ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ
ନୂଆଦିଲ୍ଲୀ,୧୬ା୧୨: ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ଟାର୍ଗେଟ କରିବା ପାଇଁ…
ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା
ନୂଆଦିଲ୍ଲୀ,୧୬।୧୨: ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ ସହରର ମୁଖ୍ୟସ୍ଥାନ ମାନଙ୍କରେ ଭିକ୍ଷାବୃତି ଉପରେ କଟକଣା ଲଗାଉଛନ୍ତି। ଏପରି ଏକ ଖବର ଆସିଛି…
ଯୁବବର୍ଗଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ,୧୬।୧୨: ଦେଶର ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ଉପରେ ସୋମବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଯୁବକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଡ୍ରଗ୍ସ ଗ୍ରହଣ କରିବା ଆଦୌ ଠିକ୍ ନୁହେଁ। ଡ୍ରଗ୍ସ ଚୋରା ଚାଲାଣ ଅଭିଯୁକ୍ତ ଅଙ୍କୁଷ…
ଶାହରୁଖ ଖାନ୍ଙ୍କୁ ଏମିତି ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ..ସମସ୍ତେ ହସିଲେ
ନୂଆଦିଲ୍ଳୀ,୧୬।୧୨: ବଲିଉଡର କିଙ୍ଗ ଶାହାରୁଖ ଖାନ ସାଧାରଣତଃ ରାଜନୀତିରୁ ଦୂରେଇ ରୁହନ୍ତି କିନ୍ତୁ ଥରେ ରାହୁଲ ଗାନ୍ଧୀ ଶାହାରୁଖ ଖାନଙ୍କୁ ରାଜନେତାମାନଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ଯାହାକୁ ଶାହାରୁଖ ଖାନ ଏକ ଭିନ୍ନ ଢଙ୍ଗରେ ଉତ୍ତର ଦେଇଥିଲେ। ଶାହାରୁଖ ଏବଂ…
ମୁଖ୍ୟମନ୍ତ୍ରୀ ହେବା ପରେ ଓଲଟି ଗଲେ ଓମାର ଅବଦୁଲ୍ଲା? କହିଲେ କଂଗ୍ରେସ ଶେୟାର କରିଛି ପୁରୁଣା ଭିଡିଓ
ଶ୍ରୀନଗର,୧୬।୧୨: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଉପରେ ବିବୃତ୍ତି ଦେଇ କଂଗ୍ରେସର ଟେନସନକୁ ବଢାଇ ଦେଇଛନ୍ତି। ଓମାର ଅବଦୁଲ୍ଲାଙ୍କ ବିବୃତ୍ତି ପରେ କଂଗ୍ରେସ ପୁଣିଥରେ କହିଛି ଯେ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ହେବା ପରେ…
ଫଡନଭିସଙ୍କ ଟିମ୍ର ମନ୍ତ୍ରୀଙ୍କ ଉପରେ ଇଡି ରେଡ, ଲାଗିଲା ଭ୍ରଷ୍ଟାଚାରର ଅଭିଯୋଗ
ମୁମ୍ବାଇ,୧୬।୧୨: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସଙ୍କ ସରକାରର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଅନେକ ଦିନର ଦଳାଚକଟା ବା ମନ୍ଥନ ପରେ ମନ୍ତ୍ରୀଙ୍କ ନାମ ଅନୁମୋଦନ ହେଲା ଏବଂ ଶୀଘ୍ର ସେମାନଙ୍କୁ ବିଭାଗ ବଣ୍ଟନ କରାଯିବ। ତେବେ, ଫଡନଭିସ ଦଳର ନୂତନ ଭାବେ ନିଯୁକ୍ତ…
ଜାତିଗତ ଭେଦଭାବର ଶିକାର ହେଲେ ଏମ୍ପି ଇଲାୟାରାଜା: ମନ୍ଦିରର ଗର୍ଭଗୃହରେ ପ୍ରବେଶ କରାଇଦେଲେନି ପୂଜକ
ନୂଆଦିଲ୍ଲୀ,୧୬।୧୨: ଭାରତ ବିକାଶର ନୂତନ ଉଚ୍ଚତାକୁ କ୍ରମାଗତ ଭାବରେ ସ୍ପର୍ଶ କରୁଛି। ଆଜି ଭାରତ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି। ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ଏହା ପରେ ମଧ୍ୟ ଦେଶର ଲୋକଙ୍କୁ ଜାତିଗତ ଭେଦଭାବର ସମ୍ମୁଖୀନ ହେବାକୁ ପଡିବ।…
ନୂଆବର୍ଷରେ ଭାରତକୁ ବଡ଼ ଉପହାର ଦେବେ ପୁଟିନ୍!
ନୂଆଦିଲ୍ଳୀ,୧୬।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପୂର୍ବ ଅପେକ୍ଷା ଭଲ ଏବଂ…
ଗ୍ରାମୀରୁ ଆରମ୍ଭ କରି ପଦ୍ମଭୂଷଣ ପର୍ଯ୍ୟନ୍ତ ପୁରସ୍କାର ଜିତିଥିଲେ ତବଲା ବାଦକ ଜାକିର ହୁସେନ୍
ନୂଆଦିଲ୍ଳୀ,୧୬।୧୨: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ସେ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ଡାକ୍ତରଖାନାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଏଠାରେ ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କ ପରିବାର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା…
କେବେ ମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାର? ଏନସିପି ମୁଖିଆଙ୍କ ଉତ୍ତରରେ…
ମୁମ୍ବାଇ,୧୬।୧୨: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତୀ ସଂଖ୍ୟାଗରିଷ୍ଠତା ହାସଲ କରିବାର ପ୍ରାୟ ୨୩ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟ ପ୍ରସ୍ତୁତ ହୋଇଛି। ରବିବାର (ଡିସେମ୍ବର୧୫) ନାଗପୁରରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଥିଲା ଯେଉଁଥିରେ ୩୯ ମନ୍ତ୍ରୀ ଶପଥ…
ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା
ଗାନ୍ଧୀନଗର, ୧୬।୧୨: ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ ହତ୍ୟା କରିଛନ୍ତି। ଗତ ୧୦ରେ ଅହମଦାବାଦ ନିବାସୀ ଭାବିକ ଓ ଗାନ୍ଧୀନଗର ନିବାସୀ ପାୟଲଙ୍କର…
ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା
ପାଟନା,୧୬ା୧୨: ବିହାରର ମୁଜାଫରପୁରରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଲୋକେ ଲୋକେ ପିଟି ମାରିଦେଇଛନ୍ତି। ଅଭିଯୁକ୍ତ ଶମ୍ଭୁ ଶାହନି ନିଜ ଭୁଲ୍ ପାଇଁ ବାରମ୍ବାର କ୍ଷମା ମାଗିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣି ନ ଥିଲେ। ତାଙ୍କ ଗୋଡ଼କୁ ଏକ ଅଟୋରେ…
Archives


