ଆମେଠିରେ ଏପରି ହେବ ଭୋଟ୍ ଗଣତି, ଜାଣନ୍ତୁ ପୂରା ବିବରଣୀ…
ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ ନିର୍ବାଚନ ସରିବା ପରେ ଏକ୍ଜିଟ୍ ପୋଲ୍ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ...
ମୋଦି ଶପଥ ନେବାର ୧୫ ଦିନ ପରେ ଉଦ୍ଧବ ଠାକରେଙ୍କ ସହ ଆସିବେ ନଜର: ରବି ରାଣାଙ୍କ ଭବିଷ୍ୟବାଣୀ
ଅମରାବତୀ,୩।୬: ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରବି ରାଣା କହିଛନ୍ତି, ପିଏମ ମୋଦି ତୃତୀୟଥର ଶପଥ ଗ୍ରହଣ କରିବାର ମାତ୍ର ୧୫ ଦିନ ପରେ...
ଶତକ ପାର କରିବେ ନବୀନ, ଇଟିଜି ଓ ଟାଇମ୍ସ ନାଓର ଏକଜିଟ ପୋଲ କଲା ବଡ଼ ଆକଳନ
ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଶନିବାର ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଜୁନ ୧ରେ...
ବସିବ ପଞ୍ଚମ ପାଳିର ଶେଷ ବୈଠକ, ମନ୍ତ୍ରୀମଣ୍ଡଳ ଭଙ୍ଗ ନେଇ ହୋଇପାରେ ଆଲୋଚନା
ଭୁବନେଶ୍ୱର,୩।୬: ଓଡ଼ିଶାରେ ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର ୨ଦିନ ପରେ ଅର୍ଥାତ୍ ସୋମବାର BJD ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ବସିବାକୁ ଯାଉଛି। ଆଉ କିଛି ସମୟ ପରେ ଏହି ବୈଠକ ବସିବାକୁ...
ଏକ୍ଜିଟ୍ ପୋଲ୍ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…
ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍ଜିଟ୍ ପୋଲ୍ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ,...
ଏକ୍ଜିଟ ପୋଲ୍ ରିପୋର୍ଟ ନେଇ ବିଜେଡି-ଭାଜପା ଯୁକ୍ତି
ଭୁବନେଶ୍ୱର,୩।୬(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିବା ଭୋଟ ଗ୍ରହଣ ଗତ ୧ ତାରିଖ ସୁଦ୍ଧା ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ...
କନ୍ୟାକୁମାରୀରେ ସାଧନାରୁ ଜନ୍ମନେଲା ନୂଆ ସଂକଳ୍ପ
ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନିଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ...
ଏକ୍ଜିଟ୍ ପୋଲ ରିପୋର୍ଟ: ପୁରୀରୁ ଜିତିବେ କି ସମ଼୍ବିତ୍ ପାତ୍ର ?
ଭୁବନେଶ଼୍ବର,୨।୬: ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଏଜେନ୍ସି ଜାରି କରିଥିବା ଏକଜିଟ୍ ପୋଲରୁ ପୁରୀକୁ ନେଇ ବଡ଼ ସଙ୍କେତ ମିଳିଛି। ପୁରୀ ଲୋକସବା ସିଟ୍ରୁ ନିର୍ବାଚନ ଲଢ଼ୁଥିବା ବିଜେପି ନେତା ସମ଼୍ବିତ ପାତ୍ରଙ୍କ ସପକ୍ଷରେ ଏହି ପୋଲ ମତ ଯାଇଛି।...
କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା
ଭୁବନେଶ୍ୱର, ୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍ଜିଟ ପୋଲ୍...
ଓଡ଼ିଶାରେ କିଏ ଗଢିବ ସରକାର? ଆସିଲା ଏକ୍ଜିଟ୍ ପୋଲ୍
ଭୁବନେଶ୍ୱର,୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ଆସନ୍ତା ୪ରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହାପର୍ବୂରୁ ବିଭିନ୍ନ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଏହି...
ଏକ୍ଜିଟ୍ ପୋଲ୍ରେ ଏନ୍ଡିଏର ଦବ୍ଦବା
ନୂଆଦିଲ୍ଲୀ,୨ା୬: ଏକ୍ଜିଟ୍ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ ଦଖଲକରି କେନ୍ଦ୍ରରେ ପୁଣି ଥରେ ନିରଙ୍କୁଶ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ସମେତ...
ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍’ !
ନୂଆଦିଲ୍ଲୀ,୧।୬: ଦେଶରେ ସରଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା। ଏଭିଏମ୍ରେ ସିଲ୍ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ। ସ୍କୁଲ...
Archives


