ଭୁଲ ତଥ୍ୟ ଦେଉଛି ଉଇକିପିଡିଆ, ସରକାର ଦେଲେ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ,୫।୧୧: ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି। ଜାତୀୟ ଗଣମାଧ୍ୟମ ଅନୁଯାୟୀ ସରକାର…
୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ,୫।୧୧: ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ ଅଧିବେଶନ ହେବ। ଏହି ଅଧିବେଶନ ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ସମ୍ବିଧାନର…
ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ
ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ ବାହରୁଥିବା ପାଣି ପିଉଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓରେ ଅନେକ ଦାବି…
ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ
ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ରହିଛି ଏବଂ ତାଙ୍କ ନାମରେ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ…
ରାଜନୀତିରୁ ସନ୍ୟାସ ନେବେ ଶରଦ ପାଓ୍ବାର! ବଡ଼ ସୂଚନା ଦେଇ କହିଲେ…
ମୁମ୍ବାଇ,୫।୧୧: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ସମୟରେ ଏନସିପି ନେତା ଶରଦ ପାୱାର ରାଜନୀତିରୁ ଅବସରକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ଅନ୍ୟପଟେ ଅଜିତ ପାୱାର ତାଙ୍କ ଅବସରକୁ ନେଇ ଅନେକ ଥର…
୧୬ ହଜାର ମଦ୍ରାସା ଚାଲୁ ରହିବ, ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫ା୧୧: ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ଯେଉଁଥିରେ ଏହା (ହାଇକୋର୍ଟ) ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିଥିଲେ ଏବଂ ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ କହିଥିଲେ। ପ୍ରଧାନ ବିଚାରପତି ଡିୱାୟୀ ଚନ୍ଦ୍ରଚୂଡ଼,…
‘କୌଣସି ଧର୍ମର ବିରୋଧରେ ନୁହେଁ’, ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଲେ କାହିଁକି ଓ୍ବାକଫ ସଂଶୋଧନ ବିଧେୟକ ଆଣୁଛନ୍ତି ସରକାର
ନୂଆଦିଲ୍ଲୀ,୫।୧୧: ୱାକଫ ସଂଶୋଧନ ବିଲ ୨୦୨୪ ଉପରେ ଲଢେଇ ଦେଶରେ ତୀବ୍ର ହୋଇଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ଭାଜପା) ଏହି ବିଲ୍କୁ ଆଇନର ସ୍ବଚ୍ଛତା ଏବଂ ସମାନତା ଆଣିବା ଦିଗରେ ପଦକ୍ଷେପ ବୋଲି ବିଚାର କରୁଥିବାବେଳେ ଅନ୍ୟପକ୍ଷରେ ବିରୋଧୀ…
ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଉପରେ ସରକାର ଅଧିକାର ଜାହିର କରିପାରିବେ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫ା୧୧: ଏକ ଘରୋଇ ସମ୍ପତ୍ତି ବିବାଦରେ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏହି ମାମଲାରେ ରାୟ ପ୍ରଦାନ କରୁଥିବାବେଳେ ପ୍ରଧାନ ବିଚାରପତି ଡିୱାୟୀ ଚାନ୍ଦ୍ରଚୂଡ଼ କହିଛନ୍ତି ଯେ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ସମ୍ପ୍ରଦାୟର ସାମଗ୍ରୀକ ସମ୍ବଳ ନୁହେଁ। କିଛି ବ୍ୟକ୍ତିଗତ…
ମୁକୁଳିଲେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ମହିଳା, ପୋଲିସ କହିଲା ଠିକ ନାହିଁ ମାନସିକ ସ୍ଥିତି
ଲକ୍ଷ୍ନୌ,୫।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇ ବାର୍ତ୍ତା ପଠାଇଥିବା ମହିଳାଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ପଚରାଉଚରା ପରେ ଛାଡି ଦେଇଛି। ଅଭିଯୁକ୍ତ ଫାତିମା ଖାନଙ୍କୁ ଉଲହାସନଗର ପୋଲିସ ସହ ମିଳିତ ଅପରେସନରେ ମୁମ୍ବାଇ…
ପ୍ରଧାନମନ୍ତ୍ରୀ ମୋ ଘରକୁ ଆସିବା ଭୁଲ ନ ଥିଲା: ସିଜେଆଇ
ନୂଆଦିଲ୍ଲୀ,୫।୧୧: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣପତି ପୂଜା ପାଇଁ ତାଙ୍କ ଘରକୁ ଯିବାରେ କିଛି ଭୁଲ ନାହିଁ। ଏଭଳି ପ୍ରସଙ୍ଗରେ ରାଜନୀତି କ୍ଷେତ୍ରରେ ପରିପକ୍ୱତାର ଭାବନା ରହିବା ଉଚିତ ବୋଲି ମଧ୍ୟ…
ଭେଣ୍ଟିଲେଟର୍ରେ ପ୍ରସିଦ୍ଧ ଗାୟିକା, ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୫।୧୧: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍ କରିଥିବା ଲୋକ ଗାୟିକଙ୍କ ପୁଅ ଅଂଶୁମାନ ସିହ୍ନା ଏହି ସୂଚନା ଦେଇଛନ୍ତି। ତାଙ୍କ ମା’ ଭେଣ୍ଟିଲେଟରରେ…
କୋଲକାତା ମାମଲାର ପୁନରାବୃତ୍ତି: ନିର୍ସିଂ ଛାତ୍ରୀଙ୍କୁ ହସ୍ପିଟାଲରେ ବାନ୍ଧି ବଳାତ୍କାର
କାନପୁର,୫।୧୧: କୋଲକାତାରେ ଘଟିଥିବା ବଳାତ୍କାର ମାମଲା ଭଳି ଆଉ ଏକ ଲଜ୍ଜାଜନକ ମାମଲା ମଧ୍ୟ କାନପୁରରେ ସାମ୍ନାକୁ ଆସିଛି। କଲ୍ୟାଣପୁରରେ ଅବସ୍ଥିତ ଏକ ଘରୋଇ ହସ୍ପିଟାଲର ଅପରେଟର ନାଇଟ ସିଫ୍ଟରେ ତାଲିମ ନେଉଥିବା ଜଣେ ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଖବର…
Archives


