ଖେଳ

ଭାରତକୁ ବିଶାଳ ଲକ୍ଷ୍ୟ ଦେଲା ପାକିସ୍ତାନ

କଲମ୍ବୋ,୨୩ା୭: ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ଭାରତ ‘ଏ’କୁ ବିଶାଳ ଲକ୍ଷ୍ୟ ଦେଇଛି ପାକିସ୍ତାନ ‘ଏ’। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ…

3 years ago

ସାତ୍ତ୍ୱିକ-ଚିରାଗ ଯୋଡ଼ି ରଚିଲେ ଇତିହାସ

ୟେସୁ(କୋରିଆ), ୨୩ା୭: ଭାରତର ଷ୍ଟାର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି କୋରିଆ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ଫାଇନାଲରେ ଫାଇନାଲରେ…

3 years ago

ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଲା ଭାରତ ‘ଏ’

କଲମ୍ବୋ,୨୩ା୭। ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଛି ଭାରତ ‘ଏ’। ଭାରତୟ ଅଧିନାୟକ ୟଶ୍‌ ଧୂଲ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ…

3 years ago

ଧୋନୀଙ୍କ ପରେ ଋତୁରାଜ ହେବେ ସିଏସକେ ଅଧିନାୟକ, ରାଇଡୁ ଦେଲେ ସୂଚନା…

ନୂଆଦିଲ୍ଲୀ,୨୩।୭ : ଆଇପିଏଲ ୨୦୨୩ ଟ୍ରଫି ଜିତିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଘୋଷଣା କରିଛନ୍ତି ସେ ଆଗାମୀ ସିଜନରେ ମଧ୍ୟ…

3 years ago

ଅଲିମ୍ପିକ ପଦକ ବିଜେତା ରବି ଦାହିଆଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୩।୭: କୁସ୍ତିରେ ଏକ ବଡ଼ ଓଲଟପାଲଟ ଦେଖାଯାଇଛି। ଷ୍ଟାର ରେସଲର ରବି ଦାହିଆ ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବାଦ ବଡିଛନ୍ତି। ମହାରାଷ୍ଟ୍ରର ଆତିଶ ତୋଡକର ୫୭ କିଲୋଗ୍ରାମ…

3 years ago

ଟିମ ଇଣ୍ଡିଆ ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ୱରେ ଏସୀୟ ଖେଳ ଖେଳିବାକୁ ଯିବ!, ଏଆଇଏଫଏଫର ନୂଆ ଯୋଜନା …

ନୂଆଦିଲ୍ଲୀ,୨୩।୭ : ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ନିଜର ବରିଷ୍ଠ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଏସୀୟ ଖେଳ ଖେଳିବାକୁ ପଠାଇବାର ସମ୍ଭାବନା ଅଛି।…

3 years ago

ଅମ୍ପାୟରଙ୍କ ଉପରେ ରାଗିଗଲେ ହରମନପ୍ରୀତ, କଲେ ଏମିତି କାମ

ଢାକା,୨୩।୭: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ ଟାଇ ହୋଇଛି। ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟାରଙ୍କ ଉପରେ…

3 years ago

ଆଜି ଭାରତ-ପାକିସ୍ତାନ ଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

କଲମ୍ବୋ,୨୩।୭: ଶ୍ରୀଲଙ୍କାରେ ଚାଲିଥିବା ପୁରୁଷ ଏମର୍ଜିଂ ଏସିଆ କପ ଫାଇନାଲରେ ଇଣ୍ଡିଆ ଏ ଏବଂ ପାକିସ୍ତାନ ଏ ମଧ୍ୟରେ ମୁକାବିଲା ହେବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ…

3 years ago

ଭାରତ-ବାଂଲାଦେଶ ମହିଳା ଏକଦିବସୀୟ ସିରିଜର ଶେଷ ମ୍ୟାଚ ଟାଇ…

ଢାକା,୨୨।୭ : ଭାରତ ଏବଂ ବାଂଲାଦେଶ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଢାକାରେ ଖେଳା ଯାଇଥିବା ଶେଷ ମ୍ୟାଚ…

3 years ago

କିଙ୍ଗ୍‌ କୋହଲିଙ୍କୁ ଭେଟି ଭାବବିହ୍ବଳ ହେଲେ ୱିଣ୍ଡିଜ ଖେଳାଳିଙ୍କ ମା’

ଡୋମିନିକା,୨୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ପୋର୍ଟ ଅଫ ସ୍ପେନ୍‌ରେ ଖେଳାଯାଉଛ। ଏହି ଟେଷ୍ଟର ଦ୍ୱିତୀୟ ଦିନର…

3 years ago