ବୁଝୁଥିବା ଭାଷାରେ ୪୦%ଙ୍କୁ ମିଳୁନି ଶିକ୍ଷା
ନୂଆଦିଲ୍ଲୀ, ୩।୩: ବୈଶ୍ୱିକ ଜନସଂଖ୍ୟାର ୪୦% ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଏବଂ ମଧ୍ୟମ ଆୟ ବର୍ଗ ଦେଶରେ ଏହି ସଂଖ୍ୟା ୯୦% ପର୍ଯ୍ୟନ୍ତ ରହିଥିବା ନେଇ…
ମହାମେଣ୍ଟରେ ଫାଟ ଅଭିଯୋଗକୁ ଶିନ୍ଦେଙ୍କ ଖଣ୍ଡନ
ମୁମ୍ବାଇ,୨।୩: ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଫାଟ ଗୁଜବକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସହ ତାଙ୍କର ସବୁକିଛି ‘ଥଣ୍ଡା ଥଣ୍ଡା ଏବଂ କୁଲ୍ କୁଲ୍’ ଚାଲିଛି ବୋଲି…
‘ଗଙ୍ଗା ଜଳ ଗୋଧୋଇବା ଯୋଗ୍ୟ ନୁହେଁ’: ବଡ ଦାବି କଲେ ବିହାର ସରକାର
ପାଟନା, ୨।୩: ବିହାରର ଅଧିକାଂଶ ସ୍ଥାନରେ ଗଙ୍ଗା ନଦୀର ଜଳ ଗାଧୋଇବା ଉପଯୁକ୍ତ ନୁହେଁ। ନିକଟରେ ବିହାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁଯାୟୀ, ରାଜ୍ୟର ଅଧିଂକାଶ ସ୍ଥାନରେ ଗଙ୍ଗା ନଦୀର ଜଳରେ ଅଧିକ ମାତ୍ରାରେ ବ୍ୟକ୍ଟେରିଆର…
ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
ଡେରାଡୁନ୍,୨।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ହିମସ୍ଖଳନ ଯୋଗୁ ସୀମାନ୍ତ ସଡ଼କ ସଂଗଠନ (ବିଆର୍ଓ)ର ୫୫ଜଣ ଶ୍ରମିକ ପୋତିହୋଇ ଯାଇଥିଲେ। ରବିବାର ଆଉ ୩ ଜଣଙ୍କ ମୃତ୍ୟୁଦେହ ବାହାର କରାଯାଇଛି। ଫଳରେ ହିମସ୍ଖଳନଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି।…
ଲମ୍ବା ସମୟ ଧରି ଅଡିଓ ଡିଭାଇସ୍ ବ୍ୟବହାର କରୁଛନ୍ତି କି? ସବୁଦିନ ପାଇଁ ହରାଇ ପାରନ୍ତି ଶ୍ରବଣଶକ୍ତି, ପରାମର୍ଶ ଜାରିକଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨ା୩ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମ୍ପ୍ରତି ରାଜ୍ୟ ସରକାରଙ୍କୁ ହେଡଫୋନ୍, ଇୟରଫୋନ୍ ଏବଂ ଇୟରପ୍ଲଗ୍ ଭଳି ଅଡିଓ ଡିଭାଇସ୍ ଅତ୍ୟଧିକ ବ୍ୟବହାର ସମ୍ପର୍କରେ ଏକ ଚେତାବନୀ ଜାରି କରିଛନ୍ତି। ଏହା ସତର୍କ କରାଇ ଦେଇଛି ଯେ ଉଚ୍ଚ ସ୍ୱରରେ ଶୁଣିବା…
NEP’ କୁ ନେଇ ବଢ଼ୁଛି ଡିଏମ୍କେ-ଭାଜପା ବିବାଦ
ନୂଆଦିଲ୍ଲୀ,୨।୩: ଜାତୀୟ ଶିକ୍ଷା ନୀତି (ଏନ୍ଇପି)କୁ ଜବରଦସ୍ତ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚାପ ପକାଉଥିବାରୁ ଏହାକୁ ନେଇ ତାମିଲନାଡୁର ଶାସକ ଡିଏମ୍କେ ଏବଂ ଭାଜପା ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଛି। ଶିକ୍ଷା ଅଧିକାର ଯୋଜନାରେ କେନ୍ଦ୍ରୀୟ…
ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀଙ୍କ ସହ ୫ ଅଧିକାରୀଙ୍କ ବିରୋଧରେ ଏତଲା ଦେବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ମୁମ୍ବାଇ,୨।୩: ଷ୍ଟକ୍ ମାର୍କେଟ ଜାଲିଆତି ଓ ନିୟମ ଉଲ୍ଲଂଘନ ଅଭିଯୋଗରେ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ଙ୍କ ବିରୋଧରେ ଏତଲା ଦାଏର ପାଇଁ ଶନିବାର ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ଦୁର୍ନୀତି ନିରୋଧୀ…
ଭାଜପା ଶାଶିତ ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କୁ ଉତ୍ପୀଡ଼ନ
ମୁମ୍ବାଇ,୨।୩: ମହାରାଷ୍ଟ୍ରର ଜଲଗଁାଓସ୍ଥିତ ମୁକ୍ତାଇନଗରଠାରେ ଚାଲିଥିବା ସନ୍ଥ ମୁକ୍ତାଇ ମେଳାରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ଝିଅଙ୍କୁ ଉତ୍ପୀଡ଼ନ କରାଯାଇଥିବାର ମାମଲା ସାମ୍ନାକୁ ଆସିଛି। ଏନେଇ ରବିବାର ରକ୍ଷା ମୁକ୍ତାଇନଗର ଥାନାରେ ଅଭିଯୋଗ କରିଛନ୍ତି। ରକ୍ଷାଙ୍କ ଅଭିଯୋଗ ଆଧାରରେ…
ନକଲି ଭୋଟର ପରିଚୟପତ୍ର ପ୍ରସଙ୍ଗ: ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ ନିର୍ବାଚନ କମିଶନ
କୋଲକାତା,୨ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପ୍ରତି ଦୁଇଟି ରାଜ୍ୟରେ ସମାନ ଭୋଟର ପରିଚୟପତ୍ର ନମ୍ବର ପ୍ରସଙ୍ଗ ଉଠାଇଥିଲେ। ସେ ନିର୍ବାଚନ କମିଶନ ଉପରେ ଭାଜପା ପାଇଁ ନକଲି ଭୋଟର ସୃଷ୍ଟି କରିବାର ଅଭିଯୋଗ ମଧ୍ୟ କରିଥିଲେ। ଏବେ ଏହି ମାମଲାରେ…
‘ହିନ୍ଦୁମାନେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କଠାରୁ ନୁହେଁ ବରଂ ଏମାନଙ୍କଠାରୁ ବିପଦରେ ଅଛନ୍ତି’: ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ,୨।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁମାନେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କଠାରୁ ନୁହେଁ ବରଂ ବାମପନ୍ଥୀ ଉଦାରବାଦୀଙ୍କଠାରୁ…
‘ମୋହନ ଭାଗବତ କାହିଁକି କୁମ୍ଭ ଗଲେ ନାହିଁ ଆଗ ପଚାର’
ନୂଆଦିଲ୍ଲୀ,୨।୩: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଉଦ୍ଯାପନ ଫେବୃଆରୀ ୨୬ରୁ ହୋଇସାରିଛି। ହେଲେ ଏହାକୁ ନେଇ ଏବେ ବି ରାଜନୈତିକ ବୟାନବାଜି ଜାରି ରହିଛି। କିଛି ଦିନ ତଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ…
ପୁତୁରାଙ୍କ ଉପରେ ମାୟାବତୀଙ୍କ ଆକ୍ସନ…ବଡ଼ ଘୋଷଣା କରି କହିଲେ ‘ମୁଁ ବଞ୍ଚି ଥିବା ପର୍ଯ୍ୟନ୍ତ ମୋର କୌଣସି ଉତ୍ତରାଧିକାରୀ ରହିବେ ନାହିଁ’
ଲକ୍ଷ୍ନୌ,୨।୩: ଉତ୍ତର ପ୍ରଦେଶର ବିଏସପି ସୁପ୍ରିମୋ ମାୟାବତୀ ରବିବାର ଲକ୍ଷ୍ନୌରେ ଅଲ୍ ଇଣ୍ଡିଆ ପଦାଧିକାରୀଙ୍କ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ସମସ୍ତ ପଦବୀରୁ ହଠାଇ ଦେଇଛନ୍ତି। ସେହିଭଳି ସାନ ଭାଇ ଆନନ୍ଦ କୁମାରଙ୍କୁ…
Archives


