ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୦ ମନମୋହନ-୩ ଅମିତ ଶାହ-୪ ରାଜନାଥ
ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ମେ ୧୨ରେ ୬ଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଏଠାରେ ୪୦ରୁ ଅଧିକ ନାମଧାରୀ ଦିଗ୍ ବିଜୟ ସିଂ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେହିପରି ୨୧ ଜଣ ପ୍ରଜ୍ଞା ସିଂ ନାମଧାରୀ…
ଭୋପାଳ ଲୋକ ସଭା ଆସନ: ମତଦାନ କରିବେ ରାଫାଲ-ମିଗ୍-ମିରାଜ୍
ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ଷଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଚଳିତ ଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଫାଲ, ମିଗ୍ ଏବଂ ମିରାଜ୍ ଏଠାରେ ଭୋଟ ଦେବେ। ଏଠାରେ ରାଫାଲ ନାମଧାରୀ ୪ଜଣ, ମିଗ୍ ନାମଧାରୀ ୭…
ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ
ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ ମିଳିଛି। ଏହା ୪ହଜାର ବର୍ଷ ତଳର ମହାଭାରତ ସମୟର ବୋଲି କୁହାଯାଉଛି। ଏହି ଅବଶେଷରୁ…
ଭାରତରେ ବୁର୍ଖା ନିଷେଧ ପାଇଁ ଦାବି କଲା ଶିବସେନା
ମୁମ୍ବାଇ,୧।୫: ଶିବସେନା ଭାରତରେ ବୁର୍ଖା ପିନ୍ଧିବା ଉପରେ କଟକଣା ଜାରି କରିବାକୁ ଦାବି କରିଛି। ଶ୍ରୀଲଙ୍କାରେ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବାବେଳେ ଭାରତ ମଧ୍ୟ ଏହା କରାଯିବା ଆବଶ୍ୟକ ବୋଲି ଶିବସେନା କହିଛି। ତେବେ ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ…
୨୭ ମେସିନ୍ ଜଳାଇଲେ ମାଓବାଦୀ
ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି ଏହି ଅଭାବନୀୟ ଘଟଣା। ପୂର୍ବରୁ ଏପ୍ରିଲ୍ ୧୧ରେ ଏଠାରେ ସିଆର୍ପିଏଫ୍ ଯବାନ ଏବଂ ମାଓବାଦୀ…
ହିମମାନବ ପାଦଚିହ୍ନ ଜାରିକଲା ସେନା
ନୂଆଦିଲ୍ଲୀ,୧।୫: ପିଲାବେଳେ ବହିରେ ପଢିଥିବା ହିମମାନବକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଲୋଚନା କରାଯାଏ। ଏବେ କିନ୍ତୁ ଭାରତୀୟ ସେନା ଏହି ହିମମାନବର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଛି। ହିମମାନବ ‘ୟେତି’କୁ ନେଇ ସେନା କିଛି ତଥ୍ୟ ପ୍ରଦାନ କରିଛି।…
କମଲନାଥଙ୍କୁ ମାୟାବତୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ
ଭୋପାଳ,୧ା୫: ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ବିଏସ୍ପି ସୁପ୍ରିମୋ ମାୟାବତୀ ସମର୍ଥନ ପ୍ରତ୍ୟାହାର ଧମକ ଦେଇଛନ୍ତି। ଗୁନା ଆସନରୁ ଏସ୍ପି-ବିଏସ୍ପି ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂ ରାଜପୁତ କଂଗ୍ରେସରେ ଯୋଗଦେଇ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏହାକୁ ନେଇ…
ବ୍ରିଟିଶ ନାଗରିକତ୍ୱ ପ୍ରସଙ୍ଗ: ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା କେନ୍ଦ୍ର
ନୂଆଦିଲ୍ଲୀ,୧ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ବିବାଦ ତେଜିବାରେ ଲାଗିଛି। ସେ ବ୍ରିଟେନ ନାଗରିକ ବୋଲି ଅଭିଯୋଗ ଆସିବା ପରେ ଏନେଇ ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ରାହୁଲ ୧୪ ଦିନ ମଧ୍ୟରେ ନିଜ ନାଗରିତ୍ୱ ସମ୍ପର୍କରେ ସ୍ପଷ୍ଟ…
ଆଜମ୍ ଖାନ୍ଙ୍କ ଉପରେ ପୁଣି ଅଙ୍କୁଶ: ୪୮ ଘଣ୍ଟା ପ୍ରଚାର ମନା
ନୂଆଦିଲ୍ଲୀ,୧ା୫(ପି.ଟି.):ସମାଜବାଦୀ ପାର୍ଟି (ଏସ୍ପି)ର ବରିଷ୍ଠ ନେତା ଆଜମ୍ ଖାନ୍ଙ୍କ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ମଙ୍ଗଳବାର ପୁଣିଥରେ ୪୮ ଘଣ୍ଟିଆ କଟକଣା ଜାରି କରିଛନ୍ତି। ଫଳରେ ଆଜମ୍ ବୁଧବାର ସକାଳ ୬ଟାରୁ ୪୮ ଘଣ୍ଟା ଧରି ପ୍ରଚାର କରିପାରିବେ…
ମୋଦି, ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ଚେନ୍ନାଇ,୧ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କୁ ଜବାବ ମାଗିଛନ୍ତି। ମୋଦି ଏବଂ ଶାହ ଘୃଣିତ ଭାଷଣ ଦେବା ସହ…
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ;ମଇଦାନରେ ୧୮୪ କୋଟିପତି: ପୁନମ୍ ସିହ୍ନା ସବୁଠୁ
ନୂଆଦିଲ୍ଲୀ,୧ା୫(ପି.ଟି.): ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସବୁଠୁ ଧନୀ ହେଉଛନ୍ତି ଲକ୍ଷ୍ନୌ ଲୋକ ସଭା ଆସନର ସମାଜବାଦୀ ପାର୍ଟି (ଏସ୍ପି) ପ୍ରାର୍ଥୀ ପୁନମ୍ ସିହ୍ନା। ପୁନମଙ୍କ ସମ୍ପତ୍ତି ୧୯୩ କୋଟି ଟଙ୍କା ବୋଲି ନିର୍ବାଚନ ସଂସ୍କାର କ୍ଷେତ୍ରରେ…
ମୋଦିଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ ଦାବି
କୋଲକାତା/ଲକ୍ଷ୍ନୌ,୧ା୫: ତୃଣମୂଳ କଂଗ୍ରେସ (ଟିଏମ୍ସି)ର ୪୦ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିବାର ଦିନକ ପରେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋଦି ଘୋଡ଼ାବେପାରରେ ସମ୍ପୃକ୍ତ।…
Archives


