ଖେଳ

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା: ତଥାପି ମିଳିଲାନି ସେମି ଟିକେଟ

ଶାରଜା,୬।୧୧: ଟି୨୦ ବିଶ୍ୱକପ୍‌ ଗ୍ରୁପ୍‌-୧ର ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଅନ୍ତିମ ଓଭରରେ ହ୍ୟାଟ୍ରିକ ଉଇକେଟ ହାସଲ କରି ଦ୍ରୁତ ବୋଲର କାଗିସୋ ରାବାଡ଼ା ଦଳକୁ ବିଜୟୀ କରାଇଛନ୍ତି। ସେ ପ୍ରଥମ, ଦ୍ୱିତୀୟ...

ସେମି ପାଇଁ ଇଂଲଣ୍ଡକୁ ୧୩୧ ରନ୍‌ରେ ରୋକିବାକୁ ପଡ଼ିବ

ଶାରଜା,୬।୧୧: ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଟି୨୦ ବିଶ୍ୱକପର ଶନିବାର ଗ୍ରୁପ-୧ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୨ ଉଇକେଟ ହରାଇ ୧୮୯ ରନ୍‌ କରିଛି।...

ଟି୨୦ ବିଶ୍ବକପରୁ ବିଦାହେଲା ଓ୍ବେଷ୍ଟଇଣ୍ଡିଜ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୧୫୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ୧୬.୨ ଓଭରରେ ୨...

କ୍ୟାରିୟରର ଅନ୍ତିମ ମ୍ୟାଚରେ ସନ୍‌ଗ୍ଲାସ ପିନ୍ଧି ବ୍ୟାଟିଂ କଲେ ଗେଲ୍‌

ଆବୁଧାବି, ୬।୧୧: ଓ୍ବେଷ୍ଟଇଣ୍ଡିଜର ୨ ଲୋକପ୍ରିୟ କ୍ରିକେଟର କ୍ରିସ ଗେଲ ଓ ଡ୍ବେନ ବ୍ରାଭୋ ଶନିବାର ନିଜର ଶେଷ ଇନିଂସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଗେଲ ନିଜ କ୍ୟାରିୟର ଅନ୍ତିମ ମ୍ୟାଚରେ ସନ୍‌ଗ୍ଲାସ ପିନ୍ଧି ଓପନିଂ...

ଅଷ୍ଟ୍ରେଲିଆ ଆଗରେ ୧୫୮ ରନ୍‌ର ଟାର୍ଗେଟ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ୍‌ କରଛି।...

ହୃଦୟ ଜିତିଲେ କୋହଲି

ଦୁବାଇ,୬।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଶୁକ୍ରବାର ଭାରତ-ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଥିଲା। ଏଥିରେ ଭାରତ ବଡ଼ ବ୍ୟବଧାନରେ ବିଜେତା ହୋଇଥିଲା। ମ୍ୟାଚ୍‌ ପରେ ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାର ସମସ୍ତଙ୍କ ମନ ଜିଣିଛି। କାରଣ କୋହଲି ଖେଳ ଭାବନାକୁ...

ମଡେଲଙ୍କୁ ଅଶ୍ଳିଳ ମେସେଜ୍‌ ପଠାଇ ହୋଟେଲ ରୁମ୍‌ରେ ଭେଟିବାକୁ କହୁଥିଲେ ଏହି କ୍ରିକେଟର, ଏବେ..

ନୂଆଦିଲ୍ଲୀ,୬।୧୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଶେନ ୱାର୍ନ ବେଶ ବିବାଦୀୟ। ୫୨ ବର୍ଷୀୟ ଏହି କ୍ରିକେଟରଙ୍କ ନାମ ଅନେକ ମହିଳାଙ୍କ ସହ ଯୋଡ଼ା ଯାଇଛି। ଏହାକୁ ନେଇ ସେ ଅଧିକାଂଶଙ୍କ ସମୟରେ ବିବାଦରେ ରହି ଆସିଛନ୍ତି। ଏହି କ୍ରମରେ ଯୋଡ଼ି...

କେକ୍‌ ସଜାଇଲେ ଧୋନୀ, ସାଥୀ ଖେଳାଳି କଲେ ଏଭଳି ଅବସ୍ଥା ଯେ…

ଦୁବାଇ,୬।୧୧: ନିଜ ଜନ୍ମ ଦିନରେ ଭାରତକୁ ବିଜୟ ଭେଟି ଦେଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ପ୍ରଥମେ ଟସ୍‌ ଜିତିବା ପରେ ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇଥିଲା ଦଳ। ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ ବିରାଟ ଟିମ୍‌ର ଅନ୍ୟ...

ବିଶିଷ୍ଟ କୋଚ୍‌ ତାରକ ସିହ୍ନା ଆଉ ନାହାନ୍ତି

ନୂଆଦିଲ୍ଲୀ,୬।୧୧: ଭାରତୀୟ ଦଳକୁ ଅନେକ ବଡ଼ବଡ଼ ଖେଳାଳି ଭେଟି ଦେଇଥିବା ବିଶିଷ୍ଟ କୋଚ୍‌ ତାରକ ସିହ୍ନାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଶନିବାର ଭୋର ୩ଟାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ...

ଆଥିୟାଙ୍କ ସହ ସମ୍ପର୍କକୁ ଅଫିସିଆଲ୍‌ କଲେ ଏହି କ୍ରିକେଟର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଦୀର୍ଘଦିନରୁ ଆଥିୟା କ୍ରିକେଟର୍‌ କେ.ଏଲ୍‌ ରାହୁଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା।...

ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ

ଦୁବାଇ,୬।୧୧: ପେସର ଯଶପ୍ରୀତ ବୁମରା ଶୁକ୍ରବାର ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡ ବିପକ୍ଷରେ ଦୁଇ ଉଇକେଟ ନେଇ ସେ ନିଜ ନାମରେ କରିଛନ୍ତି ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହେବାର ରେକର୍ଡ।...

ଟିମ୍‌ ଇଣ୍ଡିଆର ଭବିଷ୍ୟତ ଏବେ ସମୀକରଣ ହାତରେ

ନୂଆଦିଲ୍ଲୀ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ସ୍କଟଲାଣ୍ଡକୁ ୬.୩ ଓଭରରେ ହରାଇ ଦେଇଛି ଭାରତ। ବିରାଟ ବିଜୟ ସହ ଟିମ୍‌ ଇଣ୍ଡିଆର ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି। ଏବେ ୪ ମ୍ୟାଚ୍‌ରୁ ୪ ପଏଣ୍ଟ ଏବଂ +୧.୬୧୯ ନେଟ୍‌ ରନରେଟ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri