ଖେଳ

ଅହମ୍ମଦାବାଦ ଫ୍ରାଞ୍ଚାଇଜର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ,୨୧।୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନୂଆ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଦଳର ନେତୃତ୍ୱ ସମ୍ଭାଳିବେ। ଏ ନେଇ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା…

5 years ago

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଗାଙ୍ଗୁଲି

ନୂଆଦିଲ୍ଳୀ,୨୧।୧: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଖବରଦାତା ସମ୍ମିଳନୀରେ ଦିନିକିଆ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିସିସିଆଇ ଅଧିକାରୀଙ୍କ…

5 years ago

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ ୪୦ରୁ…

5 years ago

ପୁଣି ଥରେ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ,୨୧।୧: ଆସନ୍ତା ବର୍ଷ ୨୦୨୨ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି। ମେନ ଇନ୍‌ ବ୍ଲ୍ୟୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ…

5 years ago

ପ୍ରଥମ ଅର୍ଦ୍ଧଶତକ ସହ ମାଇଲଷ୍ଟୋନ ହାତେଇଲେ ଶାର୍ଦ୍ଦୁଳ

ପାର୍ଲ,୨୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବଲ ସହ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଆସି…

5 years ago

ଟିମ୍‌ ଇଣ୍ଡିଆ ହାତରୁ ଗଲା ନଂ ୧ ମାନ୍ୟତା

ଦୁବାଇ,୨୦।୧: ଭାରତକୁ ପଛରେ ପକାଇ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ନଂ ୧ ମାନ୍ୟତା ହାସଲ କରିଛି ଅଷ୍ଟ୍ରେଲିଆ। ଆଶେସ ସିରିଜ୍‌ରେ ଇଂଲଣ୍ଡକୁ ୪-୦ ରେ ହରାଇବା ପରେ ଅଷ୍ଟ୍ରେଲିଆ…

5 years ago

ବର୍ଷର ଶ୍ରେଷ୍ଠ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ

ଦୁବାଇ,୨୦।୧: ୨୦୨୧ ବର୍ଷ ଲାଗି ଘୋଷିତ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଓପନର ରୋହିତ ଶର୍ମା, ଉଇକେଟକିପର ରିଷଭ…

5 years ago

ଟି୨୦ ଭଳି ଆଇସିସି ଦିନିକିଆ ଦଳରେ ମଧ୍ୟ ଭାରତୀୟଙ୍କ ପାଇଁ ସ୍ଥାନ ନାହିଁ

ଦୁବାଇ,୨୦।୧: ଆଇସିସି ପୁରୁଷ ଟି୨୦ ଭଳି ବର୍ଷର ଦିନିକିଆ ଦଳରେ ମଧ୍ୟ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। କେବଳ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ ସ୍ଥାନ…

5 years ago

ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ପୁଣି ଯୁକ୍ତିତର୍କ କରି ଚର୍ଚ୍ଚାରେ କୋହଲି; ଭିଡିଓରେ ଦେଖନ୍ତୁ ପୁରା ଘଟଣା

ପର୍ଲ,୨୦।୧: ବିରାଟ କୋହଲି ଆଉ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନାହାନ୍ତ ସତ କିନ୍ତୁ ପଡ଼ିଆରେ ତାଙ୍କ ଆକ୍ରୋଶ ଅକ୍ଷୁର୍ଣ୍ଣ ରହିଛି। ନିକଟରେ ଷ୍ଟମ୍ପ ମାଇକ୍‌ରେ…

5 years ago

ମାକ୍ସଓ୍ବେଲ ୧୪୭ରନ୍‌ର ରେକର୍ଡ ଭାଙ୍ଗିବା ପରେ ଏଭଳି କହିଲେ ଷ୍ଟୋଇନିସ୍‌, ଭିଡିଓ ଦେଖିଲେ…

ମେଲବୋର୍ନ,୨୦।୧: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ବିସ୍ଫୋରକ ବ୍ୟାଟିଂ ବ୍ୟତୀତ କ୍ରିକେଟ ପଡ଼ିଆରେ ନିଜର ଚତୁର ଆଚରଣ ପାଇଁ ଜଣାଶୁଣା। ଚଳିତ ବିଗ୍‌ ବାଶ ଲିଗ୍‌(ବିବିଏଲ୍‌)ରେ ଷ୍ଟୋଇନିସ…

5 years ago