ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୩ ତାରିଖ – Daily Horoscope
ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥତିର ସାମନା କରିବାକୁ ପଡିପାରେ। ବନ୍ଧୁ ଓ ପରିବାର କ୍ଷେତ୍ରରେ ମଧ୍ୟ ପ୍ରତିକୂଳତାର ଝଲକ ଦେଖିବାକୁ ମିଳିବ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ସାମାନ୍ୟ ଚେଷ୍ଟାକଲେ ପାଇପାରିବେ। ଆକସ୍ମିକ ଭାବରେ ଯାତ୍ରା କାଳରେ ରାସ୍ତାରେ…
ରାଶିଫଳ: ସୋମବାର, ଅଗଷ୍ଟ ୧୨ ତାରିଖ – Daily Horoscope
ମେଷ ଆଜି କୃତ୍ତିକା ନକ୍ଷତ୍ର ମେଷରାଶି ବ୍ୟକ୍ତିଙ୍କୁ ଆଶା କରୁଥିବା ଦିଗରୁ ସାହାଯ୍ୟ ମିଳିବ। ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଯୋଗୁ ମନ ଖୁସି ରହିବ। ଯାତ୍ରା, ବାଣିଜ୍ୟ,…
ରାଶିଫଳ: ରବିବାର, ଅଗଷ୍ଟ ୧୧ ତାରିଖ – Daily Horoscope
ମେଷ ଆପଣଙ୍କ ରାଶିର ନବମ ସ୍ଥାନରେ ଚନ୍ଦ୍ର ପାପଗ୍ରହ ଯୁକ୍ତ ହେତୁ ପାରିବାରିକ ଝଗଡ଼ା, ଯାନବାହନରେ ତ୍ରୁଟି ପରିଲକ୍ଷିତ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ନିଜର ସ୍ବାର୍ଥହାନି ଆଶଙ୍କାରେ…
ରାଶିଫଳ: ଶନିବାର, ଅଗଷ୍ଟ ୧୦ ତାରିଖ – Daily Horoscope
ମେଷ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭକରିବା ସକାଶେ ମନ ବଳାଇବେ । ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।…
ରାଶିଫଳ: ଶୁକ୍ରବାର, ଅଗଷ୍ଟ ୦୯ ତାରିଖ – Daily Horoscope
ମେଷ ଆଜି ଶୁଭଗ୍ରହ ଯୁଚ୍ଛ ଚନ୍ଦ୍ର ଯୋଗୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ। ଅବଶ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ବିଶେଷ ଭ୍ରମଣ ଜନିତ ଶାରିରୀକ କ୍ଳାନ୍ତି ଓ ଅବସାଦ…
ରାଶିଫଳ: ଗୁରୁବାର, ଅଗଷ୍ଟ ୦୮ ତାରିଖ – Daily Horoscope
ମେଷ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ପାରିବାରିକ ସ୍ତରରେ ଟେନ୍ସନ କମିଯିବା ସକାଶେ ଚେଷ୍ଟା କରିବେ । ଭ୍ରମଣ ସୁଯୋଗ ଜୁଟିବା ସହ ନୂତନ ବନ୍ଧୁତା ସୃଷ୍ଟି ହେବ। ଯାତ୍ରାରେ…
ରାଶିଫଳ: ବୁଧବାର, ଅଗଷ୍ଟ ୦୭ ତାରିଖ – Daily Horoscope
ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭ ପାଇଁ ପ୍ରୀତିପ୍ରଦ ରହିବ। ବକ୍ରୀ କର୍ମାଧିପତି ପାପଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପଛକଥା ନ ଭାବି ପରିସ୍ଥିତିକୁ…
ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୦୬ ତାରିଖ – Daily Horoscope
ମେଷ ଆଜିର ଚନ୍ଦ୍ର ବଳହୀନ ମଙ୍ଗଳ ନକ୍ଷତ୍ରସ୍ଥ ଯୋଗୁ କେତେକ ସାମାନ୍ୟ ଭୁଲ୍ରୁ କାମଗୁଡିକ ବିଶୃଙ୍ଖଳିତ ହେବା ସହ କର୍ମ କ୍ଷେତ୍ରରେ ଝଗଡା ଲାଗିପାରେ। ଫେରନ୍ତା ପାରିବାରିକ ଅସହଯୋଗରୁ କାର୍ଯ୍ୟ ହାସଲ ନ ହେବା ହେତୁ ଚିନ୍ତିତ ରହିବେ। ପାରିପାର୍ଶ୍ୱିକ ସମସ୍ୟାକୁ…
ରାଶିଫଳ: ସୋମବାର, ଅଗଷ୍ଟ ୦୫ ତାରିଖ – Daily Horoscope
ମେଷ ଆଜିର ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ଆବଶ୍ୟକତା ଅନୁଭବ…
ରାଶିଫଳ: ରବିବାର, ଅଗଷ୍ଟ ୦୪ ତାରିଖ – Daily Horoscope
ମେଷ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଲାଭ। ଉନ୍ନତ ଚିନ୍ତା,ନିରଳସ ଉଦ୍ୟମ,ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରଶଂସିତ ହେବେ। ଶିକ୍ଷାକ୍ଷେତ୍ରରେ ସୁନାମ,ପିଲାଙ୍କ ସଫଳତା,ପ୍ରେମ ସମ୍ପର୍କ,ଉନ୍ନତମାନର ଆଲୋଚନା,ପାରିବାରିକ ସଦ୍ଭାବ , ଶିଳ୍ପ, ବ୍ୟବସାୟ,ପରିବହନ ଓ ରାଜନୀତିରେ…
ରାଶିଫଳ: ଶନିବାର, ଅଗଷ୍ଟ ୦୩ ତାରିଖ – Daily Horoscope
ମେଷ ଆକସ୍ମିକ ସ୍ବାସ୍ଥ୍ୟହାନିଜନିତ, ଶତ୍ରୁତା କାରଣରୁ କିମ୍ବା ଭାଇ, ପଡ଼ୋଶୀମାନଙ୍କ ସହ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହେବ । ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ବାର୍ଥହାନି ହେତୁ କୁତ୍ସାରଟନା କରିବା ପରିଲକ୍ଷିତ ହୋଇପାରେ। ଯେତେ ଭଲ କାମ…
ରାଶିଫଳ: ଶୁକ୍ରବାର, ଅଗଷ୍ଟ ୦୨ ତାରିଖ – Daily Horoscope
ମେଷ ବନ୍ଧୁବର୍ଗଙ୍କ ସହାନୁଭୂତି ଓ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ଆପଣଙ୍କ କର୍ମପ୍ରବାହରେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ପାଇଁ ନିଜର ତ୍ୟାଗପୂତ ମନୋଭାବକୁ ପରୋକ୍ଷ ପ୍ରଶଂସା ମିଳିବ। କିନ୍ତୁ ଅଫିସରେ ଜଣେ…
Archives


