ଜାତୀୟ

ମୋଦି-ଶାହଙ୍କ ସହିତ ମୁହାଁମୁହିଁ: ମମତା ସାଜିଲେ ନମ୍ବର ଓ୍ବାନ୍‌ ବିପକ୍ଷ ନେତା !

କୋଲକାତା,୧୬।୫: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଟକ୍କର ଦେଇ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା…

କ୍ଲାଉଡ୍‌ ସେଡିଂ ଦ୍ୱାରା କର୍ନାଟକରେ କରାଯିବ କୃତ୍ରିମ ବର୍ଷା: ଖର୍ଚ୍ଚ ହେବ ୮୮ କୋଟି

ବେଙ୍ଗାଲୁର୍‌,୧୬।୫: ଏବେ କର୍ନାଟକରେ ଚାଷୀଙ୍କ ଫସଲ ହାନୀର ଆଶଙ୍କା ରହିବ ନାହିଁ। ବର୍ଷାର ଅଭାବରେ ସରକାର ଏବେ କ୍ଲାଉଡ୍‌ ସେଡିଂ ଦ୍ୱାରା କୃତ୍ରିମ ବର୍ଷା କରିବା ଲାଗି ଯୋଜନା କରିଛନ୍ତି। ଏଠାକାର ୩୦ଟି ଜିଲାର ୧୫୬ ତାଲୁକକୁ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇଛି।…

ଏୟାର କମାଣ୍ଡର ଅଭିନନ୍ଦନଙ୍କ ସାହସିକତାକୁ ପାଠ ବହିରେ ପଢିବେ ଛାତ୍ରୀଛାତ୍ର

ଜୟପୁର, ୧୬।୫: ଭାରତୀୟ ବାୟୁସେନାର ଓିଙ୍ଗ କମାଣ୍ଡର ଅଭିନନ୍ଦନ ବଥର୍ର୍ମାନଙ୍କ ବାହାଦୂରୀକୁ ଏବେ ଛାତ୍ରୀଛାତ୍ର ପାଠ ବହିରେ ପଢିବେ ବୋଲି ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ବୁଧବାର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି।…

ସ୍ବାମୀଙ୍କ ଭୟରେ ୫ ମହଲାରୁ ଡେଇଁଲେ ସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କ ଭୟରେ ୫ମହଲା ଛାତରୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିଯିବାରୁ ଭୟରେ…

ତ୍ରିରଙ୍ଗା ପତାକା ପ୍ରସ୍ତୁତ ପାଇଁ ଘର ବିକିଲେ ଏହି ବ୍ୟକ୍ତି

ହାଇଦ୍ରାବାଦ୍‌, ୧୬।୫: ଦେଶର ପତାକା ପ୍ରତି ସମସ୍ତ ନାମରିକଙ୍କ ସମ୍ମାନ ଭାବ ଥାଏ। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ। ଏଠାରେ ଜଣେ ବ୍ୟକ୍ତି ତ୍ରିରଙ୍ଗା ପାଇଁ ନିଜ ଘର ବିକ୍ରି କରିଦେଇଛନ୍ତି। ବ୍ୟକ୍ତିଙ୍କ ନାମ ଆର୍‌ ସତ୍ୟନାରାୟଣ।…

ବିବାଦୀୟ ମନ୍ତବ୍ୟ: କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗିଲେ ହନୁମାନ ସେନା

ଚେନ୍ନାଇ,୧୬।୫: କମଲ ହାସନଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ମର୍ମରେ ହନୁମାନ ସେନା ପକ୍ଷରୁ କମଲଙ୍କ ଉପରକୁ ଚପଲ ଫିଙ୍ଗାଯାଇଛି। ସେ ତାମିଲନାଡୁର ମଦୁରାଈଠାରେ ଏକ ନିର୍ବାଚନ ପ୍ରଚାର ସମୟରେ ଏଭଳି ହୋଇଛି। କିଛି ଭାଜପା ସମର୍ଥକଙ୍କ…

ପୁଲଓ୍ବାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୧୬।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ଗୁରୁବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ଜଣେ ଯବାନ ଶହୀଦ୍‌ ହୋଇଥିବାବେଳ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଦାଲିପୋରା ଅଞ୍ଚଳରେ କିଛି…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : :ଗୁରୁବାର ରାତିରୁ ପ୍ରଚାର ବନ୍ଦ

ନୂଆଦିଲ୍ଲୀ,୧୬ା୫: ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପରେ ନିର୍ବାଚନ କମିଶନ (ଇସି) ସେଠାରେ ପ୍ରଚାରକୁ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ୯…

ଜୁନ୍‌ ୬ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ, (ପି.ଟି.)/ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚତ୍ବାରେ ବିଳମ୍ବ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଏହା ୫ ଦିନ ବିଳମ୍ବରେ…

କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ: ୟୁପି ସରକାରକୁ ଦୋଷଦେଲେ ପ୍ରିୟଙ୍କା

ରାଏ ବରେଲି,୧୬ା୫ : ୟୁପିର ରାଏବରେଲି ବିଧାୟକ ଅଦିତି ସିଂଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ଏହା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ସେ ପ୍ରକାଶ…

ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର ଜୋର୍‌ଦାର

ନୂଆଦିଲ୍ଲୀ,୧୬ା୫: ଲୋକ ସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପୂର୍ବରୁ ଭିନ୍ନ ଭିନ୍ନ ସ୍ଥାନରେ ଏକାଧିକ ସଭା ଅନୁଷ୍ଠିତ ହୋଇଥିଲା। ସପ୍ତମ ପର୍ଯ୍ୟାୟରେ…

ଇସିଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୧୬ା୫(ପି.ଟି.): ଟିଏମ୍‌ସି ମଧ୍ୟ କୋଲକାତା ରୋଡ ଶୋ ହିଂସାକାଣ୍ଡ ଏବଂ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପାଇଁ ଭାଜପାକୁ ଦାୟୀ କରିଛି। ଭାଜପା ଗୁଣ୍ଡାମାନେ ପ୍ରତିମୂର୍ତ୍ତି ଭାଙ୍ଗିଥିବାର ଭିଡିଓ ଟିଏମ୍‌ସି ପକ୍ଷରୁ ଜାରି କରାଯାଇଛି। ଦଳୀୟ ଏମ୍‌ପି ଡେରେକ୍‌ ଓବ୍ରାଏନ୍‌, ସୁଖେନ୍ଦୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri