ପଶ୍ଚିମବଙ୍ଗ ହିଂସା: ୫୦ ଜୀବନ୍ତ ବୋମା ଉଦ୍ଧାର କଲା ପୋଲିସ
କୋଲକାତା,୨୪।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ନିକଟରୁ ପୋଲିସ ସୋମବାର ୫୦ଟି ଜୀବନ୍ତ ବୋମା ଉଦ୍ଧାର କରିଥିବା ସୂଚନା ମିଳିଛି। ଭାତପରା ପୋଲିସ ଷ୍ଟେଶନ ଅଧିନରେ ଥିବା କାକିନାରାରୁ ଏହି ବୋମା ଉଦ୍ଧାର କରାଯାଇଛି। ଏବେ ସେଠାରେ ସ୍ଥିତି ସାମାନ୍ୟ ରହିଥିବା…
ସ୍ବତନ୍ତ୍ର ପର୍ବକୁ ନେଇ ଧାନ କ୍ଷେତରେ ନାଚିଲେ ଲୋକେ
ମଙ୍ଗଲୁର,୨୪।୬: କର୍ନାଟକର ମଙ୍ଗଲୁରରେ ସୋମବାର ଶ୍ରୀ ଜ୍ଞାନ ଶକ୍ତି ସୁବ୍ରମଣ୍ୟମ୍ ସ୍ବାମୀ ମନ୍ଦିର ଦ୍ୱାରା ଆୟୋଜିତ ସମାରୋହ ‘କେସାର୍ଡ ଓଞ୍ଜି ଦିନା’ରେ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ଯୁବକମାନେ ଭାଗ ନେଇଥିଲେ। ଧାନ କ୍ଷେତରେ ଆୟୋଜିତ ଏହି ସମାରୋହରେ ଲୋକେ…
ଚାଓମିନ ଚଟ୍ନୀ ଖାଇବାରୁ ଅକାମୀ ହେଲା ଶିଶୁଙ୍କ ଫୁସ୍ଫୁସ୍
ଯମୁନାନଗର,୨୪।୬: ଯଦି ଆପଣ ଚାଓମିନ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ୍। ହରିୟାଣାର ଯମୁନାନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଚାଓମିନ ଖାଇବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ ହୋଇଯିବେ। ଯମୁନାନଗରରେ ରାସ୍ତା ନିକଟରେ…
ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍ ପାଣି; ୧୧ ପଡ଼ିଛି ଶୁଖିଲା
ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା ପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ମୌସୁମୀ ପ୍ରଭାବରେ ଉତ୍ତରପ୍ରଦେଶ, ମଧ୍ୟ ମହାରାଷ୍ଟ୍ର,…
କର୍ନାଟକରେ ଏକାକି ନିର୍ବାଚନ ଲଢିବ କଂଗ୍ରେସ
ବେଙ୍ଗାଲୁରୁ,୨୪।୬: ଗତ ଲୋକ ସଭା ନିର୍ବାଚନରେ କର୍ନାଟକରେ ଶୋଚନୀୟ ପରାଜୟ ପରେ ଏବେ ଆତ୍ମମନ୍ଥନ କରୁଛି କଂଗ୍ରେସ। ଏହି ପରାଜୟ ପାଇଁ ଦଳ ରାଜ୍ୟରେ ଜନତା ଦଳ ସେକ୍ୟୁଲାର(ଜେଡିଏସ୍) ସହ ମେଣ୍ଟକୁ ଦାୟୀ କରୁଛି। ବିରପ୍ପା ମୋଇଲିଙ୍କ ପରେ କେ ଏଚ୍…
ସଂସଦରେ ଆଗତ ହେଲା ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍
ନୂଆଦିଲ୍ଲୀ,୨୪।୬: ସଂସଦରେ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍ ସମେତ ଆଧାର ସଂଶୋଧନ ତଥା ଅନ୍ୟ ବିଲ୍ ଆଗତ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡୀ ଆଗତ କରିଥିଲେ। ସେହିପରି ଆଧାର…
ବର୍ଷା ପାଇଁ ସ୍ବତନ୍ତ୍ର ନମାଜ ପଢିଲେ ମଦୁଲାଇ ମୁସଲମାନ
ମଦୁରାଇ,୨୪।୬: ତାମିଲନାଡୁରେ ଲୋକେ ଏବେ ଉତ୍କଟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ଦେଶର କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିଥିବା ବେଳେ ତାମିଲନାଡୁରେ କିନ୍ତୁ ବର୍ଷା ହୋଇନାହିଁ। ଏଥିପାଇଁ ମୁସଲମାନମାନେ ଏକ ସ୍ବତନ୍ତ୍ର ନମାଜ ପାଠର ଆୟୋଜନ କରିଛନ୍ତି। ବର୍ଷା…
ବାଲାକୋଟ୍ ଷ୍ଟ୍ରାଇକ୍ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା
ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍ ମାର୍ଶାଲ ବି.ଏସ୍. ଧନୋଓ୍ବା ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନା ସୀମାରେ ଥିବା ଆତଙ୍କବାଦୀ ଶିବିର…
ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ
ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀ। ମଙ୍ଗଳବାରଠାରୁ ଏହି କୋଠା ଭାଙ୍ଗିବା କାର୍ଯ୍ୟ ଆରମ୍ଭ…
ଦିଦିଙ୍କ ବଙ୍ଗାଳି ଛବି ବିଗାଡିବାକୁ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଆୟୋଜନ କରିପାରେ ଭାଜପା
କୋଲକାତା,୨୪।୬: ପଶ୍ଚିମବଙ୍ଗରେ ଗତ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଖୁବ୍ ଉତ୍ସାହିତ ଥିବା ଦେଖାଯାଇଛି। କାରଣ ଏଥର ଦୁର୍ଗାପୂଜାରେ ଭାଜପା ରାଜ୍ୟର ସବୁ ସ୍ଥାନରେ ଭାଗ ନେବାକୁ ଆଗଭର ହୋଇଥିବା ଲକ୍ଷ୍ୟ କରାଯାଇଛି।…
କାରଗୀଲ୍ ବିଜୟ ଦିବସକୁ ପୂରିଲା ୨୦ ବର୍ଷ: ମିରାଜ୍ ଯୁଦ୍ଧ ବିମାନର ପ୍ରଦର୍ଶନ କଲା ଭାରତୀୟ ବାୟୁସେନା
ଗ୍ବାଲିୟର,୨୪।୬: କାରଗୀଲ୍ ବିଜୟ ଦିବସକୁ ସୋମବାର ୨୦ ବର୍ଷ ପୂରିଛି। ଏହି ଅବସରରେ ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଭାରତୀୟ ବାୟୁସେନାର ମହାରାଜପୁର ଏୟାରବେସ୍ଠାରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ମିରାଜ୍ ଯୁଦ୍ଧ ବିମାନର ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ମିଗ୍ ଓ ସୁଖୋଇ ଯୁଦ୍ଧ…
ତାମିଲନାଡୁ ଜଳ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ଡିଏମ୍କେର ପ୍ରଦର୍ଶନ
ଚେନ୍ନାଇ,୨୪।୬: ତାମିଲନାଡୁ ଏବେ ଉତ୍କଟ ଜଳ ସମସ୍ୟାର ସମ୍ନା କରୁଛି। ସବୁଠାରୁ ବେଶୀ ଜଳ ସଙ୍କଟର ସାମ୍ନା କରୁଛନ୍ତି ଚେନ୍ନାଇବାସୀ। ଏହି ସମସ୍ୟାକୁ ନେଇ ଦ୍ରାଭିଡ ମୁନେତ୍ର କଡଗମ(ଡିଏମ୍କେ)ର ନେତା ଓ କର୍ମୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଏଥିରେ…
Archives


