ଖେଳ

ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ବଡ଼ ବିଜୟ

ବିଶାଖାପାଟଣା, ୧୬ା୧୦- ଅଧିନାୟିକା ଆଲିସା ହିଲିଙ୍କ ଅପରାଜିତ ଶତକ ଓ ଫୋଏବେ ଲିଚ୍‌ଫିଲ୍ଡଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୦ ଉଇକେଟରେ ଜିତି ନେଇଛି। ଏହା ଅଷ୍ଟ୍ରେଲିଆର ଚତୁର୍ଥ ବିଜୟ।…

ଅଷ୍ଟ୍ରେଲିଆ ସିରିଜ୍‌ ପୂର୍ବରୁ ବଡ଼ ସଙ୍କେତ ଦେଲେ କୋହଲି, ୨୦୨୭ରେ…

ନୂଆଦିଲ୍ଲୀ,୧୬।୧୦: ବିରାଟ କୋହଲି ସୋସିଆଲ ମିଡିଆରେ ବହୁତ କମ ତାଙ୍କର ବ୍ୟକ୍ତିଗତ ଚିନ୍ତାଧାରା ପୋଷ୍ଟ କରନ୍ତି। ଏବେ, ତାଙ୍କର ଏକ ପୋଷ୍ଟ ((Virat Kohli Latest Tweet) ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି, ଯାହାକୁ ତାଙ୍କର ୨୦୨୭ ବିଶ୍ୱକପ ଯୋଜନା…

ସୁରକ୍ଷା ବ୍ୟାରିକେଡ୍‌ ଡେଇଁ ବାବରଙ୍କ ଡ୍ରେସିଂ ରୁମ୍‌ରେ ପଶିଲେ ଯୁବକ: ଆଉ ତା’ପରେ…

ଲାହୋର,୧୬ା୧୦: ବାବର ଆଜମଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ଗଦ୍ଦାଫି ଷ୍ଟାଡିୟମରେ ସୁରକ୍ଷା ବ୍ୟାରିକେଡ୍‌ ଡେଇଁ ପାକିସ୍ତାନ ଡ୍ରେସିଂ ରୁମ୍‌ରେ ପଶିବାକୁ ଚେଷ୍ଟା କରିଥିଲେ। ଉକ୍ତ ପ୍ରଶଂସକଙ୍କୁ ରିମାଣ୍ଡରେ ନିଆଯିବା ପରେ ପୋଲିସ ଛାଡ଼ି ଦେଇଛି। ଉକ୍ତ ଯୁବକଙ୍କ ନାମ ଓଭାଇସ।…

ପର୍ଥରେ କୋହଲି, ରୋହିତଙ୍କ ଝାଳବୁହା ପ୍ରାକ୍ଟିସ

ପର୍ଥ,୧୬ା୧୦: ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ଲାଗି ଭାରତୀୟ ଦଳର ଦୁଇ ବ୍ୟାଚ୍‌ରେ ପର୍ଥରେ ପହଞ୍ଚିଛି। ସିନିୟର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଦଳର ଅନ୍ୟ ଖେଳାଳିମାନେ…

ରୋହିତ ଗମ୍ଭୀରଙ୍କ ଲମ୍ବା ଆଲୋଚନା, ଅଧିନାୟକ ପଦ ଯିବା ପରେ ହେଲା ପ୍ରଥମ ଦେଖା

ପର୍ଥ,୧୬ା୧୦: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇବେ। ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ରୋହିତଙ୍କ ସ୍ଥାନରେ…

ବିରାଟ କୋହଲିଙ୍କୁ ନେଇ ଏମିତି ବୟାନ ଦେଲେ ପୂର୍ବତନ କ୍ରିକେଟର ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧୦: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୨୦୨୭ବିଶ୍ୱକପରେ ବିରାଟ କୋହଲି ଖେଳିବେ କି ନାହିଁ ତାହା ପ୍ରଶଂସକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ। ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ…

ବିରାଟ କୋହଲି ସାଥି ଖେଳାଳିଙ୍କୁ ବାଡ଼େଇବା…., ରବି ଶାସ୍ତ୍ରୀଙ୍କ ବିସ୍ଫୋରକ ମନ୍ତବ୍ୟ

ମୁମ୍ବାଇ,୧୬ା୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ନଜର ରହିଛି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ। ୩୬ ବର୍ଷୀୟ କୋହଲି ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ଭାରତ…

ରୋହିତଙ୍କ କ୍ୟାରିୟର୍‌କୁ ସଙ୍କଟରେ ପକାଇଦେଲେ ଶୁବମନ ଗିଲ: ପଡ଼ିଆରେ ଘଟିଲା…

ନୂଆଦିଲ୍ଲୀ,୧୬।୧୦: ଟିମ ଇଣ୍ଡିଆର ଦୁଇ ଷ୍ଟାର ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ବିସିସିଆଇ ନିକଟରେ ରୋହିତଙ୍କ ଠାରୁ ଯୁବ ଗିଲଙ୍କ ଏକଦିବସୀୟ ଦଳର ଅଧିନାୟକତ୍ୱ ହସ୍ତାନ୍ତର କରିଛି। ନୂଆଦିଲ୍ଲୀ ବିମାନବନ୍ଦରରେ ସେମାନଙ୍କ ସାକ୍ଷାତର ଏକ…

ଅବସର ଚର୍ଚ୍ଚା ମଧ୍ୟରେ କୋହଲି କଲେ ଏମିତି ପୋଷ୍ଟ: କ୍ରିକେଟ୍‌ ଜଗତରେ ହଲଚଲ

ପର୍ଥ,୧୬।୧୦: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ଆଜିକାଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ। ଏହି ସିରିଜ ପରେ କୋହଲି ଦିନିକିଆରୁ ଅବସର ନେବେ ବୋଲି ଗୁଜବ ଜୋର ଧରିଛି। ଏସବୁ…

ଅଧିନାୟକ ପଦରୁ ବିଦା ହେବାପରେ ପ୍ରଥମଥର ଗିଲ୍‌ଙ୍କୁ ଏମିତି କଥା ପଚାରିଦେଲେ ରୋହିତ ଶର୍ମା: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଛି। କିନ୍ତୁ ଦଳ ଯିବା ପୂର୍ବରୁ ବିମାନବନ୍ଦରର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଧିନାୟକତ୍ୱ ପରିବର୍ତ୍ତନ ପରେ ରୋହିତ ଶର୍ମା ଏବଂ ଶୁବମନ ଗିଲ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ସେହି…

ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌: ସ୍ବର୍ଣ୍ଣପଦକ ଜିତିଲେ ଡିଏଫ୍‌ଓ

ଭଞ୍ଜନଗର,୧୬ା୧୦(ବାବୁଲା ପ୍ରଧାନ): ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ଆସିଥିବା ଶତାଧିକ ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର, ରେଞ୍ଜର,…

ଦିଲ୍ଲୀ କ୍ୟାପିଟାଲ୍ସରେ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? କେବଳ ଏଇଠି ଅଟକିଛି ଡିଲ୍‌  

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ ୨୦୨୬ ସିଜନ ପୂର୍ବରୁ ସଞ୍ଜୁ ସାମସନ ଏବଂ  ରାଜସ୍ଥାନ ରୟାଲ୍ସ ଦଳ ଚର୍ଚ୍ଚାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ଦଳ ପରିଚାଳନାକୁ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ସେ ପରବର୍ତ୍ତୀ ସିଜନ୍‌ ଦଳରେ ରହିବେ ନାହିଁ। ଏହାପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri