ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ: ଗୋଟିଏ ବଲ୍ ବୋଲିଂ ପରେ ଘଟିଲା….
କୋଲକାତା,୧୪।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଆନ ରିକେଲଟନ ଏବଂ ଏଡେନ ମାର୍କ୍ରାମ ଏକ…
ବୁମ୍ରାଙ୍କ ଚମତ୍କାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ
କୋଲକାତା,୧୪।୧୧: କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି। ଏହା ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ପୂର୍ବରୁ ଇଡେନ…
ମହାରେକର୍ଡ କଲେ ବୁମରା: ୭ ବର୍ଷ ପରେ ଘଟିଲା…
କୋଲକାତା,୧୪।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଜସପ୍ରୀତ ବୁମରା ତାଙ୍କ ବୋଲିଂରେ ଏକ ଦୃଢ଼ ଆରମ୍ଭ କରିଥିଲେ। ସେହି ଦୃଢ଼ ପ୍ରଦର୍ଶନର ଫଳସ୍ବରୂପ, ପ୍ରଥମ ଦିନରେ ଖେଳର ପ୍ରଥମ ସେସନ ଶେଷ ହେବା ମାତ୍ରେ ସେ ଏକ ବଡ଼ ରେକର୍ଡ…
କୋହଲି ନୁହେଁ, ଏହି କ୍ରିକେଟର୍ଙ୍କୁ ପସନ୍ଦ କରନ୍ତି ହରମନପ୍ରୀତ: କହୁ କହୁ କହିଦେଲେ ମନର କଥା…
ଚେନ୍ନାଇ,୧୪।୧୧: ଚେନ୍ନାଇର ଭେଲାମାଲ ନେକ୍ସସ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଛାତ୍ରମାନେ ହରମନପ୍ରୀତଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ। ପିଲାମାନେ ତାଙ୍କୁ ପଚାରିଥିଲେ, ତୁମେ ବିରାଟ କୋହଲିଙ୍କୁ ଅଧିକ ପସନ୍ଦ କର ନା ମହେନ୍ଦ୍ର ସିଂହ ଧୋନୀ? ହରମନ ବିନା ଦ୍ୱିଧାରେ…
କ୍ରୀଡ଼ା ଇତିହାସରେ ଯୋଡିହେଲା ବଲାଙ୍ଗୀରର ନବନିର୍ମିତ ଲନ୍ବଲ୍ କୋର୍ଟ: ହୋଇପାରିବ ଜାତୀୟ, ଅନ୍ତର୍ଜାତୀୟସ୍ତରର ମ୍ୟାଚ୍
ବଲାଙ୍ଗୀର, ୧୩ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର କ୍ରୀଡା ଇତିହାସରେ ଗୁରୁବାର ଏକ ଗୌରବମୟ ଫର୍ଦ୍ଦ ଯୋଡି ହୋଇଛି। ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋଟର୍ସ୍ କମ୍ପ୍ଲେକ୍ସ ଭିତରେ ନବନିର୍ମିତ ଲନ୍ବଲ୍ କୋର୍ଟକୁ ବିଶେଷଜ୍ଞ ଟିମ୍ ସ୍ବୀକୃତି ପ୍ରଦାନ କରିଛି। ଆଗାମୀ…
ଜ୍ୟାକବ ଡଫିଙ୍କ ଘାତକ ବୋଲିଂ: ୩-୧ରେ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ
ଡୁନେଡିନ, ୧୩ା୧୧- ଜ୍ୟାକବ ଡଫିଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଜିତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍ ଦ୍ୱାରା ପ୍ରଦତ୍ତ ୧୪୧ ରନର ଟାର୍ଗେଟକୁ ନ୍ୟୁଜିଲାଣ୍ଡ ୧୫.୪ ଓଭରରେ ୨…
ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା: ସେମିଫାଇନାଲରେ…
ବରଗଡ଼,୧୩।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ ବରହାଗୋଡା ଫୁଟବଲ୍ ପଡିଆରେ ବୁଧବାର ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକ ସାଧୁ ନେପାକ, ନଥୁରମ୍ ଶେଠ୍ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସାଇ ଇଲେଭେନ…
ଟାଇଟଲ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି MI, ଗୁଜରାଟ ଟିମ୍ରୁ ଏହି ଖେଳାଳିଙ୍କୁ ବଡ଼ ଡିଲ୍ରେ କଲା ଟ୍ରେଡ୍
ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ପାଇଁ ରିଟେନ୍ସନ ଘୋଷଣା ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ନିଜ ଟିମ୍କୁ ମଜବୁତ କରିବା ଆରମ୍ଭ କରିଛି। ଗୁରୁବାର ଲକ୍ଷ୍ନୌ ସୁପର ଜାୟଣ୍ଟସ୍(ଏଲ୍ଏସ୍ଜି)ରୁ ଶାର୍ଦ୍ଦୁଳ ଠାକୁରଙ୍କୁ ୨ କୋଟିରେ ଟ୍ରେଡ କରିବା ପରେ, ମୁମ୍ବାଇ ଗୁଜରାଟ…
IPL ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ୍ ଡିଲ୍: ଲକ୍ଷ୍ନୌରୁ ଏହି ଟିମ୍କୁ ଗଲେ ଶାର୍ଦ୍ଦୁଳ ଠାକୁର
ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ମେଗା ଆକ୍ସନ ପୂର୍ବରୁ ବେଶ ଚର୍ଚ୍ଚାରେ ଟ୍ରେଡ ୱିଣ୍ଡୋ। ଗତ କିଛି ଦିନରେ ଟ୍ରେଡ ଡିଲ୍କୁ ନେଇ ଅନେକ ଖବର ଆସଥିଲା। ଏସବୁ ମଧ୍ୟରେ ୧୯ମ ସିଜନ୍ର ପ୍ରଥମ ଟ୍ରେଡ ଡିଲ୍ ଘୋଷଣା କରାଯାଇଛି। ଲକ୍ଷ୍ନୌ ସୁପର୍…
ଅର୍ଜୁନ ତେନ୍ଦୁଲକରଙ୍କୁ ଛାଡ଼ିପାରେ ମୁମ୍ବାଇ ଇଣ୍ଡିଆନ୍ସ! ଏହି ବଡ ଖେଳାଳିଙ୍କ ସହ ‘ଟ୍ରେଡ୍’ ଚର୍ଚ୍ଚା
ଭୁବନେଶ୍ୱର,୧୩।୧୧: ଆଇପିଏଲ୍ ୨୦୨୬ ପାଇଁ ଖେଳାଳି ରିଟେନ୍ସନ୍ର ଡେଡ୍ଲାଇନ୍ (ନଭେମ୍ବର ୧୫) ପାଖେଇ ଆସୁଥିବା ବେଳେ, ମୁମ୍ବାଇ ଇଣ୍ଡିଆନ୍ସ (MI) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ…
ଏହି ଦିନ ଖେଳାଯିବ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି ୨୦
ଭୁବନେଶ୍ୱର, ୧୩।୧୧(ସୁନିତ୍ ମିଶ୍ର):ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିବାରେ ଓଡ଼ିଶାର ସୁନାମ ରହିଛି। କଟକ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସୁବ୍ୟବସ୍ଥିତ ଭାବେ ଆୟୋଜିତ ହୋଇଯାଇଛି। ତେଣୁ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ…
ରୋହିତ-କୋହଲିଙ୍କୁ ଚେତାବନୀ ଦେଲା BCCI: ରଖିଲା ଏମିତି ସର୍ତ୍ତ
ନୂଆଦିଲ୍ଲୀ,୧୨।୧୨: ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାର ଅନେକ ଦିନ ବିତିଗଲାଣି, କିନ୍ତୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଏବେ ବି ରହିଛି। ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେବା ପରେ, ଉଭୟ ଭାରତୀୟ କ୍ରିକେଟ…
Archives


