍ତି...

ବାସନ୍ଦ ହୋଇପାରନ୍ତି କୋହଲି!

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ୪ଟି ଟିକିଆ ଟେଷ୍ଟ ମ୍ୟାଚ୍‌ ଏବେ ୧-୧ ରେ ବରାବର ରହିଛି। କିନ୍ତୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ବଡ଼...

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତ ୫୦, ୧୦୦ ମାରିଥିବା ବ୍ୟାଟ୍ସମ୍ୟାନ୍‌ କିଏ ଜାଣନ୍ତି

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ପ୍ରଶଂସକମାନେ ତାଙ୍କୁ ଶ୍ରୀ ୩୬୦, ସୁପରମ୍ୟାନ, ଏବି ଡି ଡାକନ୍ତି। ଫିଲ୍ଡର ଯେକୌଣସି କୋଣକୁ ବଲ ପଠାଇଦେବାର ଦକ୍ଷତା ତାଙ୍କର ଅଛି। ୨୦୧୮, ମେ...

ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶା ରନର୍ସ ଅପ୍‌

ଭୁବନେଶ୍ବର, ୧୭।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁରେ ଆୟୋଜିତ ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରନର୍ସ ଅପ୍‌ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡ଼ିଶା ୮୦ ରନରେ ଆନ୍ଧ୍ର ପ୍ରଦେଶଠାରୁ ହାରି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା...

ଶୁବମନ ଗିଲ୍‌ ଆହତ

ଚେନ୍ନାଇ, ୧୭।୨(ପି.ଟି.)- ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଆହତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଫିଲ୍ଡିଂ ଅବସରରେ ସେ ବାମହାତରେ ଆଘାତ ପାଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତାଙ୍କ ଆଘାତ ସ୍ଥାନକୁ ସ୍କାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri