Cyclone Alert: ମାଡିଆସୁଛି ବାତ୍ୟା; ରାଜ୍ୟ ପାଇଁ ଜାରି ହେଲା ଆଲର୍ଟ, ଏହିସବୁ ସ୍ଥାନରେ ପ୍ରବଳ ବର୍ଷା
ନୂଆଦିଲ୍ଲୀ,୬।୨: ଫେବୃଆରୀ ମାସ ଆରମ୍ଭରୁ ଟାଇଁ ଟାଇଁ ଖରା। ଖରାଦିନ ଭଳି ସିଝିଲାଣି ପୁରା ରାଜ୍ୟ। କେବଳ ଓଡ଼ିଶା ନୁହେଁ ଅନେକ ରାଜ୍ୟରେ ମଧ୍ୟ ପ୍ରଚଣ୍ଡ ଖରା ଅନୁଭୂତ ହେଲାଣି। ତେବେ ଏହାରି ଭିତରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ…
ଏହା ମୋଦି ଲହର…ଦିଲ୍ଲୀର Exit Poll ଦେଖି ଗଦଗଦ ଭାଜପା ଶିବିର, ଏଭଳି ବୟାନ ଦେଉଛନ୍ତି…
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ୍ ଆସିସାରିଛି। ଆକଳନ ଅନୁଯାୟୀ, ଅଧିକାଂଶ ଏକଜିଟ୍ ପୋଲ୍ରେ ଭାଜପା ସରକାର ଗଠନ କରୁଥିବା ଦେଖାଯାଉଛି। ଏକଜିଟ୍ ପୋଲ୍ ଫଳାଫଳକୁ ନେଇ ଭାଜପା ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ବୋଲି…
Exit Poll: ଦିଲ୍ଲୀରେ ପୁଣି ସରକାର ଗଢ଼ିବ AAP, ଏହି ଦୁଇ ସର୍ଭେରୁ ମିଳିଲା ଖୁସିଖବର…
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ପରେ ଏକଜିଟ୍ ପୋଲ୍ ଆକଳନ ପ୍ରକାଶ ପାଇଛି। ସର୍ଭେରେ ନିର୍ବାଚନ କିଏ ଜିତିବ ସେନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। କିଛି ସର୍ଭେରେ ଭାଜପାକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି…
ଅସହ୍ୟ ହେଲାଣି ଆର୍ଥିକ ସଙ୍କଟ, ଭାରତ ସହିତ ସମସ୍ତ ସମସ୍ୟାର ସମାଧାନ ଚାହୁଁଛି ପାକିସ୍ତାନ
ନୂଆଦିଲ୍ଲୀ,୫ା୨: ପାକିସ୍ତାନ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର କହିଛନ୍ତି ଯେ ପାକିସ୍ତାନ ଭାରତ ସହିତ କାଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ତାଙ୍କ ଦେଶ କାଶ୍ମୀର…
Exit Poll Delhi Election: ଦିଲ୍ଲୀରେ ଭାଜପା ଲହର, ୮ ଏକ୍ଜିଟ୍ ପୋଲ୍ରେ ବହୁମତ, ରେସ୍ ବାହାରେ AAP
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ବୁଧବାର ଇଭିଏମ୍ରେ କଏଦ ହୋଇଛି। ସା ୫ଟା ସୁଦ୍ଧା ଦିଲ୍ଲୀରେ ୫୭.୭୦ ପ୍ରତିଶତ ମତଦାନ ହୋଇଛି। ଫେବୃଆରୀ ୮ରେ ଏହି ନିର୍ବାଚନର ଫଳାଫଳ ଘୋଷଣା…
ଅଣହିନ୍ଦୁ କର୍ମଚାରୀଙ୍କୁ ନିଲମ୍ବନ କଲା ତିରୁପତି ମନ୍ଦିର କମିଟି
ତିରୁପତି,୫ା୨: ଭାରତରେ ପ୍ରମୁଖ ହିନ୍ଦୁ ଧର୍ମସ୍ଥଳୀ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଅନ୍ୟତମ। କିଛିଦିନ ତଳେ ଏଠାରେ ମିଳୁଥିବା ଲଡ଼ୁରେ ଗୋମାଂସ ଚର୍ବି ଅଂଶ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଥିଲା। ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ…
Delhi Exit Poll: ଏକଜିଟ୍ ପୋଲ ଆସୁଆସୁ କେଜରିଓ୍ବାଲଙ୍କୁ ଶକ୍ତ ଝଟ୍କା, ମେଣ୍ଟ ହେଲା କାଳ! ପୋଛି ନେଇଯିବ…
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ର୍ନିବାଚନ ପାଇଁ ମତଦାନ ଏବେ ଶେଷ ହୋଇଛି । ବର୍ତ୍ତମାନ ଏକଜିଟ ପୋଲ ଆକଳନ ଆସିବା ଆରମ୍ଭ ହୋଇଛି। ଏକଜିଟ ପୋଲ ଆସୁଆସୁ ପ୍ରଥମେ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଥିବା ପରି…
Delhi Exit Poll: ଦିଲ୍ଲୀ ଦଙ୍ଗଲରେ ଇଏ କରିବେ ବାଜିମାତ୍, ମିଳିଲା ବଡ଼ ସଙ୍କେତ
ନୂଆଦିଲ୍ଲୀ,୫।୨: ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ନା ନରେନ୍ଦ୍ର ମୋଦିଙ୍କ ଭାଜପା… କିଏ ଦଖଲ କରିବ ଦିଲ୍ଲୀ ଚୌକି। ଦିଲ୍ଲୀ ବିଧାନସଭାର ୭୦ଟି ଆସନରେ କିଏ ଜିତିବ ସେ ସମ୍ପର୍କରେ ଏକଜିଟ ପୋଲର ଭିନ୍ନ ଭିନ୍ନ ଫଳାଫଳ ଆସୁଛି। ଭୋଟ…
ଚେନ୍ନାଇରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଛୁରୀ ଦେଖାଇ ଚଳନ୍ତା ଅଟୋରେ ଯୌନ ନିର୍ଯାତନା
ଚେନ୍ନାଇ,୫ା୨: ସୋମବାର ବିଳମ୍ବିତ ରାତିରେ ଚେନ୍ନାଇରେ ଏକ ଚଳନ୍ତା ଅଟୋରିକ୍ସାରେ ଜଣେ 18 ବର୍ଷୀୟ ପ୍ରବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ଅପରାଧ ସ୍ଥାନ ନିକଟରେ ଥିବା CCTV ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ…
ମାତ୍ର ଏତିକି ଟଙ୍କା ଦେଲେ ବର୍ଷସାରା ଟୋଲ୍ ଛାଡ, ଲାଇଫଟାଇମ ପାସ୍ ପାଇଁ ଖର୍ଚ୍ଚ କରିବେ…
ନୂଆଦିଲ୍ଲୀ,୫।୨: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। ସରକାର ଖୁବଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି ମାଲିକମାନଙ୍କୁ ଆଉ ଏକ ଉପହାର ଦେଇପାରନ୍ତି। ସରକାର ଏକ ବାର୍ଷିକ ଟୋଲ ପାସ…
DA Hike: ସରକାରୀ କର୍ମଚାରୀ-ପେନଶନଭୋଗୀଙ୍କୁ ବଡ଼ ଭେଟି ଦେବେ ସରକାର, ୯୦୦୦ଟଙ୍କା ପେନଶନ ପାଉଥିଲେ ବଢିଯିବ ଏତେ…
ନୂଆଦିଲ୍ଲୀ,୫।୨: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର! 7th Pay Commission ଅନୁଯାୟୀ, ଜାନୁଆରୀ ୨୦୨୫ରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୩ ରୁ ୪% ବୃଦ୍ଧି ପାଇପାରେ। ଏହା ପରେ DA ହାର…
୨୦୨୯ ପର୍ଯ୍ୟନ୍ତ ଚାଲିପାରିବ ନାହିଁ ମୋଦି ସରକାର: ବଡ଼ ଭବିଷ୍ୟବାଣୀ କଲେ ବରିଷ୍ଠ ନେତା
ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ ନେଇ କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀ ଦଳରେ ବସିଥିବା ଦେଖିଲେ ହିଁ ତାଙ୍କର…
Archives


