ଜାତୀୟ

ଛାତ୍ରୀଛାତ୍ରଙ୍କ ଆଗରେ ମୁଣ୍ଡ ନୁଆଁଇଲା ୟୁପିପିଏସ୍‌ସି: RO-ARO ପରୀକ୍ଷା ସ୍ଥଗିତ

ପ୍ରୟାଗରାଜ,୧୪।୧୧: ୟୁପି ଜନସେବା ଆୟୋଗ (ୟୁପିପିଏସ୍‌ସି) ଅଫିସ୍‌ ବାହାରେ ପ୍ରତିଯୋଗୀତା ମୂଳକ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଚାଲିଛି। ଆୟୋଗର ଅଧ୍ୟକ୍ଷ ସଞ୍ଜୟ ଶ୍ରୀନେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଗୋଟିଏ ଦିନରେ ପିସିଏସ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା…

ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଚେୟାର ତଳେ ବୋମା ଖଞ୍ଜିଦେଲେ ଛାତ୍ର: ଆଉ ତା’ପରେ…

ଚଣ୍ଡିଗଡ,୧୪।୧୧: ହରିୟାଣାର ଭିଓ୍ବାନୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବିଦ୍ୟାଳୟର ପିଲାମାନେ ୍ଏକ ବିପଜ୍ଜନକ କାର୍ଯ୍ୟ କରିଛନ୍ତି। ପିଲାମାନେ ସେମାନଙ୍କ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଚେୟାର ତଳେ ଫାୟାରଫ୍ରାକ ପରି ଏକ ବୋମା ରଖିଥିଲେ। ଏହି ସମୟରେ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ସିବିଏସଇ ସିଲାବସ୍‌ ହେବ ହ୍ରାସ

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆସନ୍ତା ୨୦୨୫ ବୋର୍ଡ ପରୀକ୍ଷା ପାଇଁ ଦଶମ ଏବଂ ଦ୍ୱାଦଶ ସିଲାବସରେ ୧୫% ପର୍ଯ୍ୟନ୍ତ ହ୍ରାସ କରିବାକୁ ଘୋଷଣା କରିଛି। ଛାତ୍ରୀଛାତ୍ରମାନଙ୍କୁ ଗଭୀର ଅଧ୍ୟୟନ କରିବାର ସୁଯୋଗ ଦେବା ଏବଂ ପାଠ ଚାପ…

ମାଇଁ ଲଡ୍‌ ହ୍ବାଟ୍ସଆପ୍‌କୁ ବ୍ୟାନ୍‌ କରନ୍ତୁ, ସୁପ୍ରିମକୋର୍ଟରେ ଏହି ଆବେଦନ ପହଞ୍ଚିବା ପରେ ଜଜ୍‌ କଲେ ଏମିତି…

ନୂଆଦିଲ୍ଲୀ,୧୪ା୧୧: ସୁପ୍ରିମକୋର୍ଟଙ୍କଠାରୁ ହ୍ବାଟ୍ସଆପ୍‌କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟରେ ଏକ ପିଟିଶନ ଆସିଥିଲା। ଯେଉଁଥିରେ ହ୍ବାଟ୍ସଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଏହି ମାମଲାର ଶୁଣାଣି ପାଇଁ ଦୁଇଜଣ ବିଚାରପତିଙ୍କ ଏକ ବେଞ୍ଚ ବସିଥିଲା। ଏହି ଯୁକ୍ତି ଶୁଣିବା…

କୋଚିଂ ସେଣ୍ଟରଗୁଡିକ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଏଣିକି ବିନା…

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କୋଚିଂ ସେଣ୍ଟର ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ତଥା ପ୍ରତାରଣାକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରମାନଙ୍କୁ ଯେକୌଣସି ପ୍ରକାରର…

ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା, ବାମ ଆଖିର ଅପରେଶନ କରିଦେଲେ ଡାକ୍ତର

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ ଡାକ୍ତରଙ୍କ ଅବହେଳାର ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡାକ୍ତରଖାନାରେ ବାମ ଆଖିର ଚିକିତ୍ସା କରାଇବାକୁ ଆସିଥିବା ୭ ବର୍ଷୀୟ ନାବାଳକଙ୍କୁ ଚେତାଶୂନ୍ୟ କରି ତାଙ୍କ ଡାହାଣ ଆଖି ଅପରେଶନ କରି ଦିଆଯାଇଛି।…

ଏଥର ବି ଫେଲ୍‌ ମାରିବ ‘ରାହୁଲ ବାବାଙ୍କ’ ବିମାନ: ବର୍ଷିଲେ ଅମିତ ଶାହା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ନେତା ସୋନିଆ ଗାନ୍ଧୀଙ୍କ ଉପରେ ଖୋଳତାଡ଼ କରି କହିଛନ୍ତି ଯେ ମହାରାଷ୍ଟ୍ରର ନିର୍ବାଚନ ଯୁଦ୍ଧକ୍ଷେତ୍ରରେ ‘ରାହୁଲ ବାବାଙ୍କ’ ବିମାନ ପୁଣି ଥରେ ଖସିପଡ଼ିବ।…

ପୁଣି ଭାଜପା ସହ ଯିବେ କି ଉଦ୍ଧବ ଠାକ୍‌ରେ: ନିର୍ବାଚନ ପୂର୍ବରୁ କହିଦେଲେ ମନର କଥା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା(ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେ ଭାଜପା ସହ ମେଣ୍ଟ ସମ୍ଭାବନା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି। କୌଣସି ପରିସ୍ଥିତିରେ ସେ ଭାଜପା ସହ ଯିବେ ନାହିଁ ବୋଲି ଉଦ୍ଧବ ଠାକରେ କହିଛନ୍ତି।…

ପୁରୋହିତ ମନ୍ତ୍ର ପଢ଼ିଲେ, ହେଲେ ବିବାହ ନ କରି କେବଳ ୪୯୦୦୦ ଦେଇଦେବାକୁ କହିଲେ ବରକନ୍ୟା; କାରଣ ଜାଣିଲେ…

ଉଜୈନ,୧୪।୧୧: ସଜବାଜ ହୋଇ ମଣ୍ଡପରେ ବସିଲେ। ପୁରୋହିତ ମନ୍ତ୍ର ବି ପଢ଼ିଲେ। ହେଲେ ବର ସିନ୍ଦୁର ପିନ୍ଧାଇଲେନି କିମ୍ବା ହାତଗଣ୍ଠି ପଡ଼ିଲାନି। କେବଳ ଏତିକି ନୁହେଁ ବର-ବଧୂ ଦୁହେଁ ୪୯୦୦୦ ଟଙ୍କା ଦିଅ ବୋଲି ଅଡ଼ି ବସିଲେ। ଏଭଳି ଏକ ଘଟଣା…

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ପ୍ରଚାର ପାଇଁ ଆସିନାହାନ୍ତି…

ଯୋଗୀ ସରକାରଙ୍କ ବୁଲ୍‌ଡୋଜର୍‌ ସବୁଦିନ ପାଇଁ ଗ୍ୟାରେଜକୁ ଗଲା: ଅଖିଳେଶ ଯାଦବ

ଲକ୍ଷ୍ନୌ,୧୪।୧୧: ଉତ୍ତରପ୍ରଦେଶ ସରକାରଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଟାକ୍ଷ କରିଛନ୍ତି। ଯେଉଁ ଲୋକ ଘର ଭାଙ୍ଗିବା ଜାଣନ୍ତି ତାଙ୍କଠାରୁ ଆପଣ…

ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ମିଳିବ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୪।୧୧: ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କ ଆଦାନୀ ଗ୍ରୁପ ମାଧ୍ୟମରେ ଆମେରିକାରେ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ଘୋଷଣା କରିଛନ୍ତି। ଆମେରିକାରେ ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri