ଜାତୀୟ

ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା

ମୁମ୍ବାଇ,୧୧ା୧:ଭାରତୀୟ ଟଙ୍କା ଶୁକ୍ରବାର ତଳକୁ ଖସିବାର ସର୍ବକାଳୀନ ରେକର୍ଡ ପୁଣି ଭାଙ୍ଗିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୫.୯୭ ଟଙ୍କା ରହିଛି। ଗୁରୁବାର ସେସନ୍‌ରେ ଏହା ୮୫.୯୩ ଟଙ୍କା ରହିଥିବାବେଳେ ଆମେରିକା ଲେବର ମାର୍କେଟ ଡେଟା ଆସିବା ପୂର୍ବରୁ…

ସାମ୍ବାଦିକ ସମ୍ପୂର୍ଣ୍ଣ ପରିବାରକୁ ନିର୍ମମ ହତ୍ୟା: ବାପା, ମା’ ଭାଇଙ୍କୁ କୁରାଢ଼ିରେ କାଟିଲେ

ନୂଆଦିଲ୍ଲୀ,୧୦।୧: ଛତିଶଗଡ଼ରେ ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟା ମାମଲା ଏପର୍ଯ୍ୟନ୍ତ ଶାନ୍ତ ହୋଇ ନଥିଲା, ଏବେ ଆଉ ଜଣେ ସାମ୍ବାଦିକଙ୍କ ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରାଯାଇଛି। ଶୁକ୍ରବାର ସୁରଜପୁର ଜିଲାରେ ସମ୍ପତ୍ତି ବିବାଦ ଯୋଗୁଁ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର ସନ୍ତୋଷ…

ସ୍ତ୍ରୀଙ୍କ ନାମରେ FD କଲେ ଖାଲି ଟିକସ ବଞ୍ଚିବ, ହେଲେ ମା’ଙ୍କ ନାମରେ କଲେ ହେବେ ମାଲାମାଲ…

ନୂଆଦିଲ୍ଲୀ,୧୦।୧: ଯେତେବେଳେ ସୁରକ୍ଷିତ ଉପାୟରେ ଭଲ ଟଙ୍କା ରୋଜଗାର କରିବାର ଚିନ୍ତା ମନକୁ ଆସେ, ପ୍ରଥମେ ମନକୁ ଆସେ ସ୍ଥିର ଜମା (FD) ଯୋଜନା। ବର୍ତ୍ତମାନ ଦେଶରେ ବିଭିନ୍ନ FD ଯୋଜନାରେ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି, ଯାହା ହେତୁ ଲୋକମାନେ…

ଯେଉଁମାନେ ଉପକୃତ ହୋଇ ସାରିଛନ୍ତି ସେମାନଙ୍କୁ ସଂରକ୍ଷଣରୁ ବାଦ ଦେବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ର ଯେଉଁମାନେ ସଂରକ୍ଷଣ ସୁବିଧା ପାଇଛନ୍ତି ଏବଂ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାର ସ୍ଥିତିରେ ଅଛନ୍ତି, ସେମାନଙ୍କୁ ସଂରକ୍ଷଣ ପରିସରରୁ ବାଦ ଦିଆଯିବା ଉଚିତ…

ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ନୁହେଁ? ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ିଲା… 

ନୂଆଦିଲ୍ଲୀ,୧୦।୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।…

ଏମିତି ବି ଆସେ ମୃତ୍ୟୁ: ସ୍କୁଲରେ ହେଲା ହୃଦ୍‌ଘାତ, ୮ ସେକେଣ୍ଡ ମଧ୍ୟରେ ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଅହମ୍ମଦାବାଦ,୧୦।୧: ଗୁଜରାଟର ଅହମ୍ମଦାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ପରିସରରେ ଜଣେ ଛାତ୍ରୀ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା ପରେ ଭାବବିହ୍ବଳ କରୁଛି। ନିଜ ବ୍ୟାଗ୍‌ ଏବଂ ଟିଫିନ୍‌ ବାକ୍ସ ଧରି ପିଲାଟି କୋରିଡରରେ…

ଆଶ୍ଚର୍ଯ୍ୟ, ହେଲମେଟ ନ ପିନ୍ଧି ଚାଲିବାରୁ ବ୍ୟକ୍ତିଙ୍କର ୩୦୦ ଟଙ୍କା ପୋଲିସ କାଟିଲା ଜୋରିମାନା

ମଧ୍ୟପ୍ରଦେଶ,୧୦।୧: ମଧ୍ୟପ୍ରଦେଶ ପନ୍ନା ଜିଲାରୁ ଏକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧିଥିବାରୁ ପୋଲିସ ତାଙ୍କ ଉପରେ ୩୦୦ ଟଙ୍କା ଜୋରିମାନା ଲଗାଇଛି। ଏହିଘଟଣା ପରେ ପୀଡିତ ବ୍ୟକ୍ତି ଜଣକ…

କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ରାଜି ହେଲେ ହେମନ୍ତ ସୋରେନ

ରାଞ୍ଚି,୧୦।୧: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକ ବୈଠକରେ, ମୁଖ୍ୟମନ୍ତ୍ରୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏକାଠି ଆଗକୁ ବଢ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି…

କିଏ ସେହି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରନ୍ତି, ମୋଦି କହିଲେ ଏବେ ଏମିତି ମୋତେ ଡାକିବାକୁ କେହି…

ନୂଆଦିଲ୍ଲୀ,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଡ୍‌କାଷ୍ଟରେ ତାଙ୍କ ପିଲାଦିନ ଏବଂ ପିଲାଦିନର ବନ୍ଧୁମାନଙ୍କ ବିଷୟରେ କିଛି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ଏବେ ତାଙ୍କୁ ‘ତୁ’ ବୋଲି ସମ୍ବୋଧନ କରିବା ଲୋକ କେହି ନାହାନ୍ତି। ନିଖିଲ କାମତଙ୍କ ସହ…

ଉଦ୍‌ଯାପନୀ ସମାରୋହରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି। ୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା…

ଦ୍ୱିତୀୟ ଇନିଂସ ଆରମ୍ଭ କଲେ ରଘୁବର, ସକ୍ରିୟ ରାଜନୀତିକୁ ଫେରିଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ

ରାଞ୍ଚି,୧୦।୧: ସମ୍ପ୍ରତି ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆନୁଷ୍ଠାନିକ ଭାବରେ ସକ୍ରିୟ ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଶୁକ୍ରବାର ରାଞ୍ଚିରେ ହଜାର ହଜାର ସମର୍ଥକ ଏବଂ ଦଳର ରାଜ୍ୟ ୟୁନିଟର ପ୍ରମୁଖ ନେତାଙ୍କ…

ଦେଶରେ ବଢୁଛି HMPV ସଂକ୍ରମିତଙ୍କ ସଂଖ୍ୟା, ୮ ବର୍ଷର ଶିଶୁଙ୍କ ନମୁନା ପଜିଟିଭ

ହିମ୍ମତନଗର,୧୦।୧: ଦେଶରେ ମାନବ ମେଟାପନ୍ୟୁମୋଭାଇରସ (HMPV) ମାମଲା ନିରନ୍ତର ବୃଦ୍ଧି ପାଉଛି। ଗୁଜୁରାଟର ସାବରକଣ୍ଠାରେ ଜଣେ ୮ ବର୍ଷର ଶିଶୁ HMPV ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କେବଳ ଗୁଜରାଟରେ ତିନୋଟି ମାମଲା ରିପୋର୍ଟ ହୋଇଛି। ରାଜ୍ୟ ସରକାର ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri