ଏହି ଦିନ ନାମାଙ୍କନ ଭରିବେ ପ୍ରିୟଙ୍କା:ମା’-ଭାଇ ରହିବେ ଉପସ୍ଥିତ
ନୂଆଦିଲ୍ଲୀ,୨୧ା୧୦: ଓ୍ବାୟନାଡ୍ ଲୋକ ସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ…
ଦୀପାବଳିରେ ଚାଇନାକୁ ୧୦ ହଜାର କୋଟିର ଲାଗିବ ଝଟକା, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୧।୧୦: ଦୀପାବଳି ପାଇଁ ବଜାରରେ ବେଶ୍ ଭିଡ଼ ଜମୁଛି। ଲୋକମାନେ ବହୁତ ଶପିଂ କରୁଛନ୍ତି । ଏହି ସମୟରେ ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ) ଦେଶର ବିଭିନ୍ନ ବଜାରରେ ଚାଇନାର ପ୍ରଡକ୍ଟସ୍କୁ ବର୍ଜନ କରିବା ପାଇଁ ଏକ ଅଭିଯାନ…
ଶେଷରେ କ୍ଷମା ମାଗିଲେ ସଲ୍ମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି
ନୂଆଦିଲ୍ଲୀ,୨୧ା୧୦:ବଲିଉଡ୍ ଅଭିନେତାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଏଥିପାଇଁ ସୋମବାର କ୍ଷମା ମାଗିଛନ୍ତି। ଭୁଲ୍ବଶତଃ ଉକ୍ତ ହ୍ବାଟ୍ସଆପ୍ ବାର୍ତ୍ତା ପଠାଯାଇଥିଲା ବୋଲି ସେ କହିଛନ୍ତି। ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ହିଟ୍ଲିଷ୍ଟରେ ସଲ୍ମାନ ଥିବା…
୧୬ ପିଲା ଜନ୍ମ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି
ଚେନ୍ନାଇ,୨୧ା୧୦: ଦକ୍ଷିଣ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଏଥିରେ ଆଉ ପାଦେ ଆଗେଇଯାଇ ଦକ୍ଷିଣ ଭାରତୀୟମାନେ…
ହରିୟାଣା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ବିଚ୍ଛିନ୍ନତା! ଏଏପି, ଶିବସେନା ୟୁବିଟି ପରେ ଆରଜେଡି ଦେଖାଇଲା ଆଖି
ନୂଆଦିଲ୍ଲୀ,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ସମସ୍ୟା ଆଣିଦେଇଛି। ଗୋଟିଏ ପଟେ ରାଜ୍ୟରେ ସରକାର ଗଠନ କରିବାର ଇଚ୍ଛା ଭାଙ୍ଗିଯାଇଥିବା ବେଳେ ଗୋଟି ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି। ଏଥି ସହିତ ହରିୟାଣାର ଫଳାଫଳ ପରେ…
ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି
ଶ୍ରୀନଗର,୨୧।୧୦: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ପ୍ରୋଟେମ ସ୍ପିକର୍ ମୁବାରକ ଗୁଲ ଏହି ଘୋଷଣା କରିଛନ୍ତି। ଓମାର ପାରିବାରିକ ଗଡ଼ ଗାନ୍ଦରବଲ ଆସନରୁ ନିଜ ପାଖରେ ରଖିଛନ୍ତି। ଏହି ଅବସରରେ ମୁବାରକ ଗୁଲ ବିଧାନସଭାର ସଦସ୍ୟମାନଙ୍କୁ…
ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକ୍ରେଙ୍କୁ ବଡ଼ ଝଟ୍କା: ହାତ ଛାଡିଦେଲେ ବଡ଼ ନେତା
ପୁଣେ,୨୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣେର ଶିରୁରରେ ଶିବସେନା (ୟୁବିଟି)କୁ ଏକ ବଡ଼ ଝଟ୍କା ଲାଗିଛି। ପାର୍ଟିର ପୁଣେ ଜିଲା ସଭାପତି ଦୀନେଶ୍ୱର (ମୌଲି) ଆବା କାଟକେ ଆଜି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇରେ…
କିଏ କରିଛି ବାତ୍ୟା ‘ଦାନା’ର ନାମକରଣ, କ’ଣ ଏହାର ଅର୍ଥ
ନୂଆଦିଲ୍ଲୀ,୨୧।୧୦: ‘ଦାନା’ ନାମକ ଏକ ଭୟଙ୍କର ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗର ପୂର୍ବ-ମଧ୍ୟଭାଗରେ ଘନିଭୂତ ହେଉଛି ଏବଂ ପୂର୍ବାନୁମାନ ଅନୁଯାୟୀ ଏହା ଅକ୍ଟୋବର ୨୩ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ, ବିଶେଷ କରି ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ। ଅକ୍ଟୋବର ୨୪ ସକା ସୁଦ୍ଧା ଏହାର…
‘ମୋତେ ଭାରତରେ ରହିବାକୁ ଦିଅ’- ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଗୁହାରି କଲେ ତସଲିମା
ନୂଆଦିଲ୍ଲୀ,୨୧।୧୦: ବାଂଲାଦେଶୀ ଲେଖକ ତସଲିମା ନସିରିନ ତାଙ୍କ ବାସସ୍ଥାନ ଅନୁମତି ବା ସେିଡେନ୍ସ ପରମିଟକୁ ନେଇ ଚିନ୍ତିତ ଅଛନ୍ତି। ସୋମବାର ଏ ବାବଦରେ ସେ ଏକ ଟୁଇଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି। ତସଲିମା ନସିରିନ ଏକ୍ସରେ ଲେଖିଛନ୍ତି, ନମସ୍କାର…
କେଜରିଓ୍ବାଲଙ୍କୁ ବଡ ଝଟ୍କା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଗୁଜୁରାଟ ବିଶ୍ୱବିଦ୍ୟାଳୟ (ଜିୟୁ) ମାନହାନୀ ମାମଲାରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରି ଦେଇଛନ୍ତି। ଏବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମ୍ନ ଅଦାଲତରେ ହାଜର…
କାନାଡ଼ା ନା ଆମେରିକା; କେଉଁ ଦେଶ ଭାରତ ପାଇଁ ‘ସବୁଠୁ ସମସ୍ୟା’: ଜୟଶଙ୍କର କଲେ ଖୁଲାସା
ନୂଆଦିଲ୍ଲୀ,୨୧।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ଏବଂ ଆମେରିକା ବିଷୟରେ ଖୋଲାଖୋଲି ନିଜ ମନପୋଷଣ କରିଛନ୍ତି। ଏହି ଦୁଇ ଦେଶ ମଧ୍ୟରୁ କେଉଁଟି ଭାରତ ପାଇଁ ସମସ୍ୟା ବା ଆହ୍ବାନ ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି, ମୁଁ…
ମୋଦିଙ୍କ ନିକଟରେ ରହିଛି ଭାରତର ଭବିଷ୍ୟତ ପାଇଁ ସ୍ପଷ୍ଟ ଯୋଜନା: କ୍ୟାମେରନ
ନୂଆଦିଲ୍ଲୀ/ଲଣ୍ଡନ,୨୧।୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ ସୋମବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ଭବିଷ୍ୟତକୁ ନେଇ ମୋଦିଙ୍କର ଏକ ସ୍ପଷ୍ଟ ଯୋଜନା ରହିଛି। କେବଳ ଏତିକି ନୁହେଁ, ତାଙ୍କର…
Archives


