ମେହବୁବା, ଓମାର ଗୃହବନ୍ଦୀ
ଶ୍ରୀନଗର,୫ା୮: ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାର ଓ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ମୁହାଁମୁହିଁ ଅବସ୍ଥାରେ ପହଞ୍ଚତ୍ଛନ୍ତି। ଶ୍ରୀନଗରରେ ସର୍ବଦଳୀୟ ବୈଠକରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ଉଦ୍ୟମ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତାବ ଗୃହୀତ…
ବିଭିନ୍ନ ରୋଗରୁ ବି ଦୂରେଇ ରଖେ କାନଫୁଲ…
କାନଫୁଲ ସୌନ୍ଦର୍ଯ୍ୟ ବଢାଇବା ସହିତ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟାକୁ ଦୂର ହୁଏ। ଆର୍ୟୁବେଦରେ କୁହାଯାଇଛି, ମହିଳାମାନଙ୍କ କର୍ଣ୍ଣବେଧ ଓ କାନରେ ସୁନା ଲଗାଇବା ଫଳରେ ସେମାନଙ୍କର ମାସିକ ଧର୍ମ…
ବନ୍ଧୁତ୍ୱ ଦିବସରେ ଅତୀତର ସ୍ମୃତିକୁ ମନେପକାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୪।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବନ୍ଧୁତ୍ୱ ଦିବସରେ ଅତୀତର ସ୍ମୃତିକୁ ମନେ ପକାଇଛନ୍ତି। ଭାରତୀୟ ସେନାରେ କାମ କରୁଥିବା ବେଳେ ସେ ଜଣେ ସାଥୀଙ୍କ ସହ ଉଠାଇଥିବା ଏକ କଳାଧଳା ଫଟୋକୁ ଟୁଇଟରରେ ଶେୟାର କରିଥିବା ବେଳେ ଭାରତୀୟ…
ମୋଦିଙ୍କ ମାନବିକତା ଗଲା କୁଆଡ଼େ ପ୍ରଶ୍ନ କଲେ ମେହବୁବା
ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଜଣା ଆତଙ୍କ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ଲାଗି ମୋଦି ହିଁ ଦାୟୀ ବୋଲି ସେ…
ମୁମ୍ବାଇ ମେରାଇନ୍ ଡ୍ରାଇଭରେ ଉଚ୍ଚ ଜୁଆରର ମଜା ନେଲେ ପର୍ଯ୍ୟଟକ
ମୁମ୍ବାଇ,୪।୮: ମୁମ୍ବାଇ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ ରବିବାର ମେରାଇନ ଡ୍ରାଇଭରେ ଆସିଥିବା ଉଚ୍ଚ ଜୁଆର ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଛି। ହେଲେ ଅନ୍ୟପଟେ ଏଠାରେ ଜମା ହୋଇ ରହିଥିବା ଟନ୍ଟନ୍ ମଇଳାର ଦୁର୍ଗନ୍ଧରେ ପରିବେଶ ପ୍ରଦୂଷିତ ହୋଇଛି। ଶନିବାର…
ସୋମବାର ମୋଦିଙ୍କ ବାସଭବନରେ କ୍ୟାବିନେଟ୍ ବୈଠକ
ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସୋମବାର କ୍ୟାବିନେଟ୍ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୩୦ରେ ମୋଦିଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଏହି ବୈଠକ ବସିବ। ଏହା ସହିତ ସୁରକ୍ଷା କମିଟି ବୈଠକ ଏବଂ ସଂସଦୀୟ…
ପାଚେରି ତଳେ ଚାପି ହୋଇ ୪ ଶିଶୁ ମୃତ
ପାଟନା,୪।୮: ବିହାର ଧୋରାଇୟା ଅଞ୍ଚଳରେ ଥିବା ବାଙ୍କାରେ ରବିବାର ଏକ ମାଟି ପାଚେରି ଭୂଷୁଡି ଯିବାରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ, ପିଲାମାନେ ଏକ ଗଳିରେ…
କ୍ୱାରସମ୍ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍ (କୁଇକ୍ ରିଆକସନ୍ ସର୍ଫେସ୍-ଟୁ-ଏୟାର ମିଜାଇଲ୍)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି ପରୀକ୍ଷଣ କରାଯାଇଛି। ଏହୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହା ଭୂପୃଷ୍ଠରୁ ଆକାଶକୁ…
ଅଗଷ୍ଟ ୧୦ରେ ହେବ ସିଡବ୍ଲ୍ୟୁସି ବୈଠକ
ନୂଆଦିଲ୍ଲୀ,୪।୮:କଂଗ୍ରେସ ଦଳ ବେଳକୁ ବେଳ ପତନ ଆଡକୁ ଗତି କରୁଥିବାରୁ ଏବେ ଚିନ୍ତା ବଢିଯାଇଛି। ଦଳରେ ଏବେ ମୁଖିଆଙ୍କ ଅଭାବକୁ ନେଇ ଆସନ୍ତା ୧୦ ତାରିଖରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି)ର ଏକ ବୈଠକ ଡକାଯାଇଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା…
ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା
ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ, ଆଇବି ମୁଖ୍ୟ ସାମନ୍ତ କୁମାର, ସ୍ବରାଷ୍ଟ୍ର ସଚିବ…
ନିର୍ବାଚନ ହାରିଲେ କାନ୍ଦନ୍ତି କୁମାରସ୍ବାମୀ: ଭାଜପା ନେତା
ବେଙ୍ଗାଲୁରୁ,୪।୮: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍ଡି କୁମାରସ୍ବାମୀ ରବିବାର କହିଥିଲେ କି କର୍ନାଟକରେ ଖୁବ୍ଶୀଘ୍ର ନିର୍ବାଚନ ହେବ। କାରଣ ଏଠି ଭାଜପା ବେଶିଦିନ ଶାସନ କରିପାରିବ ନାହିଁ। ଏହାର ପ୍ରତିକ୍ରିୟା ଦେଇ ଭାଜପା ନେତା ଜଗଦିଶ ସେତ୍ତାର…
ଚନ୍ଦ୍ରାୟନ-୨ ପଠାଇଲା ପୃଥିବୀର ଫଟୋ: ସୋସିଆଲ୍ ମିଡ଼ିଆରେ ଇସ୍ରୋ ପକ୍ଷରୁ କରାଗଲା ଶେୟାର
ଶ୍ରୀହରିକୋଟା,୪।୮: ଚନ୍ଦ୍ରାୟନ-୨ ମହାକାଶରୁ ପୃଥିବୀର ପ୍ରଥମ ଫଟୋ ପଠାଇଛି। ଏହାକୁ ଇସ୍ରୋ ପକ୍ଷରୁ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଶେୟାର କରାଯାଇଛି। ଚନ୍ଦ୍ରାୟନ-୨ ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ସେଠାରେ ଏହା ଚନ୍ଦ୍ରପୃଷ୍ଠ ସମ୍ପର୍କରେ ବିଶଦ ତଥ୍ୟ ଇସ୍ରୋକୁ…
Archives


