ରଥ ଯାତ୍ରା

ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୨।୭: ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶୁକ୍ରବାର ତିନି ରଥ ଶରଧାବାଲିରେ ପହଞ୍ଚିଛି। ଶନିବାର ମହାପ୍ରଭୁଙ୍କ ନୀତିକାନ୍ତି ପରେ ପହଣ୍ଡିରେ ଜନ୍ମବେଦୀକୁ ଯିବେ। ୮ ଲକ୍ଷରୁ ଅଧିକ ଭକ୍ତ ରଥାରୂଢ ଶ୍ରୀବିଗ୍ରହଙ୍କ ଦର୍ଶନ କରି କୃତାର୍ଥ…

ରଥଯାତ୍ରା: ୯୬ ଅଚେତ, ନଡ଼ିଆ ମାଡ଼ରେ ମହିଳା ପୋଲିସ ରକ୍ତାକ୍ତ

ପୁରୀ ଅଫିସ,୧।୭: ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ସଭିଙ୍କ ମନରେ ୩ ଠକୁରଙ୍କୁ ଟିକିଏ ଦେଖିବାକୁ ଓ ରଥ ଦଉଡ଼ି ଭିଡିବାକୁ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା। ଏହି ପ୍ରବଳ ଗହଳି ଭିତରେ ଗୁଳୁଗୁଳି ସହି ନ ପାରି ବହୁ ଶ୍ରଦ୍ଧାଳୁ ଅଂଶୁଘାତର…

ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଉଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ରଥଯାତ୍ରା ଦେଖିବା…

ମହାପ୍ରଭୁ ଓ ଶ୍ରୀଗୁଣ୍ଡିଚା ମନ୍ଦିର

ପବିତ୍ର ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ, ଚକ୍ରରାଜ ଶ୍ରୀସୁଦର୍ଶନ ଏବଂ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ କର୍ମବେଦୀ ଶ୍ରୀମନ୍ଦିରରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଦାରୁ…

ଦୁଇ ରଥ ପାଇଁ ଦୁଇ ଗୁଣ୍ଡିଚା ମନ୍ଦିର

ରାୟଗଡ଼ା ଜିଲା ଗୁଣପୁରର ରଥଯାତ୍ରା ସ୍ବତନ୍ତ୍ର। ଏଠାରେ ଦୁଇ ରଥରେ ଛଅ ଠାକୁର ପୂଜା ପାଇଥାନ୍ତି। ଏହି ଯାତ୍ରା ତଲାରି ଯାତ୍ରା ରୂପେ ମଧ୍ୟ ପରିଚିତ। ମହିଳା ରଥ ଟାଣିବା ପରମ୍ପରା ଗୁଣପୁର ଯାତ୍ରାର ଅନ୍ୟତମ ସ୍ବତନ୍ତ୍ରତା। ଏପରିକି ଗୁଣପୁର ରଥଯାତ୍ରା…

ଛେରାପହଁରା କରନ୍ତି ଗାଁର ଗୌନ୍ତିଆ

ଶ୍ରୀମନ୍ଦିର ଉପରେ ଅଠର ଥର ଆକ୍ରମଣ ହୋଇଥିବା ଇତିହାସରୁ ଜଣାଯାଏ। ସେଥିମଧ୍ୟରୁ ରକ୍ତବାହୁଙ୍କ ଆକ୍ରମଣ ଥିଲା ପ୍ରଥମ। ରକ୍ତବାହୁଙ୍କ ଶ୍ରୀକ୍ଷେତ୍ର ଆକ୍ରମଣ ସମୟରେ ମହାପ୍ରଭୁ ଜଳଯାତ୍ରାରେ ଯାଇ ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ଛଳିଆ ପାହାଡ଼ ଗୁମ୍ଫାରେ ପାତାଳି ହୋଇଥିଲେ। ମହାପ୍ରଭୁ ଏହିଠାରେ…

ବ୍ରହ୍ମ ତାଳଧ୍ୱଜ

ଶ୍ରୀକ୍ଷେତ୍ର ତୁଲ୍ୟ ତୁଳସୀ କ୍ଷେତ୍ରରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ତନ୍ମଧ୍ୟରୁ ରଥଯାତ୍ରା ମୁଖ୍ୟ। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥର ନାମ ବ୍ରହ୍ମ ତାଳଧ୍ୱଜ। ଏହି ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜିତ ହୋଇଥାନ୍ତି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତିରେ…

ଶିଆଳି ଲଟାର ଦଉଡ଼ି

କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପରମ୍ପରା ବହୁ ପୁରୁଣା। କୁହାଯାଏ, ତତ୍କାଳୀନ ରାଜରାଜୁଡ଼ା ଶାସନ ସମୟ ୧୬୭୧ ମସିହାରେ ପ୍ରତିଷ୍ଠିତ ଶ୍ରୀଜୀଉଙ୍କ ରଥଯାତ୍ରା ଏବେ ମଧ୍ୟ ପାଳନ ହୋଇଆସୁଛି। ଏଠାକାର ଆରାଧ୍ୟ ଦେବତା ଭଗବାନ ବଳଭଦ୍ର ରହିଥିଲେ ହେଁ ରଥର ନାମ ନନ୍ଦିଘୋଷ…

ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ର ରୂପେ ପରିଚିତ କୋରାପୁଟ ରଥଯାତ୍ରାର ରହିଛି ବିଶେଷ ସ୍ବତନ୍ତ୍ରତା। ରଥଯାତ୍ରାରେ ବିଭିନ୍ନ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ। ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ପ୍ରଦାନ କରାଯାଇଥାଏ। ସେ ରଥରେ ଛେରାପହଁରା କରନ୍ତି। ରଥଯାତ୍ରାରେ ଯୋଗଦେବା…

ଆରମ୍ଭ ହେଲା ‘ଛେରାପହଁରା’

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ ପରେ ତିନି ରଥରେ ବିରାଜମାନ କରିଛନ୍ତି। ଅନ୍ୟପଟେ, ଆରମ୍ଭ ହୋଇଛି ରଥଯାତ୍ରାର ଆକର୍ଷଣୀୟ ପରମ୍ପରା…

ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି । ତେବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଶେଷ ହୋଇଛି। ପହଣ୍ଡି ବିଜେ ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।…

ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ରଥଯାତ୍ରା। ଦୀର୍ଘ ଦୁଇବର୍ଷ ପରେ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri