ଭୋଟ କେନ୍ଦ୍ରରେ ପହଞ୍ଚିଲେ ନବ ବିବାହିତ ଯୋଡ଼ି
ଶ୍ରୀନଗର,୧୮।୪: ଲୋକ ସଭା ନିର୍ବାଚନରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଉତ୍ସାହ ଦେଖିବାକୁ ମିଳୁଛି। ଏହି ମର୍ମରେ ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନରେ ଏକ ନବ ବିବାହିତ ଯୋଡ଼ି ମତଦାନ ଅଧିକାର…
ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ…
ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍ ଉପରେ ପଡ଼ିଥାଏ। ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରିବା ଦ୍ୱାରା ପିଲାଙ୍କ ମନେ ରଖିବା…
ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ: ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଠପ୍
ଶ୍ରୀନଗର,୧୮।୪: ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନ ପାଇଁ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଠାରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଏଠାରେ ୧୨ଲକ୍ଷ ୯୫ ହଜାର ଭୋଟର ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ…
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି
ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି। ଆସାମର ୫, ବିହାର…
ରାଜନୈତିକ ହିଂସାରୁ ଆକ୍ରମଣ
ଚାନ୍ଦବାଲି, ୧୭।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତୋଟାପଡ଼ା ପଞ୍ଚାୟତ ଗଙ୍ଗାଧରପୁର ପାଟଣା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ରାଜନୈତିକ ହିଂସାକୁ ନେଇ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଏ ନେଇ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ…
ପୋଲିସ ହାତରେ ରିଅଲ ଲାଇଫ୍ର ବଣ୍ଟି ଓ ବବ୍ଲି
ନୂଆଦିଲ୍ଲୀ,୧୭।୪: ଫିଲ୍ମରେ ବଣ୍ଟି ଓ ବବ୍ଲି କଥା ଆପଣଙ୍କ ମନେଥିବ। ସେମାନେ କେଉଁଭଳି ଚୋରି କରି ପୋଲିସକୁ ଚକ୍ମା ଦେବା ସହ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ। ସେହିପରି ନୂଆଦିଲ୍ଲୀରେ ଜଣେ ବଣ୍ଟି ଓ ବବ୍ଲିକୁ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ…
ନମୋ ଟିଭି ଉପରେ ନିର୍ବାଚନ କମିଶନଙ୍କ ଛାଟ: ଭୋଟିଂର ୪୮ ଘଣ୍ଟା ପୂର୍ବରୁ ଚାଲିବ ନାହିଁ ମୋଦିଙ୍କ ରେକର୍ଡେଡ୍ ଶୋ’
ନୂଆଦିଲ୍ଲୀ,୧୭।୪: ନମୋ ଟିଭିକୁ ନେଇ ନିର୍ବାଚନ କମିଶନ ଭାଜପାକୁ ବଡ଼ ଝଟକା ଦେବା ସହ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ନମୋ ଟିଭିରେ ଯେକୌଣସି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇ ପାରିବ, କିନ୍ତୁ ଯେଉଁ ସହରରେ ନିର୍ବାଚନ…
ଦଳର ନିଆରା ନିର୍ବାଚନୀ ପ୍ରତିଶ୍ରୁତି: ଇଦ୍ରେ ମୁସଲମାନଙ୍କୁ ଛେଳି ଫ୍ରି, ଅଧା ଦାମ୍ରେ ମଦ ଓ ମହିଳାଙ୍କୁ ଦିଆଯିବ ସୁନା
ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଏଥିସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଉତ୍ତର-ପୂର୍ବ ଦିଲ୍ଲୀ ଆସନ ପାଇଁ ନିର୍ବାଚନ ଲଢ଼ୁଥିବା…
ଯୁବକ ସମୟରେ କରିଥିଲେ ଅପରାଧ; ବୃଦ୍ଧାବସ୍ଥାରେ ପଡ଼ିଲେ ଧରା
ଝାବୁଆ,୧୭।୪: କୁହାଯାଏ ସତ କେବେ ଲୁଚି ରହେନା। ଏହାର ଏକ ଉଦାହରଣ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଦେଖିବାକୁ ମିଳିଛି। ଯୁବକ ସମୟରେ ଅପରାଧ କରି ଜଣେ ବ୍ୟକ୍ତି ବୃଦ୍ଧାବସ୍ଥାରେ ଧରାପଡ଼ିଛନ୍ତି। ୨୫ ବର୍ଷ ବୟସରେ ତୋଲିଆ ବିନ୍ଦିଆ ଭୀଲ୍ ରାଜସ୍ଥାନର ଚିତୋରଗଡ଼ର…
ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ ଏଥିରୁ ବାଦ୍ ଦିଆଯାଇଛି। ସେଥିମଧ୍ୟରୁ ୪୧ଟି ଆସନକୁ…
ମେଟ୍ରୋ ଟ୍ରେନ ଓ୍ବିଣ୍ଡୋରେ ଅଟକିଲା ମହିଳାଙ୍କ ଶାଢ଼ୀ
ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମେଟ୍ରୋ ଟ୍ରେନର ଓ୍ବିଣ୍ଡୋରେ ଫଶିଲା ମହିଳାଙ୍କ ଶାଢ଼ୀ। ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ମଙ୍ଗଳବାର ଗୀତା (୪୦) ଓ ତାଙ୍କ ଝିଅ ମେଟ୍ରୋ ଟ୍ରେନରେ ନଓ୍ବାଡ଼ାରୁ ମୋତିନଗରକୁ ଯାଉଥିଲେ। ଟ୍ରେନଟି ମୋତିନଗର ଷ୍ଟେସନରେ ପହଞ୍ଚିବା ପରେ ଗୀତା, ତାଙ୍କ…
ସ୍ତ୍ରୀଙ୍କୁ ପସନ୍ଦ ନ ଥିଲେ କଳାରଙ୍ଗ ସ୍ବାମୀ: ନିଆଁରେ ଜଳାଇ ହତ୍ୟା କଲେ
ବରେଲୀ,୧୭।୪: ଉତ୍ତରପ୍ରଦେଶ ବରେଲୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀଙ୍କୁ କଳା ରଙ୍ଗ ସ୍ବାମୀ ପସନ୍ଦ ନ ଆସିବାରୁ ତାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଜଳାଇ ହତ୍ୟା କରିଛନ୍ତି। ସ୍ଥାନୀୟ ଫତେଗଡ଼ ଥାନା ଅଞ୍ଚଳରେ ୨୨ ବର୍ଷ…
Archives


