ରାଜନୀତି

ପ୍ରଶାନ୍ତ କିଶୋରଙ୍କୁ ଭାଜପା ପ୍ରବକ୍ତା କହିଲା କଂଗ୍ରେସ, ମିଳିଲା କଡ଼ା ଜବାବ

ନୂଆଦିଲ୍ଲୀ, ୨୪ା୫: ନିର୍ବାଚନୀ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି ବୋଲି ଏକ ସ୍କ୍ରିନସଟରେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଏହି ଦାବିକୁ ତଥାକଥିତ ଭାଜପାର ନକଲ…

୨୫ରେ ଓଡ଼ିଶା ଆସିବେ ସ୍ମୃତି ଇରାନୀ: ଏହି ସ୍ଥାନରେ କରିବେ ପ୍ରଚାର

କୁଜଙ୍ଗ,୨୪ା୫(ମନୋଜ ପ୍ରଧାନ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭାଜପା ତା’ର ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଭିନ୍ନ ଦଳରୁ ଭିନ୍ନ ଦଳରୁ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। ଏହି ନୂତନ ସଦସ୍ୟ ଏବେ ଉତ୍ସାହିତ ଥିବା ବେଳେ ଦଳରେ ଯୋଶ ଭରିବାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି…

ନବୀନ ବାବୁ ବିରୋଧୀଙ୍କୁ କେବେ କହିବେନି ଚୋର-ଚଣ୍ଡାଳ : ସମୀର ମହାନ୍ତି

ଭୁବନେଶ୍ୱର,୨୪।୫(ଶର୍ମିଷ୍ଠା ପାଣିଗ୍ରାହୀ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖାଯାଇଛି। ବିଗତ କିଛି ଦିନ ହେଲା ବିଜେଡି ଦ୍ୱାରା ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଉଥିବା ଭିଡିଓଗୁଡ଼ିକୁ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି, ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଭଳି ଭାବେ ଲୋକଙ୍କ ପାଖରେ ଉପସ୍ଥାପିତ…

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି

ଭୁବନେଶ୍ୱର,୨୪ା୫(ଅନିଲ ଦାସ):ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି। ବାହାରୁ ବଡ଼ ବଡ଼ ନେତାମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକଙ୍କୁ ଆପଣ ମୁହଁତୋଡ଼ ଜବାବ ଦିଅନ୍ତୁ…

ସମିତିସଭ୍ୟଙ୍କୁ ଆକ୍ରମଣ: ୩ ଆହତ

ପିପିଲି,୨୪।୩: ପୁରୀ ଜିଲା ପିପିଲିରେ ରାଜନୈତିକ ହିଂସା ଦେଖାଯାଇଛି। ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ସମିତିସଭ୍ୟଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମତେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।…

ସ୍ବାମୀ ପ୍ରାର୍ଥୀ, ପ୍ରଚାର କରୁଛନ୍ତି ସ୍ତ୍ରୀ

ଭଦ୍ରକ,୨୪ା୫(ସନାତନ ରାଉତ):ପୂର୍ବ ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ବାପ, ପୁଅ ପ୍ରଚାର କରୁଥିବା ବେଳେ ଚଳିତ ନିର୍ବାଚନରେ ଭଦ୍ରକ ଜିଲାରେ ପ୍ରାର୍ଥୀମାନଙ୍କ ପାଇଁ ସେମାନଙ୍କ ସ୍ତ୍ରୀ ପ୍ରଚାର କରୁଥିବାର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଅଧିକାଂଶ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ସେମାନଙ୍କ…

ରବୀନ୍ଦ୍ରଙ୍କ ଘରେ ରଘୁନାଥ:ବିଜେଡିକୁ ପୁଣି ଫେରିବା ନେଇ ଚର୍ଚ୍ଚା

ଲଙ୍ଗଳେଶ୍ୱର, ୨୪।୫(କମଳାକାନ୍ତ ଦାସ):ବାଲେଶ୍ୱର ଜିଲା ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ୱରସ୍ଥିତ ବାସଭବନରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ସହଧର୍ମିଣୀ ପ୍ରୀତିଲତା ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବତନ ଏମ୍‌ପି ରବୀନ୍ଦ୍ର…

ଖାଇବେ ଭାରତର, ଗାଇବେ ପାକିସ୍ତାନର

ଖୋର୍ଦ୍ଧା/ବାଣପୁର,୨୪ା୫(ପ୍ରଭାତ ପାଣିଗ୍ରାହୀ/ଦିଲୀପ ସ୍ବାଇଁ):ବାଣପୁରସ୍ଥିତ ଐତିହାସିକ ପଲଟଣ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଯୋଗୀ ଆଦିତ୍ୟନାଥ ଯୋଗଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ…

ଭୋଟ ଦେବେନି ପିହୁଙ୍କ ମା’ ମୋନାଲିସା

ବିଞ୍ଝାରପୁର,୨୪ା୫(ରାମକୃଷ୍ଣ ଦାସ):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ପୂର୍ଣ୍ଣଛେଦ ପଡ଼ୁନାହିଁ। ନ୍ୟାୟ ପାଇଁ ସଂଘର୍ଷ କରୁଥିବା ପିହୁଙ୍କ ମା’ ମୋନାଲିସା ନାୟକ ଚଳିତ ଥର ସାଧାରଣ ନିର୍ବାଚନରେ ଭୋଟ…

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ ପ୍ରସଙ୍ଗରେ ଜବାବ ଦେବା ସହ ନିର୍ବାଚନୀ ସଭାମଞ୍ଚରେ ଖୋଲା ଆହ୍ବନ ଦେଇଛନ୍ତି। ଲେଖାଶ୍ରୀଙ୍କୁ ତାଙ୍କ…

ଭାଜପାରେ ମିଶୁ ମିଶୁ ଅପରାଜିତାଙ୍କ ପାଇଁ ପ୍ରଚାର କଲେ ଜିତୁ, କହିଦେଲେ ଏମିତି କଥା…

ଭୁବନେଶ୍ୱର,୨୩।୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଭାଜପାରେ ମିଶିବା ପରେ ସେ କହିଛନ୍ତି, ଭାଜପା ବିପୁଳ ଜନସମର୍ଥନ ପାଉଛି। ଆଉ ଓଡ଼ିଶା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ସେହି ପରିବର୍ତ୍ତନ ନାରାରେ ମୁଁ ସାମିଲ ହୋଇଛି।…

ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାର ପାଇବେ…

ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ରାଜ୍ୟରେ ବିଜେଡି ଆଉଥରେ ସରକାରକୁ ଆସେ ତେବେ ରାଜ୍ୟର ୯୦ ପ୍ରତିଶତ ପରିବାର ଜୁଲାଇରୁ ମାଗଣା ବିଜୁଳି ପାଇବେ। ଗ୍ରାମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?