ଆଗକୁ୍ କ’ଣ କରିବେ ପାଣ୍ଡିଆନ୍ ? ଖୋଲାଖୋଲି କହିଦେଲେ ନିଜ ମନର କଥା
ଭୁବନେଶ୍ୱର,୯।୬: ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି କାତ୍ତିକ। ରାଜନୀତି ଛାଡି ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କହିଥିବା କଥା ଶେଷରେ…
କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍: ନିଜେ କଲେ ଖୁଲାସା
ଭୁବନେଶ୍ୱର,୯।୬: ଗତ ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିବା କାତ୍ତିକ ପାଣ୍ଡିଆନ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡୁଥିବା କଥା କହିଛନ୍ତି। ପରେ ଏକ ସାକ୍ଷାତକାରରେ ସେ ରାଜନୀତି ଛାଡିବାର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ…
ଶପଥ ନେବା ପୂର୍ବରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ…
ନୂଆଦିଲ୍ଲୀ, ୯ା୬: NEET ଫଳାଫଳକୁ ନେଇ ବିବାଦ ବନ୍ଦ ହେଉନାହିଁ । ଛାତ୍ରୀଛାତ୍ରମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇ ଥିବା ବେଳେ ରେଜଲ୍ଟରେ ଘୋଟାଲା ହୋଇଥିବା ଅଭିଯୋଗ କରୁଛନ୍ତି । ଏଥି ସହିତ ରାଜନୈତିକ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଉପରେ ଆରୋପ…
କେନ୍ଦ୍ରମନ୍ତ୍ରୀ ହେବେ ଧର୍ମେନ୍ଦ୍ର, ଜାଣନ୍ତୁ ଓଡ଼ିଶାରୁ କିଏ ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୬: ସମ୍ବଲପୁର ଏମ୍ପି ଧମେନ୍ଦ୍ର ପ୍ରଧାନଙ୍କୁ ପିଏମ୍ ଅଫିସରୁ ରବିବାର ଫୋନ୍ ଆସିଛି। ତେବେ ଏହି କଲ୍ ଆସିବା ପରେ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଧର୍ମେନ୍ଦ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୁଅନ୍ତି ତେବେ ଓଡ଼ିଶାର…
ରାଜନେତା ପୂର୍ବରୁ ଅଭିନେତା ଥିଲେ ନବୀନ ପଟ୍ଟନାୟକ, ଚରିତ୍ର ଥିଲା…
ଭୁବନେଶ୍ୱର,୯।୬: ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ। ଏହାପରେ ସାରା ଓଡ଼ିଶା ନବୀନ ବାବୁଙ୍କୁ…
୭୮ ବିଧାୟକଙ୍କ ମଧ୍ୟରୁ କିଏ ହେବେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ? ମନ୍ତ୍ରୀ ରେସ୍ରେ ଅଛନ୍ତି ଏସବୁ ହେଭିଓ୍ବେଟ…
ଭୁବନେଶ୍ୱର,୯।୬: ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ୭୮ ଆସନରେ ବିଜୟ ପରେ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ପ୍ରଥମ ଥର ପାଇଁ ରାଜ୍ୟରେ ଦଳର ମୁଖ୍ୟମନ୍ତ୍ରୀ ହେବ। ଏହାକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଆସନ୍ତା ୧୦ ତାରିଖରେ…
ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କାହିଁକି ସ୍ତ୍ରୀ,ପିଲାଙ୍କୁ ବିଦେଶ ପଠାଇଥିଲେ ପାଣ୍ଡିଆନ, ରିପୋର୍ଟ କହୁଛି…
ଭୁବନେଶ୍ୱର,୮ା୬: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି। ତେବେ ଏହା ପଛରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ରହିଛି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ପାଣ୍ଡିଆନ କେଉଁଆଡ଼େ ଚାଲିଯିବା ଏବଂ ସ୍ତ୍ରୀ…
ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେନି ଦୁଇ ଉପ-ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ, ୮/୬: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀ ମଣ୍ଡଳର ଗୁରୁତ଼୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ହେଲେ ଏହି ବୈଠକରେ ଯୋଗ ଦେଇନାହିନ୍ତି ଦୁଇ ଉପ-ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ କେଶବ ମୌର୍ଯ୍ୟ। ପ୍ରାୟ ଏକ ଘଣ୍ଟାଧରି…
ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ
ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍ପି ଭାବରେ ନିର୍ବାଚିତ…
ବଢ଼ିଲା ଉଦ୍ଧବଙ୍କ ଟେନ୍ସନ୍, ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଦୁଇ ଏମ୍ପି
ମୁମ଼୍ବାଇ, ୮/୬: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କ ଚିନ୍ତା ଏବେ ବଢ଼ିବାରେ ଲାଗିଛି । ୨୦୧୯ ଅପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ନକରନପାରି ଦଳ ୯ଟି ଆସନ ଜିତିବାକୁ ସକ୍ଷମ ହୋଇଛି।…
ସାମ୍ନାକୁ ଆସିଲା ପାକିସ୍ତାନର ସତ, ମୋଦିଙ୍କୁ ଜଣାଇଲାନି ଶୁଭେଚ୍ଛା
ନୂଆଦିଲ୍ଲୀ, ୮/୬: ଲୋକସଭା ନିର୍ବାଚନରେ ଏନ୍ଡିଏ ବିଜୟୀ ହେବା ପରେ ସାରା ବିଶ଼୍ବର ନେତା ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ପଡ଼ୋଶୀ ଦେଶ ପାକିସ୍ତାନ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ବର୍ତ୍ତମାନ ଏହାକୁ ନେଇ ପାକିସ୍ତାନର ଏକ ବୟାନ…
ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ”
ଭୁବନେଶ଼୍ବର, ୮/୬: ବିଜେଡି ନେତା ଉମା ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଉମା ତାଙ୍କର ଅସନ୍ତୋଷର ପେଡ଼ି ଖୋଲିଛନ୍ତି। ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିବା ସେ କହିଛନ୍ତି । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ…
Archives


