ଖେଳ

ଶୁଭମନ ଗିଲ୍ ପ୍ରଥମ ଏସୀୟ ଅଧିନାୟକ ଭାବେ ଇଂଲଣ୍ଡରେ ହାସଲ କଲେ ଟେଷ୍ଟ ଦ୍ୱିଶତକ

ଏଜବାଷ୍ଟନ,୩।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମାନ ଗିଲ୍ ଇଂଲଣ୍ଡରେ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ ଏସୀୟ ଅଧିନାୟକ ଭାବେ SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ଟେଷ୍ଟ ଦ୍ୱିଶତକ ହାସଲ...

ଇଂଲଣ୍ଡରେ ଇତିହାସ ରଚିଲେ ଶୁବମନ ଗିଲ୍‌: କଲେ ବଡ଼ କାରନାମା

ବର୍ମିଂହାମ,୩।୭: ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ ବର୍ମିଂହାମ ଟେଷ୍ଟରେ ୧୫୦ ରନ କରି ଇତିହାସ ରଚିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତା’ ମାଟିରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ କରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଏହି...

ଭାରତ ଆସିବ ପାକିସ୍ତାନ ଟିମ୍‌: ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୩।୭: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରୀଡା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ, ପାକିସ୍ତାନ ଦଳକୁ ଏକ ବଡ଼ ଟୁର୍ନାମେଣ୍ଟ ପାଇଁ ଭାରତ...

ଭଉଣୀଙ୍କ ପାଇଁ ବଦଳି ଯାଇଥିଲା ଭାଗ୍ୟ, ନଚେତ ଟ୍ରକ୍‌ ଡ୍ରାଇଭର ହୋଇଥାନ୍ତେ କ୍ରିକେଟର; ଏବେ ଏତିକି ଟଙ୍କା ସମ୍ପତ୍ତିର… 

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂହ ଜୁଲାଇ ୩ ରେ ୪୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତ ପାଇଁ ଟେଷ୍ଟରେ ହ୍ୟାଟ୍ରିକ ନେଇଥିବା ଭଜ୍ଜୀ ୨୦୦୧ ରେ ଭାରତରେ ଅଷ୍ଟ୍ରେଲିଆର ବିଜୟ ଧାରା ବନ୍ଦ କରି...

ମାତ୍ର ୭ ରନ୍‌ରେ ଅଲଆଉଟ୍‌: ଟି-୨୦ କ୍ରିକେଟରେ ୫ ସବୁଠୁ ଲଜ୍ଜାଜନକ ସ୍କୋର

ନୂଆଦିଲ୍ଲୀ,୩।୭: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଗୋଟିଏ ଦଳ ମାତ୍ର ୭ ରନ୍‌ରେ ଅଲଆଉଟ୍‌ ହେବା ଏକ ଆଶ୍ଚର୍ଯ୍ୟଜନକ କଥା। ଅନ୍ତର୍ଜାତୀୟ ୨୦ରେ ସବୁଠାରୁ ଲଜ୍ଜାଜନକ ସ୍କୋରର ରେକର୍ଡ ଆଇଭରି କୋଷ୍ଟ ପାଖରେ ଅଛି। ୨୪ ନଭେମ୍ବର 2024 ରେ ଆବୁଜା...

RCBର ବଢ଼ିଲା ଅଡୁଆ! ବିସିସିଆଇ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଅନ୍ୟତମ ଫ୍ରାଞ୍ଚାଇଜ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପାଇଁ ଅଡ଼ୁଆ ବଢ଼ିଛି। ୨୦୨୫ ଜୁନ ୪ରେ ବେଙ୍ଗାଲୁରୁର ଏମ. ଚିନ୍ନାସୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିଜୟର ଉତ୍ସବ ସମୟରେ ହୋଇଥିବା ଦଳାଚକଟାରେ ୧୧...

ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଇଂଲଣ୍ଡ

ବର୍ମିଂହାମ,୨।୭: ବୁଧବାର ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ମିଂହାମରେ ହେବାକୁ ଥିବା ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଭାରତୀୟ ଦଳ ଜସପ୍ରିତ ବୁମରାହଙ୍କୁ...

ହୋଟେଲ୍‌ ଭିତରେ ବନ୍ଦ ଟିମ୍‌ଇଣ୍ଡିଆ: ମିଳିଲା ସନ୍ଦେହଜନକ ପ୍ୟାକେଜ୍‌

ବର୍ମିଂହାମ,୨।୭: ବର୍ମିଂହାମ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ବର୍ମିଂହାମ ସହରରେ ଏକ ସନ୍ଦେହଜନକ ପ୍ୟାକେଜ୍‌ ମିଳିଥିଲା। ଏହା ଖେଳାଳିମାନଙ୍କ ସହିତ ପ୍ରଶଂସକଙ୍କ ଉତ୍ତେଜନାକୁ ବୃଦ୍ଧି କରିଥିଲା। ଖେଳାଳିମାନଙ୍କୁ ବର୍ମିଂହାମରେ ଭାରତୀୟ କ୍ରିକେଟ...

ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲା: ଅପରେଶନ୍ ସିନ୍ଦୁର ପରେ ପ୍ରଥମଥର କ୍ରିକେଟ ଗ୍ରାଉଣ୍ଡରେ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ/ବାର୍ମିଂହାମ: ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ଐତିହାସିକ ମୁକାବିଲା ଇଂଲଣ୍ଡର ଏଡଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଜୁଲାଇ ୨୦, ୨୦୨୫ରେ ଅନୁଷ୍ଠିତ ହେବ। ବିଶ୍ୱ ଚାମ୍ପିଅନସିପ୍...

ସଞ୍ଜୁ ସାମସନ ହେବେ CSK ଅଧିନାୟକ? ଡିଲ୍‌ ପାଇଁ ପ୍ରସ୍ତୁତ…

ନୂଆଦିଲ୍ଲୀ,୧।୭: ଚର୍ଚ୍ଚାରେ ଭାରତୀୟ ଦଳର ଉଇକେଟକିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଅନ୍ତର୍ଜାତୀୟ କ୍ରିକେଟ ସହିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମଧ୍ୟ ନିଜର ଛାପ ଛାଡ଼ିଥିବା ଏହି କ୍ରିକେଟରଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ IPL ୨୦୨୬ ରେ ଏକ...

ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ, ପୋଲିସ ଈଶ୍ୱର ନୁହେଁ: ଟ୍ରିବ୍ୟୁନାଲ

ବେଙ୍ଗାଲୁରୁ,୧।୭: ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ସିଏଟି) ପକ୍ଷରୁ କୁହାଯାଇଛି ଯେ, ଜୁନ ୪ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଷ୍ଟାମ୍ପେଡ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦାୟୀ, ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଟ୍ରିବ୍ୟୁନାଲ...

ବଡ଼ ଘୋଷଣା: ଦୁବାଇରେ ହେବ ଓ୍ବାଲର୍‌ଡ ସୁପର କବାଡ଼ି ଲିଗ୍‌

ନୂଆଦିଲ୍ଲୀ, ୩୦ା୬: ଓ୍ବାଲର୍‌ଡ ସୁପର କବାଡ଼ି ଲିଗ୍‌ (ଡବ୍‌ଲ୍ୟୁଏସ୍‌କେଏଲ୍‌)ର ଉଦ୍‌ଘାଟନୀ ସଂସ୍କରଣ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ଦୁବାଇରେ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଇଣ୍ଟରନ୍ୟାଶନାଲ କବାଡ଼ି ଫେଡେରେଶନ (ଆଇକେଏଫ୍‌) ସହଯୋଗରେ ଏହା ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସିଜନରେ ଫ୍ରାଞ୍ଚାଇଜ୍‌ଭିତ୍ତିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri