ଶାହା-ନଡ୍ଡାଙ୍କ ମଧ୍ୟରେ ଅଧ ଘଣ୍ଟାର ବୈଠକ, ପ୍ରତି ମୁହୂର୍ତ୍ତରେ ଆସୁଛି ଟୁଇଷ୍ଟ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବୁଧବାର ସାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ଏହି ବୈଠକ ଦଳର ଦିଲ୍ଲୀ ୟୁନିଟର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ…
ଆସିଲା ଚିଫ୍ ଗେଷ୍ଟଙ୍କ ତାଲିକା, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବ ଭବ୍ୟ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର ଅତିଥି ତାଲିକା ଆସିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାଜପା ବିଭିନ୍ନ ରାଜ୍ୟର ନିଜ ସରକାରଙ୍କ ମୋଟ ୨୦ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ଏଥିରେ ଉତ୍ତର ପ୍ରଦେଶରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀମାନେ…
ସଙ୍ଗମ ଜଳ ପ୍ରଦୂଷଣ ନେଇ ୟୁପି ସରକାରଙ୍କୁ ଭର୍ତ୍ସନା କଲେ NGT, ଗୋଟିଏ ସପ୍ତାହ ମଧ୍ୟରେ ମାଗିଲେ ରିପୋର୍ଟ
ନୂଆଦିଲ୍ଲୀ,୧୯।୨: ପ୍ରୟାଗରାଜର ସଙ୍ଗମରେ ପ୍ରଦୂଷିତ ଜଳ ପ୍ରସଙ୍ଗରେ ବୁଧବାର, ଫେବୃଆରୀ ୧୯, ୨୦୨୫ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ଶୁଣାଣି ହୋଇଥିଲା। ଏନଜିଟି ଏହି ମାମଲାରେ ପ୍ରଶ୍ନ ଉଠାଇଥିଲେ ଏବଂ ୟୁପି ସରକାରଙ୍କ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ଏବେ…
ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି
ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ୨୦୨୪ରେ ବନ୍ୟା, ଆକସ୍ମିକ…
Bsnl Offers: ଆସିଲା ବମ୍ପର ଅଫର୍, ମାତ୍ର ୬ଟଙ୍କାରେ ଅନଲିମିଡେଟ କଲ୍-୨ଜିବି ଡାଟା, ୨୦୨୬ ଯାଏ କରିବାକୁ ପଡିବନି ଆଉ ରିଚାର୍ଜ
ନୂଆଦିଲ୍ଲୀ,୧୯।୨: ଆଜିକାଲି ମହଙ୍ଗା ରିଚାର୍ଜ ପ୍ଲାନ ମୋବାଇଲ ବ୍ୟବହାରକାରୀଙ୍କ ପକେଟ ଉପରେ ବୋଝ ବଢାଉଛି। ଗତ ବର୍ଷର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଇଛି। ଏବେ କମ୍ପାନୀଗୁଡ଼ିକ ଅଧିକ ଟଙ୍କା ପାଇଁ କମ ବୈଧତା ଏବଂ ସୁବିଧା ପ୍ରଦାନ କରୁଛନ୍ତି। ସରକାରୀ ଟେଲିକମ…
ମୁଖ୍ୟମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, ଦିଲ୍ଲୀରେ ୨ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କଲା ଭାଜପା!
ନୂଆଦିଲ୍ଲୀ,୧୯।୨: ରାଜଧାନୀ ଦିଲ୍ଲୀରେ ଭାଜପା ଏବେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଫାଇନାଲ କରିନାହିଁ। ଏପଟେ କିନ୍ତୁ ଚର୍ଚ୍ଚା ହେଲାଣି ଏଠି ୨ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ ଭାଜପା। ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର ଭଳି ଦଳ…
‘ବଡ଼ ଓକିଲଙ୍କ ନାଁ ନେଲେ ଶୁଣାଣି ସ୍ଥଗିତ କରି ହେବନି,’କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯।୨: ବୁଧବାର ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ, ଜଣେ ବରିଷ୍ଠ ଓକିଲ ଶୁଣାଣିରେ ଯୋଗ ଦେବାକୁ ଯାଉଥିବାରୁ ଓକିଲ ଖଣ୍ଡପୀଠକୁ ଶୁଣାଣି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଏହା ଉପରେ ଖଣ୍ଡପୀଠ ଓକିଲଙ୍କୁ ଭର୍ତ୍ସନା କରି କଡ଼ା ମନ୍ତବ୍ୟ ଦେଇଥିଲେ…
ଆସିଲା PM Kisan ଲିଷ୍ଟ, ଆଉ ୫ଦିନ ପରେ ଏମାନଙ୍କ ଖାତାକୁ ଯିବ ଟଙ୍କା…
ନୂଆଦିଲ୍ଲୀ,୧୯।୨: ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଆରମ୍ଭ କରିଥିଲେ। ଏହାରି ଭିତରେ ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି। ଆଉ ପାଞ୍ଚ ଦିନ ପରେ,…
ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସହ ହେବ ଜୋର ପବନ, ସତର୍କ କରାଇଲା…
ନୂଆଦିଲ୍ଲୀ,୧୯।୨: ସାରା ଦେଶରେ ପାଗ ପୁଣି ଥରେ ପରିବର୍ତ୍ତନ ହେଉଛି। ଅନେକ ରାଜ୍ୟରେ ପଶ୍ଚିମୀ ଝଡ ସକ୍ରିୟ ହୋଇଛି, ଯାହା ଫଳରେ ଉତ୍ତର-ପୂର୍ବ ଏବଂ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ଯୋଗୁ ଅରୁଣାଚଳ, ମେଘାଳୟ, ଆସାମ, ତ୍ରିପୁରା, ନାଗାଲ୍ୟାଣ୍ଡ,…
Maha Kumbh ପାଣିରେ ହାନିକାରକ ଜୀବାଣୁ, ହୋଇପାରେ ଏସବୁ ସାଂଘାତିକ ରୋଗ!
ନୂଆଦିଲ୍ଲୀ,୧୯।୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ କହିଛି ଯେ କୁମ୍ଭମେଳା ହେଉଥିବା ଗଙ୍ଗାପାଣିରେ ଏକ କ୍ଷତିକାରକ ଜୀବାଣୁର ଅଂଶ ଅଧିକ ପରିମାଣରେ ମିଳିଛି। ଏଥିରେ ‘Faecal Bacteria ’ ଜୀବାଣୁର ସ୍ତର ପ୍ରତି…
Cancer Vaccine: ଖୁସି ଖବର: ଖୁବ୍ଶୀଘ୍ର ବଜାରକୁ ଆସିବ ‘କ୍ୟାନ୍ସର’ ଟିକା, ମନ୍ତ୍ରୀ ଦେଲେ ସୂଚନା
‘କ୍ୟାନ୍ସର’ ଏପରି ଏକ ଶବ୍ଦ ଯାହାର ନାମ ଶୁଣିଲେ ହିଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କ୍ୟାନ୍ସର ରୋଗରେ ପ୍ରାଣ ହରାଉଛନ୍ତି। ଭାରତରେ ଏହି ମାରାତ୍ମକ ରୋଗର ପରିସଂଖ୍ୟାନ କମ ନୁହେଁ। ଏଠାରେ…
Ragging Case in Kerala: କେରଳରେ ଭୟଙ୍କର ରାଗିଂ, ଛେପ ପକାଇ ପାଣି ପିଆଇଲେ, ମାରପିଟ୍ କଲେ, ଆଉ ତା’ପରେ…
ଥିରୁଭାନନ୍ତପୁରମ୍,୧୯।୨: କେରଳରେ ରାଗିଂର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଥିରୁଭାନନ୍ତପୁରମ୍ର ଏକ ସରକାରୀ କଲେଜରେ ସାତ ଜଣ ସିନିୟର ଛାତ୍ର ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ଗୋଟିଏ ଘଣ୍ଟା ଧରି ମାଡ଼ ମାରିଥିଲେ ଏବଂ ତାଙ୍କୁ ଛେପ ପକା ପାଣି…
Archives


