ସବୁ ରାଗ ଭୁଲି କୋହଲିଙ୍କୁ ନେଇ ଏମିତି କହିଲେ ଗାଙ୍ଗୁଲି
ମୋହାଲି,୪।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଠାରୁ ମୋହାଲିରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ହେବ। ଏହା ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ହେବ। ବହୁ ପୂର୍ବତନ ଭେଟେରାନ ଖେଳାଳି କୋହଲିଙ୍କୁ...
ବିରାଟଙ୍କୁ ଖାସ୍ ଉପହାର ଦେଲେ ଦ୍ରାବିଡ
ମୋହାଲି,୪।୩:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯାଉଛି। ଏହା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ମ୍ୟାଚ। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଦ୍ୱାଦଶ ଭାରତୀୟ ଖେଳାଳି।...
ପ୍ରସିଦ୍ଧ କ୍ରିକେଟର୍ଙ୍କ ପରଲୋକ
ସିଡନୀ,୪।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଉଇକେଟ କିପର ରୋଡ ମାର୍ଶଙ୍କ ପରଲୋକ ଘଟିଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ନିକଟରେ ହୃଦଘାତ ଯୋଗୁ ସେ କୋମାରେ ଥିଲେ। ମାର୍ଶ ୩୫୫ ଉଇକେଟ୍ ନେଇଛନ୍ତି, ଯାହା ତାଙ୍କ ଅବସର ପର୍ଯ୍ୟନ୍ତ ଏକ...
ଟସ୍ ଜିତିଲା ଭାରତ
ମୋହାଲି,୪।୩: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଖେଳୁଥିବା ଏକାଦଶରେ ଶ୍ରେୟସ ଆୟର ଏବଂ ହନୁମା ବିହାରୀଙ୍କୁ ଅନ୍ତର୍ଭୁକ୍ତ...
‘ବଡ଼ ସଫଳତା ପାଇଁ କୋହଲିଙ୍କ ପାଖରେ ସମୟ ଅଛି’
ନୂଆଦିଲ୍ଲୀ,୩।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। କୋହଲିଙ୍କ ମାଇଲଷ୍ଟୋନ ମ୍ୟାଚ୍ ପୂର୍ବରୁ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ମେସେଜ ଦେଇଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। “ଭାରତୀୟ କ୍ରିକେଟରେ...
ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍
କଟକ,୩।୩: ଆଇପିଏଲ-୧୫ର ତୁରନ୍ତ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳାଯିବ। ସିରିଜ୍ର ଗୋଟିଏ ମ୍ୟାଚ୍ ଅନୁଷ୍ଠିତ ହେବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ। ତେବେ ସିରିଜ୍ କେଉଁ ମ୍ୟାଚ୍...
ଆଇପିଏଲ୍ ପରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍
ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ଶେଷ ହେବାର ତୁରନ୍ତ ପରେ ଦକ୍ଷିଣ ଆଫ୍ରିକା ସହ ଏକ ଦ୍ୱିପାକ୍ଷିକ ଟି୨୦ ସିରିଜ୍ ଖେଳିବ। ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜୁନରେ ଖେଳାଯିବ। ୧୦ ଦିନିଆ ସିରିଜ୍...
କ୍ରିକେଟ୍ ଇତିହାସରେ ସବୁଠୁ ଲମ୍ବା ମ୍ୟାଚ୍
୮୩ ବର୍ଷ ପୂର୍ବେ କ୍ରିକେଟ ଇତିହାସରେ ଖେଳାଯାଇଥିଲା ଦୀର୍ଘତମ କ୍ରିକେଟ ମ୍ୟାଚ। ମ୍ୟାଚର ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯାଇଥିଲା। ୧୧ ଦିନ ଧରି, ଦୁଇଟି ଦଳ ବିଜେତା ହେବା ପାଇଁ ସଂଘର୍ଷ କରିଥିଲେ। ଯେତେବେଳେ...
ଏ’ରୁ ବି’ ଗ୍ରେଡ୍କୁ ଖସିଲେ ରାହାନେ, ପୂଜାରା
ମୁମ୍ବାଇ,୨।୩: ଭେଟେରାନ ବ୍ୟାଟର ଚେତେଶ୍ୱର ପୂଜାରା ଓ ପୂର୍ବତନ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଗ୍ରେଡ୍ ସଦ୍ୟ ପ୍ରକାଶିତ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ତଳକୁ ଖସିଛି। ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ୪ଟି ଗ୍ରେଡ୍ ରହିଛି। ଏ’ ପ୍ଲସ ଗ୍ରେଡ୍ରେ ସାମିଲ...
ସର୍ବସମ୍ମୁଖରେ ସଚିନଙ୍କୁ ବୁଢ଼ା ବୋଲି କହୁଥିଲେ ଏହି ଖେଳାଳି, ଏଭଳି ଜବାବ ଦେଇଥିଲେ ସେହ୍ବାଗ
ନୂଆଦିଲ୍ଲୀ,୨।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ତାଙ୍କ କ୍ରିକେଟ କ୍ୟାରିୟରରେ କେବେ ବି ବିନା କାରଣରେ ବିରୋଧି ଖେଳାଳିଙ୍କ ସହ ମତାନ୍ତର କରୁ ନ ଥିଲେ। ହେଲେ ଅନେକ ଖେଳାଳି ତାଙ୍କ...
ରାଜପ୍ରସାଦଠାରୁ କମ୍ ନୁହେଁ ଏହି କ୍ରିକେଟରଙ୍କ ବଙ୍ଗଳା
ନୂଆଦିଲ୍ଲୀ,୨।୩: ଟିମ୍ ଇଣ୍ଡିଆର ତାରକା କ୍ରିକେଟର ରବିନ୍ଦ୍ର ଜାଡେଜା ଭାରତର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଜଣେ। ଗତ କିଛି ବର୍ଷ ମଧ୍ୟରେ ସେ ଭାରତୀୟ ଦଳ ଲାଗି ମ୍ୟାଚ୍ ବିଜେତା ଭାବେ ଉଭା ହୋଇଛନ୍ତି ବୋଲି କହିବା ଭୁଲ...
ଏଯାଏ ଦିନିକିଆ କି ଟି-୨୦ରେ ଛକାଟିଏ ମାରି ନାହାନ୍ତି ଏହି ୩ ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳରେ ଅନେକ ମହାନ ଖେଳାଳି ଅଛନ୍ତି ଯେଉଁମାନେ ଚୌକା-ଛକା ମାରିବାରେ ସିଦ୍ଧହସ୍ତ। ହେଲେ ଏହି ଦଳରେ ୩ ଜଣ ଏଭଳି ଖେଳାଳି ଅଛନ୍ତି, ଯେଉଁମାନେ ଆଜିଯାଏ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଗୋଟିଏ ବି ଛକା...
Archives


