ଜାତୀୟ

‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ?

ପରଭାନି/ଜଲଗାଓଁ/ଧୁଲେ,୧୩ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବେ ନାହିଁ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ…

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ…

ଲକ୍ଷ୍ନୌ,୧୩।୧୧: ୟୁପିର ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଜଣେ ଅଭିଯୁକ୍ତ ବୋଲି ତାଙ୍କ ଘରକୁ ଭାଙ୍ଗିଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଇଥିଲେ। ଏନେଇ ଯୋଗୀ ସରକାର ପ୍ରତିକ୍ରିୟା ରଖି କହିଛନ୍ତି,…

୧୨.୫ ଲକ୍ଷ ମେଧାବୀଙ୍କୁ କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ସାହାଯ୍ୟ କରିବେ ସରକାର

ନୂଆଦିଲ୍ଲୀ,୧୩।୧୧: ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅଶାୟୀଙ୍କ ସାହାଯ୍ୟ କରିବେ ଭାରତ ସରକାର। ବର୍ଷ ୨୦୨୯ ସୁଦ୍ଧା ସରକାର ୧୨.୫ ଲକ୍ଷ ମେଧାବୀଙ୍କୁ ସହାୟତା ପ୍ରଦାନ କରିବେ। ଏହି ପଦକ୍ଷେପ ଦ୍ୱାରା ଗରିବ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତିରେ ସହାୟତା…

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ ସ୍ବରୂପ, ଭାରତ ସରକାରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ତଥା ଦେଶର ସୁରକ୍ଷା ସହ ଜଡିତ…

ମୋଦି ବି ପାଳନ କରିଛନ୍ତି ବୁଲ୍‌ଡୋଜର ଆଇନ: ଓଓ୍ବାଇସି

ନୂଆଦିଲ୍ଲୀ,୧୩ା୧୧: ବୁଧବାର ସୁପ୍ରିମକୋର୍ଟ ‘ବୁଲ୍‌ଡୋଜର ଆଇନ’ର ଧାରା ଉପରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ପାରିବେ ନାହିଁ, ତାଙ୍କୁ ଅପରାଧୀ ବୋଲି କୁହାଯିବ। ଏହି ପ୍ରସଙ୍ଗରେ ଅଲ୍‌ ଇଣ୍ଡିଆ ମଜଲିସ-ଇ-ଇତେହାଦ୍ଦୁଲ ମୁସ୍‌ଲିମ…

ଭାଷଣ ଦେଉଥିଲେ ମୋଦି, ହଠାତ୍‌ ମୋଦିଙ୍କ ଗୋଡ ଧରି ପକାଇଲେ ନୀତିଶ, ଆଉ ତା’ ପରେ…

ପାଟନା,୧୩।୧୨: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଛନ୍ତି ନୀତୀଶ କୁମାର। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସମେତ ଜେଡିୟୁ ଓ ଭାଜପାର ଅନେକ ବରିଷ୍ଠ…

ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌: ‘ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’; ସର୍ତ୍ତ କେବଳ…

ନୂଆଦିଲ୍ଲୀ,୧୩।୧୧: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ। ଏବେ ସେ ମହିଳାମାନଙ୍କୁ ସହାୟତା କରିବା ଲାଗି ନିଆରା ଅଫର ଦେଇଛନ୍ତି। ତାଙ୍କ ଶୁକ୍ରାଣୁ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନୂଆବର୍ଷରେ ମିଳିପାରେ ଖୁସି ଖବର!

ନୂଆଦିଲ୍ଲୀ,୧୩।୧୧: ଗତ ମାସରେ ମୋଦି ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଫଳରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଡିଏରେ ଆଉ ୩% ବୃଦ୍ଧି ହୋଇଥିଲା। ପୁଣିଥରେ, ନୂତନ ବର୍ଷରେ କୋଟି କୋଟି କର୍ମଚାରୀଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା…

ମୋଦି ନୋବେଲ ପୁରସ୍କାର ପାଇବାକୁ ହକ୍‌ଦାର, ଜାଣନ୍ତୁ କିଏ କଲେ ଦାବି

ନୂଆଦିଲ୍ଲୀ,୧୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ । ବିଶ୍ବ ସ୍ତରରେ ସେ ଜଣେ ଶକ୍ତିଶାଳୀ ନେତା । ଆଉ ସମସ୍ତ ଦେଶଙ୍କ ସହିତ ତାଙ୍କ ସୁସମ୍ପର୍କ ରହିଛି । ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ବିଶ୍ବରେ…

ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଛାଡିବୁ ନାହିଁ: ଅମିତ ଶାହାଙ୍କ ହୁଙ୍କାର

ରାଞ୍ଚତ୍,୧୩ା୧୧:ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଝାଡ଼ଖଣ୍ଡର କୋଇଲା ଖଣି ବହୁଳ ଝରିଆଠାରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟର ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମେଣ୍ଟ ନେତାମାନେ ଦୁର୍ନୀତି ଏବଂ କୋଇଲା ଚୋରା କାରବାରରେ ସମ୍ପୃକ୍ତ ରହିଛନ୍ତି। ରାଜ୍ୟରେ ଭାଜପା…

ଝାଡଖଣ୍ଡ ନିର୍ବାଚନରେ ଅଜବ ଟ୍ରେଣ୍ଡ, ଥରେ ଜିତିଥିଲେ…

ରାଞ୍ଚି,୧୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ମତଦାନ ଚାଲିଛି। କେବଳ କ୍ଷମତା ପରିବର୍ତ୍ତନ ନୁହେଁ ବରଂ ପ୍ରତ୍ୟେକ ନିର୍ବାଚନରେ ଅଧାରୁ ଅଧିକ ବିଧାୟକଙ୍କ ପରାଜୟ ମଧ୍ୟ ଉଭୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଭାଜପା ପାଇଁ ରାଜନୈତିକ…

୨ ନୂଆ କାର୍‌ କିଣିଲେ କୋହଲି: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୧୧: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବିରାଟ କୋହଲି ଅଭ୍ୟାସ ଆରମ୍ଭ କରିଛନ୍ତି। ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ବିରାଟ କୋହଲି ଏବେ କେବଳ ତାଙ୍କ ଖେଳ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri