ଜାତୀୟ

ଓଡ଼ିଆ ଛାତ୍ରୀ ଗଣବଳାତ୍କାର ଘଟଣା: ବୟଫ୍ରେଣ୍ଡଙ୍କୁ ଗିରଫ କଲା ପୋଲିସ, ସେହି ଦିନ ହିଁ…

କୋଲକାତା,୧୪ା୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ସେହିଦିନ ବୟଫ୍ରେଣ୍ଡ ଯୁବତୀଙ୍କୁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ୍‌...

ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୧୦ରୁ ଅଧିକ ଯାତ୍ରୀ

ଜୟପୁର,୧୪ା୧୦: ମଙ୍ଗଳବାର ରାଜସ୍ଥାନର ଜୈସଲମେରରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ଫଳରେ ୧୦ରୁ ୧୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଜୈସଲମେରରୁ ଯୋଧପୁର ଯାଉଥିବା ବସ୍‌ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ରିପୋର୍ଟ ଅନୁଯାୟୀ, ବସ୍‌ରେ...

ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପ୍ରତାପ ଷଡ଼ଙ୍ଗୀ, ପୀଡ଼ିତାଙ୍କ ପରିବାରକୁ ଭେଟି…

କୋଲକାତା,୧୪ା୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାରେ ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପହଞ୍ଚିଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ। ତାଙ୍କ ସହ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ମଧ୍ୟ ଅଛନ୍ତି। ନନା ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା...

ଭାଜପାର ପ୍ରଥମ ତାଲିକାରେ ସବୁ ବର୍ଗକୁ ସାମିଲ, ଜାଣନ୍ତୁ କେଉଁଥିରୁ କେତେ…

ପାଟ୍‌ନା,୧୪ା୧୦: ଭାରତୀୟ ଜନତା ପାର୍ଟି ମଙ୍ଗଳବାର ବିହାର ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଭାଜପା ପ୍ରଥମ ତାଲିକାରେ ଏହାର ଅଧିକାଂଶ ପୂର୍ବତନ ବିଧାୟକ ଏବଂ...

ସ୍କୁଲ ଛୁଟି ଘୋଷଣା କଲେ ସରକାର: ଜାଣନ୍ତୁ କେଉଁ ରାଜ୍ୟରେ କେତେ ଦିନ…

ନୂଆଦିଲ୍ଲୀ,୧୪ା୧୦: ଅକ୍ଟୋବର ମାସଟି ଭାରତରେ ପାର୍ବଣର ଋତୁ ଆଣିଥାଏ। ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ସ୍କୁଲ କେବେ ବନ୍ଦ ରହିବ… ଏବର୍ଷ ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ଯୋଗୁ...

‘ଟଣାଓଟରା କଲେ, ଫୋନ ଛଡାଇନେଲେ ତା’ପରେ…’ ସେହି କାଳ ରାତିର କଥା ବଖାଣିଲେ ପଶ୍ଚିମବଙ୍ଗ ବଳାତ୍କାର ପୀଡିତା

କୋଲକାତା, ୧୪।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜ ନିକଟରେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ବ୍ୟାପକ କ୍ରୋଧ ଏବଂ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ଘଟଣା ପରେ ପୋଲିସ...

ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଜନତା ପାର୍ଟି ମଙ୍ଗଳବାର ବିହାର ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କରିଛି। ତାଲିକା ଅନୁଯାୟୀ ନନ୍ଦ କିଶୋର ଯାଦବଙ୍କ ଟିକେଟ ଦିଆଯାଇନାହିଁ। ଏହି ତାଲିକାରେ ମୋଟ ୭୧ ଜଣ ପ୍ରାର୍ଥୀ ନାମିତ ହୋଇଛନ୍ତି। ଏନଡିଏ ଆସନ...

Google CEO ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା: ଭାରତରେ ହେବ…

ନୂଆଦିଲ୍ଲୀ,୧୪।୧୦: ଗୁଗଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ହବ୍‌ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପାଇଁ କମ୍ପାନୀ ୧୫ ବିଲିୟନ ଡଲାର ନିବେଶ କରିବ। ପିଚାଇ...

କୋର୍ଟ ପରିସରରେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ, ଲୋକେ ଭୟଭୀତ

ପିଲଭୀତ,୧୪।୧୦: ଉତ୍ତର ପ୍ରଦେଶର ପିଲିଭୀତ କୋର୍ଟ ପରିସରରେ ମଙ୍ଗଳବାର ସକାଳେ ଜଣେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ରକ୍ଷା କରିବାକୁ ଆସିଥିବା ଇନ୍ସପେକ୍ଟର ମଧ୍ୟ ଏଥିରେ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ଆକ୍ରମଣରେ ପୋଲିସ ଦୁଇ...

ଏମାନଙ୍କ ଖାତାକୁ ଆସିବନି ପିଏମ୍‌ କିଷାନର ୨୧ତମ କିସ୍ତି, ଲିଷ୍ଟରେ ଆପଣଙ୍କ ନାଁ ଅଛି କି? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୧୪।୧୦: ଦେଶରେ ଲକ୍ଷ ଲକ୍ଷ ଚାଷୀ ବାସ କରନ୍ତି। କିନ୍ତୁ, ସେମାନଙ୍କ ମଧ୍ୟରୁ ଅନେକ ଚାଷ କରି ବହୁତ ରୋଜଗାର କରିପାରନ୍ତି ନାହିଁ। ଏହି ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ...

ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ସେନା ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ଲକ୍ଷ୍ନୌ କୋର୍ଟର ଶୁଣାଣି ଉପରେ ରହିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୧୦: ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ଏହି ମାମଲା ୨୦୨୨ ମସିହାରେ କଂଗ୍ରେସ ଦଳର ଭାରତ ଯୋଡୋ...

ଏହି ୩ କଫ୍‌ ସିରପ୍‌ ବିଷ ସଦୃଶ: ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ,୧୪।୧୦: ଭାରତରେ ବିଷାକ୍ତ କଫ ସିରପ ଯୋଗୁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁୁ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ବିଷୟକୁ ଧ୍ୟାନ ଦେଇଛି। କୋଲଡରିଫ ସମେତ ତିନୋଟି ଔଷଧ କମ୍ପାନୀକୁ ସେମାନଙ୍କର କଫ ସିରପ ସମ୍ପର୍କରେ ଚେତାବନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri