ନୂଆ ଜର୍ସିରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୭ା୯: ଆସନ୍ତା ୯ ତାରିଖରୁ ଏସିଆ କପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ରବିବାର ଏକ ଭିଡିଓ ଶେୟାର କରାଯାଇ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଟୁର୍ନାମେଣ୍ଟ ଲାଗି…
ଏସିଆ କପ: ଭାରତ ୪-୧ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା
ରାଜଗୀର,୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ…
କ୍ୟାପ୍ଟେନ୍ କୁଲଙ୍କ ଆକ୍ସନ: ହାତରେ ବନ୍ଧୁକ ଧରି ସିନେମାରେ ମାରିଲେ ଏଣ୍ଟ୍ରି!
ମୁମ୍ବାଇ,୭।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଏକ ନୂଆ ଭିଡିଓରେ ଆକ୍ସନ ମୋଡରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଧୋନୀ ଅଭିନେତା ଆର. ମାଧବନଙ୍କ ସହ ଦେଖା ଦେଇଛନ୍ତି। ଟିଜରରେ ଧୋନୀ କମାଣ୍ଡୋ…
ସିନ୍ନାର Vs ଆଲକାରାଜ: ୟୁଏସ ଓପନରେ ରୋମାଞ୍ଚକର ଫାଇନାଲ
ନୂଆଦିଲ୍ଲୀ,୭ା୯: ୟୁଏସ ଓପନ ପୁରୁଷ ସିଙ୍ଗଲସ ଫାଇନାଲରେ ରବିବାର ରୋମାଞ୍ଚକର ମୁକାବିଲାରେ ସ୍ପେନର କାର୍ଲୋସ ଆଲକାରାଜଙ୍କ ଅଗ୍ନିମୟ ଉତ୍ସାହ ଓ ଅପ୍ରତ୍ୟାଶିତ ଶଟ୍ ସାମ୍ନା କରିବ ଇଟାଲୀର ଶାନ୍ତ ଓ ନିର୍ଭୁଲ ଖେଳ ପାଇଁ ପରିଚିତ ଜାନ୍ନିକ ସିନ୍ନର। ଏହା ଚଳିତ…
ଶୁଭମନ ଗିଲ ଭାରତର ନୂଆ ଦିନିକିଆ ଅଧିନାୟକ! ରୋହିତ ଶର୍ମାଙ୍କ ବିଦାୟ ନିଶ୍ଚିତ
ମୁମ୍ବାଇ,୭ା୯: ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ଶୁଭମନ ଗିଲଙ୍କୁ ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ଘୋଷଣା କରାଯିବା ପରେ ଏବେ ସେ ଦିନିକିଆ ଦଳର ଅଧିନାୟକ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ରୋହିତ ଶର୍ମାଙ୍କର ଦିନିକିଆ…
୩୩୨ ଆଥ୍ଲେଟଙ୍କୁ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ,୬ା୯: ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକୁରିଟି ଫୋର୍ସ (ସିଆଇଏସ୍ଏଫ୍) ମୋଟ ୩୩୨ ଆଥ୍ଲେଟଙ୍କୁ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରେ ୧୭୯ ମହିଳା ରହିଥିବା ପାରାମିଲିଟାରୀ ସଂସ୍ଥା ତରଫରୁ ଶନିବାର କୁହାଯାଇଛି। ଏହି କ୍ରୀଡ଼ାବିତ୍ମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ାରେ ୩୪ଟି ନୂଆ ପୁରୁଷ ଓ…
ଭାରତ ଏ’ ଦଳର ନେତୃତ୍ୱ ନେବେ ଶ୍ରେୟସ
ନୂଆଦିଲ୍ଲୀ,୬ା୯: ଆଗାମୀ ଏସିଆ କପ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇ ନ ଥିବା ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ବହୁ ଦିନିଆ ମ୍ୟାଚ୍ରେ ଭାରତ ଏ’ ଦଳର ନେତୃତ୍ୱ ନେବେ। ସିରିଜ୍ର ପ୍ରଥମ ମ୍ୟାଚ୍…
କେବଳ ଏହି ୨ କ୍ରିକେଟରଙ୍କୁ ରୋହିତ-କୋହଲିଙ୍କ ଭଳି ସମାନ ଦରମା ଦେଉଛି BCCI: ଜାଣନ୍ତୁ ସେ କିଏ
ନୂଆଦିଲ୍ଲୀ,୬।୯: ରୋହିତ ଶର୍ମା ଏବଂ ବିରାଟ କୋହଲି, ଉଭୟେ ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏବେ କେବଳ ଦିନିକିଆ ଖେଳୁଥିବା ରୋହିତ ଏବଂ କୋହଲି ବିସିସିଆଇରୁ ବିପୁଳ ଦରମା ନିଅନ୍ତି। ବିସିସିଆଇର ଦରମା ବ୍ୟବସ୍ଥା ଏପରି, ଖେଳାଳିମାନଙ୍କୁ ୪…
କେବେ ୭୦-୮୦ ଲକ୍ଷ ତ ପୁଣି କେତେବେଳେ କାର, ଆଉ କେତେବେଳେ ଅନ୍ୟର ବିବାହାର ସମସ୍ତ ଖର୍ଚ୍ଚ ଉଠାନ୍ତି ପାଣ୍ଡ୍ୟା ବଦର୍ସ, ଜାଣନ୍ତୁ ଏମାନଙ୍କ ମହାନତା
ନୂଆଦିଲ୍ଲୀ,୬।୯: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟା ସେମାନଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚାରେ। ଗ୍ରାଉଣ୍ଡରେ ବୋଲରମାନଙ୍କୁ ଚକମା ଦେଉଥିବା ପାଣ୍ଡ୍ୟା ଭାଇମାନେ ପଡ଼ିଆ ବାହାରେ ବହୁତ ସମ୍ବେଦନଶୀଳ। ପିଲାଦିନର ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ସେମାନଙ୍କ ମାନବୀୟ ଚେହେରାକୁ ପ୍ରକାଶ କରିଛନ୍ତି।…
୨୪ ଖୋ ଖୋ ଖେଳାଳିଙ୍କୁ ମିଳିଲା ନିଯୁକ୍ତି
ନୂଆଦିଲ୍ଲୀ, ୫ା୯: ରିକ୍ରୁଟମେଣ୍ଟ ଟ୍ରାଏଲ୍ରେ ଉତ୍ତୀର୍ଣ୍ଣ ହେବା ପରେ ସ୍ପୋଟର୍ସ କୋଟା ଜରିଆରେ ୨୪ ଖୋ ଖୋ ଖେଳାଳିଙ୍କୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍)ରେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ୧୨ଜଣ ମହିଳା ରହିଛନ୍ତି। ନିଯୁକ୍ତି ପାଇଥିବା ଖେଳାଳିମାନଙ୍କ ମଧ୍ୟରେ…
କ୍ରମାଗତ ଦ୍ୱିତୀୟ ଥର ଫାଇନାଲରେ ଆନିସିମୋଭା-ସାବାଲେଙ୍କା
ନ୍ୟୁୟର୍କ,୫ା୯: ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍ର ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଶନିବାର ଆମେରିକାର ଆମାଣ୍ଡା ଆନିସିମୋଭା ଓ ନମ୍ବର-୧ ଖେଳାଳି ବୋଲାରୁଷର ଆରିନା ସାବାଲେଙ୍କାଙ୍କ ମଧ୍ୟରେ ହେବ। ଆନିସିମୋଭା ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଚାରି ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ…
ସୁରେଶ ରାଇନାଙ୍କ ପରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ ଧାଓ୍ବନ: ଜାଣନ୍ତୁ କ’ଣ ରହିଛି ମାମଲା…
ନୂଆଦିଲ୍ଲୀ,୫ା୯: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ବେଆଇନ ବେଟିଂ ଆପ୍ ସହ ସମ୍ପୃକ୍ତ ଥିବା ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ହାଜର ହୋଇଛନ୍ତି। ସେ ସେଣ୍ଟ୍ରାଲ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ହାଜର ହୋଇଥିଲେ।…
Archives


