ଖେଳ

ଭାରତୀୟ ଟିମ୍‌ରେ ମିଳିଲା ସୁଯୋଗ; ଆବେଶ କହିଲେ…

ଇନ୍ଦୋର,୧୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଲାଗି ଭାରତୀୟ ଟି-୨୦ ଟିମ୍‌ରେ ଦ୍ରୁତ ବୋଲର ଆବେଶ ଖାନ୍‌ଙ୍କୁ ସୁଯୋଗ ମିଳିଛି। ଏହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ତାଙ୍କ ସ୍ବପ୍ନ ପୂରଣ ହୋଇଥିବା...

ବିରାଟ କୋହଲିଙ୍କ ଝିଅକୁ ବଳାତ୍କାର ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ବଳାତ୍କାର ଧମକ ଦେଇଥିବା ଯୁବକ ବୁଧବାର ଗିରଫ ହୋଇଛନ୍ତି। ସେହି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ରାମନାଗେଶ ଅଲିବଥିନି (୨୩) । ହାଇଦ୍ରାବାଦରୁ ମୁମ୍ବାଇର ସାଇବର ସେଲ ପୋଲିସ...

କୋହଲିଙ୍କ ଭବିଷ୍ୟତକୁ ନେଇ ସେହ୍ବାଗ କହିଲେ ବଡ଼ କଥା; ଟେଷ୍ଟ-ଦିନିକିଆରେ…

ନୂଆଦିଲ୍ଲୀ,୧୦।୧୧: ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ ଛାଡ଼ିବା ଉଚିତ ନୁହେଁ। ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ବାଗ। ଫେସବୁକ ପୃଷ୍ଠାରେ ମଙ୍ଗଳବାର ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ବିରାଟଙ୍କ...

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌, ଖୁବ୍‌ଶୀଘ୍ର କୋହଲି ନେବେ ସନ୍ୟାସ: ମୁସ୍ତାକ

କରାଚି,୧୦।୧୧: ଭାରତୀୟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଟେଷ୍ଟ ଲେଗ୍‌ ସ୍ପିନର ମୁସ୍ତାକ ଅହମ୍ମଦ କହିଛନ୍ତି, କୋହଲିଙ୍କ ନିଷ୍ପତ୍ତିରୁ ଭାରତୀୟ ଡ୍ରେସିଂ ରୁମ୍‌ରେ ସବୁକିଛି ଠିକ୍‌...

କାଟ୍ରିନାଙ୍କ ସିକ୍ରେଟ କହିଲେ ଏହି କ୍ରିକେଟର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ସିକ୍ରେଟ କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌। କାଟ୍ରିନା କୈଫ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କର କ’ଣ ସମ୍ପର୍କ ଏହି ପ୍ରଶ୍ନ ଲୋକଙ୍କ ମନରେ ସବୁବେଳେ ଆସିଥାଏ। ସୋସିଆଲ ମିଡିଆରେ ମହମ୍ମଦଙ୍କୁ ବହୁତ...

ରାଗିଗଲେ ହରଭଜନ ସିଂ, କହିଲେ ଲଜ୍ଜା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଭେଟେରାନ ଅଫ ସ୍ପିନର ହରଭଜନ ସିଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଖୋଲାଖୋଲି ଭାବରେ ସମଗ୍ର ବିଶ୍ୱ ସାମ୍ନାରେ ନିଜର ମତ ରଖନ୍ତି। ମଙ୍ଗଳବାର ଟିମ ଇଣ୍ଡିଆର ଚୟନକର୍ତ୍ତାମାନେ ନଭେମ୍ବର ୧୭ରୁ ନ୍ୟୁଜିଲାଣ୍ଡ ବିପକ୍ଷ ୩...

ଶାସ୍ତ୍ରୀଙ୍କୁ ମିଳିଲା ଖାସ୍‌ ଉପହାର

ନୂଆଦିଲ୍ଲୀ,୧୦।୧୧:ଭାରତ ଟି -୨୦ ବିଶ୍ୱକପର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ନଭେମ୍ବର ୮ ନାମ୍ବିଆ ବିପକ୍ଷରେ ଭାରତର ଟି -୨୦ ଅଧିନାୟକ ଭାବରେ ବିରାଟ କୋହଲି ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚ ଟିମ ଇଣ୍ଡିଆ ପାଇଁ ଭାବପ୍ରବଣ...

ଭାରତକୁ ଧୂଳି ଚଟେଇଥିବା କ୍ରିକେଟର୍‌ଙ୍କୁ ଜ୍ୱାଇଁ କରିବେ ଆଫ୍ରିଦି

କରାଚି,୧୦।୧୧: ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ବଡ ଝିଅ ଅକ୍ଷସା ସୋସିଆଲ ମିଡିଆଠାରୁ ନିଜକୁ ଦୂରେଇ ରଖିଛନ୍ତି। କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଅକ୍ଷସା ଖୁବ୍‌ଶୀଘ୍ର ନିଜ ଦେଶର ଷ୍ଟାର କ୍ରିକେଟର ଶାହିନ ଶାହା...

ଆରସିବିର ନୂଆ କୋଚ୍‌

ବେଙ୍ଗାଲୁରୁ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସଞ୍ଜୟ ବାଙ୍ଗରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି। ପୂର୍ବରୁ ସେ ଦଳର ବ୍ୟାଟିଂ ପରାମର୍ଶଦାତା ଥିଲେ। ତାଙ୍କୁ ୨ ବର୍ଷ ପାଇଁ ଏହି...

୨୦୧୯ ବିଶ୍ୱକପ୍‌ ଫାଇନାଲ ପ୍ରତିଶୋଧ ଅପେକ୍ଷାରେ ନ୍ୟୁଜିଲାଣ୍ଡ

ଆବୁଧାବି, ୧୦।୧୧- ୨୦୧୯ ଆଇସିସି ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ରୋଚକ ଢ଼ଙ୍ଗରେ ହରାଇ ଇଂଲଣ୍ଡ ବିଶ୍ୱକପ୍‌ ହାତେଇଥିଲା। ତା’ ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ। ତେବେ ଏଥର ଟି୨୦ ଫର୍ମାଟରେ।...

କମେଣ୍ଟ୍ରି ବକ୍ସକୁ ଫେରିବେ କି ଶାସ୍ତ୍ରୀ? ଦେଲେ କିଛି ଏଭଳି ସଙ୍କେତ

ଦୁବାଇ,୯।୧୧: ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ରବି ଶାସ୍ତ୍ରୀ ସେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିପାରନ୍ତି। ୫୯ ବର୍ଷୀୟ ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ହେବା ପୂର୍ବରୁ ଜଣେ ସମୀକ୍ଷକ ଭାବରେ ନିଜର ସ୍ବତନ୍ତ୍ର ସ୍ଥାନ...

ରୋହିତଙ୍କୁ ଦିଆଗଲା ନେତୃତ୍ୱ

ନୂଆଦିଲ୍ଲୀ,୯।୧୧: ବିରାଟ କୋହଲି ଭାରତୀୟ ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବା ପରେ ରୋହିତ ଶର୍ମାଙ୍କୁ ଦିଆଯାଇଛି ଗୁରୁଦାୟିତ୍ୱ। ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ଏଥିଲାଗି ମଙ୍ଗଳବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri