ସରପଞ୍ଚ ପ୍ରାର୍ଥୀଙ୍କ ଗୋଡ଼ ହାତ ଭାଙ୍ଗି ଦେଲେ
ଖଡ଼ିଆଳ,୧୯।୨: ରାଜନୈତିକ ଶତ୍ରୁତାକୁ ନେଇ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗୋଡ଼ ହାତ ଭାଙ୍ଗି ଫିଙ୍ଗି ଦିଆଯାଇଛି। ଏପରି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତରେ। ଗୁରୁତର ସରପଞ୍ଚ ପ୍ରାର୍ଥୀ ଚୁଳମଣି ବୈଠାରୁଙ୍କୁ…
ମୌଳିକ ସୁବିଧା ନ ମିଳିବାରୁ ଭୋଟ ଦେଲୁନାହିଁ
ନବରଙ୍ଗପୁର,୧୯।୨(ବି.ପ୍ର.): ଭୋଟ ବର୍ଜନ କଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ୧୪ନମ୍ବର ୱାର୍ଡ ଲଦିପଦର ଓ ବରଡ଼ାଯୋଡ଼ି ଗ୍ରାମବାସୀ। ମୌଳିକ ସୁବିଧା ପାଉ ନ ଥିବା ଅଭିଯୋଗ କରି ଗ୍ରାମବାସୀ ଭୋଟ ବର୍ଜନ କରଛନ୍ତି। ଶିକ୍ଷା, ପାନୀୟଜଳ…
ଭୋଟ ଦେଲେନାହିଁ ଗ୍ରାମବାସୀ
ଭବାନୀପାଟଣା,୧୯।୨(ସ୍ବ.ପ୍ର.)କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀରେ ୨ୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ନିର୍ବାଚନମଣ୍ଡଳୀରେ ନର୍ଲା ବ୍ଲକ ସମେତ ମ. ରାମପୁର ଓ କର୍ଲାମୁଣ୍ଡା ବ୍ଲକ ରହିଛି। ମ .ରାମପୁର ବ୍ଲକ ଅନ୍ତର୍ଗତ ଦେଢଶୂଳୀ ପଞ୍ଚାୟତ ସିନ୍ଧିଗୁ ଓ ସିରେଲପଦର…
ଭୋଟବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ
ଝାରସୁଗୁଡ଼ା ଅଫିସ,୧୯ା୨: ଝାରସୁଗୁଡ଼ା ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ୮୫.୧୪ ପ୍ରତିଶତ ରହିଛି। କୋଲାବିରା ବ୍ଲକ୍ରେ ୮୭,୬୯% ରହିଥିବାବେଳେ ଲଖନପୁର ବ୍ଲକ୍ରେ ୮୨.୫୯% ରହିଛି। ନିର୍ବାଚନ ଶେଷ ହେବାପରେ ଭୋଟ୍ବାକ୍ସ ଷ୍ଟ୍ରଙ୍ଗରୁମ୍ରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଚଳିତ ତ୍ରିସ୍ତରୀୟ…
ଥମୁନି ଭୋଟ ଗଣ୍ଡଗୋଳ
ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କ ତାଗିଦ ସତ୍ତ୍ୱେ ନିର୍ବାଚନୀ ହିଂସା ଥମୁ ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ବୁଥ୍ ରିଗିଂ, ବାଲଟ ପେପର ନେଇଯିବା, ଭୋଟ ବାକ୍ସକୁ…
ରାଜ୍ୟରେ ୭୧% ମତଦାନ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଶେଷ ହୋଇଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏଥିରେ ପ୍ରାୟ ୭୧% ମତଦାନ ହୋଇଛି। ତେବେ ଚୂଡାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ସୂଚନା…
ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ହେଭିୱେଟ
ଛତ୍ରପୁର,୧୮।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡୀ ୨୦ ନଂ. ଜୋନ୍ ଜିଲାପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ହେଭିୱେଟ ନେତା ସାମିଲ ହୋଇଛନ୍ତି । ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୧ଟା ସୁଦ୍ଧା ୬୫% ମତଦାନ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଶୁକ୍ରବାର ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥ୍ରେ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ…
କଡ଼ା ସୁରକ୍ଷାରେ ଭୋଟ ଦେଲେ ମତଦାତା
ବଲାଙ୍ଗୀର ଅଫିସ, ୧୮।୨: ବଲାଙ୍ଗୀର ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ତଥା ଆଗଲପୁର, ଲୋଇସିଂହା ଓ ପୁଇଁତଲା ବ୍ଳକ ଅନ୍ତର୍ଗତ ୭ଟି ଜିଲା ପରିଷଦ ଜୋନ, ୬୫ ପଞ୍ଚାୟତ ଓ ୮୧୦…
ଦଶରଥପୁରରେ ଲୁଟିନେଲେ ବାଲଟ ପେପର
ଦଶରଥପୁର,୧୮।୨(ଡି.ଏନ.ଏ.): ଯାଜପୁର ଜିଲାରେ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ବୁଥ କ୍ୟାପଚରିଂ ହୋଇଛି। ଶୁକ୍ରବାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ବୁଥ ନମ୍ବର ୨ ଓ ୩ରେ ୧୦ରୁ ୧୫ଜଣ ଦୁର୍ବୃତ୍ତ ପଶି ବାଲଟ ପେପର ଛଡେଇ ନେଇଛନ୍ତି। ଫଳରେ…
ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସା
ବାଲେଶ୍ୱର ଅଫିସ,୧୮ା୨: ବାଲେଶ୍ୱର ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି । ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ। ସ୍ଥାନୀୟ ଆଦିବାସୀ ସାହିରେ ଲାଇଟ୍ ଲଗାଇବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ମାର୍ପିଟ। ଉଭୟ ଗୋଷ୍ଠୀର…
ମାର୍ଶାଘାଇରେ ପୂର୍ବାହ୍ନ ସୁଦ୍ଧା ୧୬ ପ୍ରତିଶତ ମତଦାନ
ଡେରାବିଶ,୧୮ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ମତଦାନ ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ବିଭିନ୍ନ ବୁଥ୍ରେ…
Archives


