Odisha Elections 2024

ପଞ୍ଚାୟତ ଇଲେକ୍ସନ

ମନ୍ତ୍ରୀପୁଟରେ ୫ଘଣ୍ଟା ବିଳମ୍ବରେ ମତଦାନ

ସେମିଳିଗୁଡ଼ା/ସୁନାବେଡ଼ା,୧୭।୨(ସ୍ବ.ପ୍ର.) ଆଜି ଥିଲା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି କ୍ରମରେ ସେମିଳିଗୁଡ଼ା ବ୍ଳକ ଅଧୀନରେ ଥିବା ସମସ୍ତ ୧୭ ଗ୍ରାମପଞ୍ଚାୟତରେ ସରିଛି ମତଦାନ। ଏହି ପଞ୍ଚାୟତଗୁଡ଼ିକରେ ୫୨,୫୧୧ ଭୋଟର ନିର୍ଦ୍ଧାରଣ କରିଛନ୍ତି ୧୮୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ସେମାନଙ୍କ...

ନିର୍ବାଚନୀ ହିଂସା: ବିଜେଡିକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଶେଷ ହୋଇଛି। ମତଦାନବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାସକ ବିଜେଡିକୁ ଟାର୍ଗେଟ କରିବା ସହ ନିର୍ବାଚନୀ...

ପ୍ରଚାର ମଇଦାନରେ ଅଶ୍ରୁମୋଚନ

କୋକସରା,୧୬।୨(ଡି.ଏନ.ଏ) କଳାହାଣ୍ଡି ଜିଲାର କୋକସରା ବ୍ଲକର ଭାଜପା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କଲେ ଓଲିଓଡ଼ ଷ୍ଟାର ଅଶ୍ରୁ ମୋଚନ ମହାନ୍ତି। ବୁଧବାର କୋକସରା ବ୍ଲକର ୨ ଜିଲା ପରିଷଦ ଜୋନ ପାଇଁ ସେ ପ୍ରଚାର କରିଛନ୍ତି। କୋକସରା ବ୍ଲକର...

ମତଦାନ କେନ୍ଦ୍ରରେ ପଶିଲେ ଅଜଣା ଲୋକ, ଫିଙ୍ଗିଲେ ବୋମା

ଯାଜପୁର ଅଫିସ/ଧର୍ମଶାଳା/ଯାଜପୁର ସଦର,୧୬।୨(ଡି.ଏନ.ଏ.):ଯାଜପୁର ଜିଲାରେ ବୁଧବାର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି। ଯାଜପୁର ଓ ଧର୍ମଶାଳା ବ୍ଲକର ୪ଟି ବୁଥରେ କେତେକ ଅଜଣା ଲୋକ ପଶି ବାଲେଟ ପେପର ଲୁଟ, ଭଙ୍ଗାରୁଜା, ମାଡପିଟି ଭଳି...

ମତଦାନରୁ ବଞ୍ଚିତ ହେଲେ ଭୋଟର

କୁଆଁରମୁଣ୍ଡା,୧୬।୨(ଡି.ଏନ.ଏ.)-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇତ୍ଲା। ଏହି ପର୍ଯ୍ୟାୟରେ ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକର ୨ଟି ଜିଲା ପରିଷଦ ଜୋନ୍‌ ରହିଛି ା କୁଆଁରମୁଣ୍ଡା ବ୍ଲକର ସଦର ପଞ୍ଚାୟତରେ ଥିବା ୨୩ଟି ୱାର୍ଡରେ ମୋଟ୍‌...

ପ୍ରଥମଥର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଲେ ପଞ୍ଚାୟତରାଜ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୧୬।୨(ସ୍ବପ୍ର): କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ସେ ମାହାଙ୍ଗାରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବରୁ...

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟର ୩୦ ଜିଲାର ୭୧ ବ୍ଲକରେ ମତଦାନ ଶେଷ ହୋଇଛିା ପ୍ରତି ବ୍ଲକ୍‌ ହେଡ୍‌ କ୍ୱାଟରରେ ଗୋଟିଏ ଲେଖାଏ ମହିଳାମାନଙ୍କ ପାଇଁ ପିଙ୍କ୍‌ ବୁଥ ଖୋଲାଯାଇଛି...

ତିନି ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ମତଦାନ

ଆର.ଉଦୟଗିରି,୧୬।୨(ଡି.ଏନ୍‌.ଏ): ଗଜପତି ଜିଲା ମୋହନା ବ୍ଲକର ୧୭ନମ୍ବର ୱାର୍ଡର ଧନପଙ୍କ ୱାର୍ଡରେ ୩ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ୧୭ନମ୍ବର ଓ୍ବାର୍ଡଟି ୩ଟି ଗ୍ରାମକୁ ନେଇ ଗଠିତ। ଏହି ୩ଟିଗ୍ରାମ ହେଲା ଧନପଙ୍କ, ଗୁନ୍ଦ୍ରିଗୁଡା, ବଢ଼େଇପୁର। ଭୋଟର ତାଲିକାରେ ୩ଟି...

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ,ସ୍ତ୍ରୀ ଗୁରୁତର

ସାଲେପୁର,୧୬।୨(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମା ମାଡ ହୋଇଛି । ଝରକାରେ ମାଡ ହୋଇ ଘର ଭିତରେ ବୋମା ବିଷ୍ପୋରଣ ହେବାରୁ...

ମୋହନାରେ ମତଦାନ ଜାରି

ଆର.ଉଦୟଗିରି,୧୬।୨(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଦିନ ଗୋଟାଏରେ ଶେଷ ହେବ। ସକାଳୁ ଲମ୍ବାଲାଇନ୍‌ରେ ଠିଆ ହୋଇ...

ସରିଥିଲା ୫୦ % ମତଦାନ: ବୁଥ୍‌ ଭିତରେ ପଶି ବାଲାଟ୍‌ ବକ୍ସ ଟେକି ନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି,୧୬।୨( ଡି.ଏନ.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ପୁଣି ଆଉ ଏକ ନିର୍ବାଚନୀ ହିଂସା ଦେଖାଦେଇଛି । ଭୋଟ ବେଳେ ଦୁର୍ବୃତ୍ତ ବାଲାଟ୍‌ ବକ୍ସ ଟେକି ନେଇ ଥିବା ଜଣାପଡ଼ିଛି। ଉକ୍ତ ବ୍ଲକ ଅନ୍ତର୍ଗତ ଚାପମାଣିକ ପଞ୍ଚାୟତର କାଶିଝରିଆ ୯...

ଆଳିରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ

ଆଳି,୧୬।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ। ଏ ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି। ବ୍ଲକର ୩୪ ପଞ୍ଚାୟତରେ ସମୁଦାୟ ୪୯୦ ବୁଥ୍‌ରେ ଭୋଟ ଗ୍ରହଣ ଚାଲିଛି। ସରପଞ୍ଚ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri