ଖେଳ

ଶାସ୍ତ୍ରୀଙ୍କ ଅଜବ ଡିମାଣ୍ଡ୍‌

ମୁମ୍ବାଇ,୧।୬: ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଟି-୨୦ ସିରିଜ୍‌କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଟି -୨୦ ଫର୍ମାଟ ଦ୍ୱିପାକ୍ଷିକ ସିରିଜ…

4 years ago

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା

କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର…

4 years ago

ଏସିଆ କପ୍‌ରେ ବ୍ରୋଞ୍ଜ ଜିତିଲା ଭାରତ

ଜାକର୍ତ୍ତା,୧।୬: ଇଣ୍ଡୋନେସିଆରେ ଚାଲିଥିବା ଏସିଆ କପ୍‌ ହକିରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ବୁଧବାର ଜାକର୍ତ୍ତାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଜାପାନକୁ ୧-୦ ଗୋଲ୍‌ରେ…

4 years ago

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ

ଲଣ୍ଡନ,୧।୬: ଇଂଲଣ୍ଡର ପୂର୍ବତନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଜିମ ପାର୍କଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପାର୍କ ଇଂଲଣ୍ଡର ସର୍ବ ପୁରାତନ ଟେଷ୍ଟ…

4 years ago

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି

କଟକ ଅଫିସ,୧।୬: ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ବାରବାଟୀ ଟି-୨୦ ପାଇଁ ବୁଧବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ। ପେଟିଏମ୍‌କୁ…

4 years ago

ସମାଲୋଚିତ ହେବା ପରେ ନେତୃତ୍ୱ ଛାଡ଼ିଲେ

ଢାକା,୩୧।୫: ବାଂଲାଦେଶ ଟେଷ୍ଟ ଅଧିନାୟକ ମୋମିନୁଲ ହକ୍‌ ମଙ୍ଗଳବାର ନିଜ ପଦରୁ ଓହରି ଯାଇଛନ୍ତି। ଚଳିତ ବର୍ଷ ନିଜର ଖରାପ ପ୍ରଦର୍ଶନ କାରଣରୁ ସେ ବ୍ୟାଟିଂ ଉପରେ…

4 years ago

ଫାଇନାଲରେ ପହଞ୍ଚି ପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା,୩୧।୫: ଏସିଆ କପ ୨୦୨୨ର ଫାଇନାଲରେ ପହଞ୍ଚି ପାରିନାହିଁ ଭାରତୀୟ ହକି ଟିମ୍‌। ମଙ୍ଗଳବାର ଖେଳାଯାଇଥିqବା ସୁପର ୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ…

4 years ago

ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଚାଣକ୍ୟ ‘ନେହେରା ଜି’

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍‌ ଆଶିଷ ନେହେରା। ପ୍ରଥମ କରି ଆଇପିଏଲ୍‌ ଖେଳୁଥିବା ଏକ ଟିମ୍‌ର…

4 years ago

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତ, କୋହଲିଙ୍କ ସ୍ଥାନ ନାହିଁ

ମୁମ୍ବାଇ,୩୧।୫: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ ଏକାଦଶ…

4 years ago

ଗୁଜରାଟ ଚାମ୍ପିଅନ୍‌ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ

ଅହମ୍ମଦାବାଦ୍‌,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମେତ…

4 years ago