କର୍ନାଟକରେ ହେବକି ରାଷ୍ଟ୍ରପତି ଶାସନ
ବେଙ୍ଗାଲୁରୁ,୨୫।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗି ଯିବା ପରେ ଏବେ ଭାଜପା ସେଠାରେ ସରକାର ଗଢିବାକୁ ଚାହିଁ ବସିଛି। ହେଲେ ଯେପର୍ଯ୍ୟନ୍ତ ବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଭାଜପା ସରକାର ଗଠନ…
ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’
ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧ ବର୍ଷ ହେବ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି…
ଏସପି ନେତାଙ୍କ ବିବାଦୀୟ ବୟାନ୍: ସ୍ତ୍ରୀଙ୍କୁ ଗୁଳି ମାରିଦେବାଠାରୁ ଭଲ ତିନି ତଲାକ
ନୂଆଦିଲ୍ଲୀ, ୨୫।୭: ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ସଂସଦରେ ଆଗତ ହେବାକୁ ଥିବା ତିନି ତଲାକ ବିଲ୍କୁ ନେଇ ଗୁରୁବାର ଗୃହରେ ହଙ୍ଗାମା ହୋଇଛି। କେନ୍ଦ୍ର ସରକାର ତୃତୀୟଥର ପାଇଁ ଲୋକ ସଭାରେ ଏହି ବିଲ୍ ଆଗତ କରିଥିଲେ। ବିଲକୁ ନେଇ…
ଭାରତୀୟ ସେନାରେ ଯୋଗଦେଲେ ଧୋନୀ, କରିବେ ଏହି କାମ
ଶ୍ରୀନଗର, ୨୫।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ୍ଶୀଘ୍ର ଭାରତୀୟ ସେନା ସହ ଯୋଗ ଦେବାକୁ ଯାଉଛନ୍ତି। ଜୁଲାଇ ୩୧ରେ କଶ୍ମୀରରେ ଥିବା ଟେରିଟୋରିଆଲ୍ ଆର୍ମିର ୧୦୬ତମ ପାରାସୁଟ୍ ବାଟାଲିୟନ୍ରେ ଧୋନୀ ସାମିଲ ହେବେ। ସେନାର…
କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !
ବେଙ୍ଗାଲୁର୍,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ଆବେଦନର ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନ ଥିବା ଭାଜପା ହାଇକମାଣ୍ଡ୍ ମାମଲା ଥଣ୍ଡା ହେବା…
ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାର ବଳାତ୍କାର ପୀଡ଼ିତା ନାବାଳିକାଙ୍କ ସହାୟତା କରନ୍ତୁ ବୋଲି ସୁପ୍ରିମ୍କୋର୍ଟ ଗୁରୁବାର କହିଛନ୍ତି। ବାଳ ଯୌନ ଶୋଷଣ ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ…
ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର
ନୂଆଦିଲ୍ଲୀ,୨୫।୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍, ୨୦୧୯କୁ ଅନୁମୋଦନ କରିଛି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ ଆଧାର ତଥ୍ୟକୁ ରାଜ୍ୟ ଯୋଜନା ଏବଂ ସବ୍ସିଡି ପ୍ରଦାନ ଲାଗି ବ୍ୟବହାର କରାଯାଇପାରିବ। କ୍ୟାବିନେଟର…
ସରକାର ଗଠନ ପାଇଁ ଦିଲ୍ଲୀ ପହଞ୍ଚିଲେ କର୍ନାଟକର ଭାଜପା ନେତା
ନୂଆଦିଲ୍ଲୀ,୨୫।୭: କର୍ନାଟକରେ ମେଣ୍ଟ ସରକାରର ପତନ ପରେ ଏବେ ଭାଜପା ସେଠାରେ ସରକାର ଗଢିବ ବୋଲି ଲାଗିଛି। ହେଲେ ଏଥିରେ କାହାକୁ କେଉଁ ଦାୟିତ୍ୱ ମିଳିବ ତାହା ଦିଲ୍ଲୀର ବିନା ଅନୁମତିରେ ସମ୍ଭବ ନୁହେଁ। ସେଥିପାଇଁ କର୍ନାଟକର ଭାଜପା ନେତାମାନେ ସୋମବାର…
ଉଦ୍ଧାର ହେଲେ ଅପହୃତ ହୋଇଥିବା ୪ ବର୍ଷର ବାଳକ ଯଶହିତ
ଇଷ୍ଟ ଗୋଦାବରୀ,୨୫।୭: ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀରୁ ଅପହୃତ ହୋଇଥିବା ୪ ବର୍ଷର ବାଳକ ଏନ୍ ଯଶହିତଙ୍କର ସନ୍ଧାନ ମିଳିଛି। ପୂର୍ବ ଗୋଦାବରୀର ମଣ୍ଡାପେଟା ସହରରେ ଗୁରୁବାର ପୋଲିସକୁ ମିଳିଥିବା ସୂଚନା ରହିଛି। ଯଶହିତଙ୍କ ଅପହରଣ ପରେ ୧୭ଟି ଟିମ୍ ତାଙ୍କୁ…
ମରି ମଧ୍ୟ ଅମର: ୧୨ ବର୍ଷର ନାବାଳକଙ୍କ ଶରୀରରେ ଧକ୍ ଧକ୍ କରିବ ୬୨ ବର୍ଷ ବୟସ୍କା ବିମଳାଙ୍କ ହୃଦୟ
ଭୋପାଳ,୨୫।୭: ମରିବା ପରେ ମଧ୍ୟ କେତେକ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଅମର ହୋଇଥାନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଶେହାଦ୍ରୀରେ ଘଟିଛି। ୬୨ ବର୍ଷ ବୟସ୍କା ବିମଳା ଅଜମେରାଙ୍କ ହୃଦୟ ମୁମ୍ବାଇ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୨ ବର୍ଷ…
ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ
ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି। ଡେରାଡୁନର ବିଜୟ ସିଂ ଭଣ୍ଡାରି ୧୭ ଗଡଓ୍ବାଲ ବାଟେଲିୟରେ ଯୋଗ ଦେଇଥିଲେ। ହେଲେ ଚାକିରି…
୧୨ ମିନିଟ୍ରେ ୪ ଥର ଥରିଲା ମହାରାଷ୍ଟ୍ର : ଜଣେ ମୃତ
ପାଲଘର,୨୫।୭: ମହାରାଷ୍ଟ୍ର ପାଲଘର ଜିଲା ଡାହାନୁ ଅଞ୍ଚଳରେ ଗୁରୁବାର ହୋଇଥିବା ଭୂକମ୍ପରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିବା ବେଳେ ଘରର କାନ୍ଥ ଭୂଷୁଡି ପଡିବାରୁ ମହିଳାଙ୍କ ମୃତ୍ୟୁ…
Archives


