ଏନକାଉଣ୍ଟର ସ୍ପେଶାଲିଷ୍ଟ ପତ୍ନୀଙ୍କ ସମେତ ୩ ବଡ଼ ନେତା ପ୍ରତ୍ୟାହାର କଲେ ନାମାଙ୍କନ ପତ୍ର
ମୁମ୍ବାଇ,୪।୧୧: ମହାରାଷ୍ଟ୍ର ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି ଏବଂ ସମସ୍ତ ଦଳ ଜିତିବାକୁ ଚେଷ୍ଟା କରୁଛନ୍ତି। ପ୍ରାର୍ଥୀଙ୍କ ନାମାଙ୍କନ ପରେ, ବର୍ତ୍ତମାନ ଏମଭିଏ ଏବଂ ମହାୟୁତି ନିଜ ବିଦ୍ରୋହୀଙ୍କୁ ଭୟ କରୁଛନ୍ତି। ଏହି ସମୟରେ ନାମାଙ୍କନ ପ୍ରତ୍ୟାହାରର ଶେଷ…
ଅବଦୁଲ ରହିମ ରାଥର ହେଲେ ଜମ୍ମୁ-କଶ୍ମୀର ବିଧାନସଭାର ସ୍ପିକର
ଶ୍ରୀନଗର,୪।୧୧: ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି…
ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ଘାଟୀରୁ ଖସିଲା ବସ୍, ୨୨ ମୃତ
ନୂଆଦିଲ୍ଲୀ,୪।୧୧: ଉତ୍ତରାଖଣ୍ଡର ଆଲମୋଡାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୨ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ସମ୍ଭାବନା ରହିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ହୋଇଥିଲା କମ୍ପିଟିଶନ, ହେଲେ ଜିତିଲେ କିଏ? ରାହୁଲ କହିଲେ…
ଓ୍ବାୟନାଡ,୪।୧୧: ୱାୟାନାଡ ଉପ-ନିର୍ବାଚନ ପାଇଁ ନଭେମ୍ବର ୧୩ରେ ଭୋଟ ଅନୁଷ୍ଠିତ ହେବ। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ପ୍ରଚାର କରିଥିଲେ। ସେ ୱାୟାନାଡ ଲୋକ ସଭା ଉପ-ନିର୍ବାଚନରେ ଦଳର ପ୍ରାର୍ଥୀ ହୋଇଛନ୍ତି।…
କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ଆମତ୍ହତ୍ୟା ସନ୍ଦେହ
ବେଙ୍ଗାଲୁରୁ, ୪।୧୧: କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ମୃତଦେହ ରବିବାର ବେଙ୍ଗାଲୁରୁର ମଦନାୟକନହଲ୍ଲୀସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଛି। ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଶଙ୍କା କରୁଛି। ବେଙ୍ଗାଲୁରୁ ଗ୍ରାମୀଣର ଆରକ୍ଷୀ ଅଧୀକ୍ଷକ(ଏସ୍ପି) ସି.କେ. ବାବା କହିଛନ୍ତି, ଗତ କିଛିଦିନ ଧରି ନିଜ…
ଦିଲ୍ଲୀ ପୁଣି ବିଶ୍ୱର ସବୁଠୁ ପ୍ରଦୂଷିତ ସହର
ନୂଆଦିଲ୍ଲୀ,୪ା୧୧: ଦୀପାବଳି ପରେ ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ରବିବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆର୍) ୩୮୨ରେ ପହଞ୍ଚତ୍ଥିବାବେଳେ ଆନନ୍ଦ ବିହାରରେ ୪୩୭ରେ ପହଞ୍ଚତ୍ଛି। ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗମନ ହ୍ରାସ ପାଇଥିଲେ…
ଏଲ୍ଓସି ନିକଟରେ ପାକିସ୍ତାନର ତୋପ ପରୀକ୍ଷା
ଶ୍ରୀନଗର,୪।୧୧(ପି.ଟି.): ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲ୍ଓସି) ନିକଟରେ ପାକିସ୍ତାନ ତୋପ ପରୀକ୍ଷା କରିଛି। ସେଥିରେ ଚାଇନା କମ୍ପାନୀ ଦ୍ୱାରା ବିକଶିତ ଏସ୍ଏଚ୍-୧୫ ଏବଂ ୧୫୫ ଏମ୍ଏମ୍ ହାଇତ୍ଜର ତୋପ ସମେତ ବିଭିନ୍ନ ଆର୍ଟିଲେରି ସିଷ୍ଟମ ରହିଛି। ଉପସାଗରୀୟ ଏବଂ ପଶ୍ଚିମ ୟୁରୋପୀୟ ଦେଶ…
କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀଙ୍କ ନଁାରେ ମାମଲା
ତ୍ରିଶୁର, ୪।୧୧ (ପି.ଟି.): କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆମ୍ବୁଲାନ୍ସର ଦୁରୁପଯୋଗ କରୁଥିବା ଅଭିଯୋଗରେ କେରଳ ପୋଲିସ ତାଙ୍କ ବିରୋଧରେ ରବିବାର ଏଫ୍ଆଇଆର୍ ରୁଜୁ କରିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର…
ଉପତ୍ୟକାକୁ ଫେରିଲା ଆତଙ୍କବାଦ
ଶ୍ରୀନଗର/ନୂଆଦିଲ୍ଲୀ,୪ା୧୧: ସିଆର୍ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍ଇଟି)ର ଶୀର୍ଷ କମାଣ୍ଡର ଉସ୍ମାନ୍ଙ୍କୁ ନିପାତ କରିଥିଲେ। ସେହିପରି ଅନନ୍ତନାଗ ଜିଲାରେ ମଧ୍ୟ ଅନ୍ୟ ଏକ…
ନାବାଳକଙ୍କ ପେଟରୁ ମିଳିଲା ବ୍ୟାଟେରି, ଚେନ୍ ସହ ୬୫ ବସ୍ତୁ
ଆଗ୍ରା,୩ା୧୧: ଉତ୍ତରପ୍ରଦେଶ ହାଥ୍ରାସ୍ ଅଞ୍ଚଳର ଜଣେ ୧୪ ବର୍ଷୀୟ ବାଳକଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇ ବ୍ୟାଟେରି, ଚେନ୍, ରେଜର ବ୍ଲେଡ ଫ୍ରାଗମେଣ୍ଟ, ସ୍କ୍ରୁ ସମେତ ୬୫ଟି ବସ୍ତୁ ମିଳିଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଦୀର୍ଘ ୫ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା।…
ରାଜସ୍ଥାନରେ ଚାଞ୍ଚଲ୍ୟ: ବିଉଟିସିଆନ୍ଙ୍କୁ ନୃଶଂସ ହତ୍ୟା
ଯୋଧପୁର,୩ା୧୧: ରାଜସ୍ଥାନର ଯୋଧପୁର ଅଞ୍ଚଳରେ ଅଳଙ୍କାର ଚୋରି ଅଭିଯୋଗରେ ଜଣେ ୫୦ ବର୍ଷୀୟା ବିଉଟିସିଆନ୍ଙ୍କୁ ଏକ ଦମ୍ପତି ନିଶା ଦେଇ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସେମାନଙ୍କ ଘର ନିକଟରେ ପୋତିଦେଇଥିଲେ। ଅନୀତା ଚୌଧରୀ ନାମ୍ନୀ ବିଉଟିସିଆନ୍ଙ୍କୁ…
ଜମ୍ମୁ-କଶ୍ମୀରରେ ତିନି ଆତଙ୍କବାଦୀ ନିପାତ, ଯବାନଙ୍କୁ ବିସ୍କୁଟ୍ କଲା ବଡ଼ ସାହାଯ୍ୟ
ଶ୍ରୀନଗର/ନୂଆଦିଲ୍ଲୀ,୩ା୧୧: ସିଆର୍ପିଏଫ୍ ଏବଂ ଜମ୍ମୁ-କଶ୍ମୀର ପୋଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍ଇଟି)ର ଶୀର୍ଷ କମାଣ୍ଡର ଉସ୍ମାନ୍ଙ୍କୁ ନିପାତ କରିଥିଲେ। ସେହିପରି ଅନନ୍ତନାଗ ଜିଲାରେ ମଧ୍ୟ ଅନ୍ୟ ଏକ…
Archives


