ଖେଳ

IPL ୨୦୨୫ ଫସିଲା BCCI: ରୋବୋଟ୍‌ କୁକୁର ଯୋଗୁ ମିଳିଲା ହାଇକୋର୍ଟଙ୍କ ନୋଟିସ, ଏବେ…

ନୂଆଦିଲ୍ଲୀ,୩୦।୪: ଅଡ଼ୁଆରେ ଫସିଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ(ବିସିସିଆଇ)। IPL ମଝିରେ BCCI ତାର ରୋବୋଟ କୁକୁର ଯୋଗୁ ଏକ ନୋଟିସ ପାଇଛି। ଦିଲ୍ଲୀ ହାଇକୋର୍ଟ ଏହି ନୋଟିସ ବିସିସିଆଇକୁ ପଠାଇଛନ୍ତି। ପ୍ରକୃତରେ, BCCI IPL ମ୍ୟାଚ ସମୟରେ...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ଗିଫ୍ଟ: ଖୁସିରେ ହେଲେ ଗଦ୍‌ଗଦ୍‌

ନୂଆଦିଲ୍ଲୀ,୩୦।୪: ଆଜିକାଲି IPLରେ ଶତକ ମାରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଚର୍ଚ୍ଚାରେ ଅଛି। ୧୪ ବର୍ଷୀୟ ବୈଭବଙ୍କ ଉତ୍କୃଷ୍ଟ ପ୍ରଦର୍ଶନରେ ଖୁସି ହୋଇ, ରାଜସ୍ଥାନ ରୟାଲ୍ସର ମାଲିକ ରଞ୍ଜିତ ବର୍ଠାକୁର ତାଙ୍କୁ ପୁରସ୍କାର ସ୍ବରୂପ ଏକ ନୂତନ ମର୍ସିଡିଜ-ବେଞ୍ଜ କାର...

ବାପାଙ୍କ କୋଳରେ ବସି ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖୁଥିବା ବୈଭବଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୯।୪:କ୍ରିକେଟର ନୂତନ ଯୁବ ତାରକା ଭାବରେ ଉଭା ହୋଇଥିବା ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ଶତକ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କଠାରୁ ରାହୁଲ ଦ୍ରାବିଡଙ୍କ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ।...

ଦିନେ ପୁଅ ପାଇଁ ଜମି ବିକ୍ରି କରିଦେଇଥିଲେ ବାପା: ଜାଣନ୍ତୁ ବିସ୍ମୟ କ୍ରିକେଟର୍‌ ବୈଭବଙ୍କ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ,୨୯।୪: ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏକପାଖିଆ ମ୍ୟାଚ ଜିତିଛି। ବୈଭବ ସୂର୍ଯ୍ୟବଂଶୀ ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଇନିଂସ ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ରାଜସ୍ଥାନ ସପକ୍ଷରେ ଆଣି ଦେଇଥିଲା। ଏହି ମ୍ୟାଚ୍‌ରେ ବହୁ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି...

IPLରେ ଚମତ୍କାର କରିବା ପରେ ହୃଦୟର କଥା ବଖାଣିଲେ ବୈଭବ: ମୋ ସ୍ବପ୍ନ…

ଜୟପୁର,୨୯।୪: ବିହାରର ପୁଅ ବୈଭବ ସୂର୍ଯ୍ୟବଂଶୀ ଏକ ଐତିହାସିକ ଇନିଂସ ଖେଳି ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ମାତ୍ର ୩୫ ବଲ୍‌ରେ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି...

ଇତିହାସ ରଚିଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ; ମାତ୍ର ୩୫ ବଲ୍‌ରେ ହାସଲ କଲେ ଶତକ

ଜୟପୁର,୨୮।୪: ୧୪ ବର୍ଷୀୟ ବୈଭବ ଜୟପୁରରେ ଇତିହାସରେ ରଚିଛନ୍ତି। ମାତ୍ର ୩୫ ବଲ୍‌ରେ ନିଜର ପ୍ରଥମ ଶତକ ହାସଲ କରି ଏହି ଯୁବ କ୍ରିକେଟର ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏକ ଚମତ୍କାର ଇନିଂସ ଖେଳି ବୈଭବ ନିଜ ନାମ ଭାରତୀୟ...

ଅଶ୍ୱିନଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୮ା୪: ଅବସରପ୍ରାପ୍ତ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୋମବାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ତାଙ୍କ ବାସଭବନରେ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭବନରେ ଅଶ୍ୱିନଙ୍କ...

IPL ପାଇଁ ବଡ଼ ଯୋଜନା: ୨୦୨୮ ସିଜନରେ ହେବ ୯୪ ମ୍ୟାଚ୍‌

ନୂଆଦିଲ୍ଲୀ,୨୮ା୪: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ୮୪ ମ୍ୟାଚ୍‌ ଖେଳାଯିବାର ଯୋଜନା ଥିଲା। କିନ୍ତୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଓ ବ୍ରଡ୍‌କାଷ୍ଟରମାନେ ଅତ୍ୟଧିକ ଡବଲ ହେଡର ମ୍ୟାଚ୍‌ ଚାହୁଁ ନ ଥିବାରୁ ଚଳିତ ଆଇପିଏଲ୍‌ରେ ମ୍ୟାଚ୍‌ ସଂଖ୍ୟାକୁ ବୃଦ୍ଧି କରାଯାଇ...

ବିଦ୍ୟୁତ୍‌ ବିଭ୍ରାଟ: ମ୍ୟାଚ୍‌ ସସ୍‌ପେଣ୍ଡ

ମାଡ୍ରିଡ୍‌,୨୮ା୪: ସ୍ପେନ୍‌ ଓ ପର୍ତ୍ତୁଗାଲ୍‌ରେ ଏକ ବଡ଼ ଧରଣର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ସୋମବାର ମାଡ୍ରିଡ୍‌ ଓପନ ଟେନିସ ଟୁର୍ନମେଣ୍ଟର ଖେଳକୁ ସସ୍‌ପେଣ୍ଡ କରାଯାଇଛି। ସ୍ଥାନୀୟ ସମୟ ୧୨ଟା ୩୪ ମିନିଟ ସମୟରେ ଦୁଇଟି ସିଙ୍ଗଲ୍ସ ଓ ଗୋଟିଏ ଡବଲ୍ସ...

ପଡକାଷ୍ଟରୁ ଆଇପିଏଲ୍‌ ୨୦୨୫ ଭିଡିଓ ହଟିଲା

ସିଡନୀ,୨୮ା୪: ବିସିସିଆଇ ପକ୍ଷରୁ ଏକ ବିନମ୍ର ଭାବେ ଆଇନଗତ ଚିଠି ଜାରି କରାଯିବା ପରେ ଏକ ଜଣାଶୁଣା ଅଷ୍ଟ୍ରେଲିଆନ ପଡକାଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରୁ ଚଳିତ ଆଇପିଏଲ୍‌ର ପ୍ରତ୍ୟେକ ଭିଡିଓକୁ ବାଦ୍‌ ଦିଆଯାଇଛି। ‘ଦି ବିଗ୍‌ ଆଇପିଏଲ ବ୍ରେକଫାଷ୍ଟ’ ପଡକାଷ୍ଟର...

Rishabh Pantଙ୍କ ଉପରେ BCCI ଲଗାଇଲା ୨୪ ଲକ୍ଷ ଟଙ୍କାର ଜରିମାନା, ବର୍ତ୍ତି ପାରିଲାନି LSG ଟିମ୍‌

ନୂଆଦିଲ୍ଲୀ,୨୮।୪: ରବିବାର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫୪ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ପରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତଙ୍କୁ ଆଉ ଏକ ଝଟକା ଲାଗିଲା। BCCI ପନ୍ତଙ୍କ ଉପରେ ୨୪ ଲକ୍ଷ ଟଙ୍କାର...

IPL 2025 Video: ଧୋନୀଙ୍କ ଦଳ ହାରୁଥିବା ଦେଖି ଭୋ ଭୋ ହୋଇ କାନ୍ଦିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୮।୪: ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ୨୦୨୫ ସବୁଠାରୁ ଖରାପ ସିଜନ ପ୍ରମାଣିତ ହୋଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଯଦିଓ CSK ତାର ସମସ୍ତ ୫ଟି ମ୍ୟାଚ ଜିତିଯାଏ, ତଥାପି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri