ଟେଲିଫୋନ୍ କମ୍ପାନୀଙ୍କୁ ସୁପ୍ରିମ୍କୋର୍ଟରେ ଝଟ୍କା: ଡଟ୍ ଆବେଦନକୁ ମଞ୍ଜୁରୀ; ଦେବାକୁ ପଡ଼ିବ ୯୨ ହଜାର କୋଟିରୁ ଅଧିକ ବକେୟା
ନୂଆଦିଲ୍ଲୀ,୨୪।୧୦: ଦେଶର ବିଭିନ୍ନ ଟେଲିଫୋନ୍ କମ୍ପାନୀଗୁଡ଼ିକୁ ସୁପ୍ରିମ୍କୋର୍ଟରେ ବଡ଼ ଝଟ୍କା ମିଳିଛି। ଡିପାର୍ଟମେଣ୍ଟ୍ ଅଫ୍ ଟେଲିକମ୍ୟୁନିକେଶନ (ଡଟ୍) ପକ୍ଷରୁ ବକେୟା ଆଦାୟ ପାଇଁ ଏକ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସମ୍ପୃକ୍ତ କମ୍ପାନୀଗୁଡ଼ିକୁ ୯୨…
ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଥିବା ଅଭିଯୋଗ
ରୋହତକ,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏଠାରେ ୯୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଓ କଂଗ୍ରେସ ବିଜୟ ପାଇଁ କଡା କସରତ କରୁଛନ୍ତି। ଏତିକି ବେଳେ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା…
ହରିୟାଣାରେ ଭାଜପା-କଂଗ୍ରେସ ଟାଇ: ମହାରାଷ୍ଟ୍ରରେ ପଦ୍ମ-ଶିବସେନା ଫିପ୍ଟି-ଫିପ୍ଟି ସରକାର
ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ସମସ୍ତ ଏକ୍ଜିଟ୍ ପୋଲ୍କୁ ଭୁଲ୍ ପ୍ରମାଣିତ କରିଛି ହରିୟାଣା ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଫଳାଫଳ। ହରିୟାଣାରେ ଶାସକ ଭାଜପା ଓ କଂଗ୍ରେସ ୩୫ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ଏଠାରେ ଉଭୟଙ୍କ ମଧ୍ୟରେ ଆସନ ଟାଇ ହୋଇଛି। ସେହିପରି…
ପ୍ଲାଷ୍ଟିକ ସାଜିଛି ମୃତ୍ୟୁଯନ୍ତା
ଚେନ୍ନାଇ: ପ୍ଲାଷ୍ଟିକ ଦ୍ରବ୍ୟ ସହ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ନଷ୍ଟ ହେଉଛି ବୋଲି ଭାବିବା ଠିକ୍ ନୁହେଁ। ଏହାଦ୍ୱାରା ପ୍ରାଣୀଜଗତ ମଧ୍ୟ ପ୍ରଭାବିତ ହେଉଛନ୍ତି। ବାହାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ଓ ପଲିଥିନ ଖାଇ ଅନେକ ଗାଈଗୋରୁ ମୃତ୍ୟୁବରଣ…
ଉଚ୍ଚତା ମାତ୍ର ୨ ଫୁଟ, ୨ ବର୍ଷରେ ୬୦ଟି କାର୍ ଚୋରିର ମାଷ୍ଟରମାଇଣ୍ଡ୍
ଗାଜିଆବାଦ୍,୨୪।୧୦: ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଏକ କାର୍ ଚୋରି ଗ୍ୟାଙ୍ଗ୍କୁ ଧରିଛି। ସେମାନଙ୍କଠାରୁ ୯ଟି କାର୍ ଜବତ କରିଛି ପୋଲିସ। ସବୁଠୁ ରୋଚକ କଥା ହେଉଛି ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ହେଉଛନ୍ତି ଜଣେ ୨ ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି…
ବଦଳିଲା ସରକାରଙ୍କ ନିଷ୍ପତ୍ତି: ପୂର୍ବପରି କାମ କରିବେ ୨୫ ହଜାର ହୋମଗାର୍ଡ
ଲକ୍ଷ୍ନୌ,୨୪।୧୦: ଉତ୍ତର ପ୍ରଦେଶ ସରକାର ୨୫ ହଜାର ହୋମଗାର୍ଡଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୫ ହଜାର ହୋମଗାର୍ଡଙ୍କୁ ଚାକିରିରୁ ନିଲମ୍ବନ…
ମହାରାଷ୍ଟ୍ରରେ କାମ କଲା ମୋଦିଙ୍କ ଯାଦୁ: ବଲିଉଡ୍ ପ୍ରଯୋଜକ
ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଏବେ ଅନେକ ସ୍ଥାନରେ ଭାଜପା ଏକ ପ୍ରକାର ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଦେଖାଯାଇଛି। ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ବଲିଉଡ୍ ନିର୍ଦ୍ଦେଶକଙ୍କ ଟୁଇଟ୍…
ଷଣ୍ଢ ଖାଇଗଲା ୪୦ ଗ୍ରାମର ସୁନାଗହଣା
ଚଣ୍ଡିଗଡ଼: ବୁଲା ଷଣ୍ଢ ୪୦ ଗ୍ରାମର ସୁନା ଗହଣା ଖାଇଦେଇଛି। ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏହା ଏକ ସତ ଘଟଣା। ହରିୟାଣାରେ ଏଭଳି ଘଟଣା ଘଟିବା ପରେ ପରିବାର ଲୋକେ ୩ ଦିନ ହେଲା ଷଣ୍ଢକୁ…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବି ବିଜୟ ପାଇଁ ଭାଜପା କରୁଛି କସରତ
ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ- କଶ୍ମୀରରେ ଉଚ୍ଛେଦ କରାଯାଇଥିବା ଅନୁଚ୍ଛେଦ ୩୭୦ ଓ ୩୫ ଏକୁ ମୁଖ୍ୟ ଅସ୍ତ୍ର କରିଥିଲେ। ଏହାକୁ ନେଇ ସେ ବିରୋଧୀ କଂଗ୍ରେସ ଉପରେ ଖୁବ୍…
ହରିୟାଣାରେ କର୍ନାଟକ ଭଳି ଗେମ୍ ପ୍ଲାନ୍: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?
ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ ତେବେ କଂଗ୍ରେସ ପୁରୁଣା ଫର୍ମୁଲା ଗ୍ରହଣ କରିପାରେ ବୋଲି ଆଲୋଚନା ହେଉଛି। ଭାଜପାକୁ…
ହରିୟାଣା ନିର୍ବାଚନ: ପଛରେ ପଡିଗଲେ ଟିକ୍ଟକ୍ ଷ୍ଟାର୍
ଚଣ୍ଡିଗଡ,୨୪।୧୦: ହରିୟାଣା ଆଦମପୁର ଆସନରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ବିଶୋଇ ୨୦ ହଜାର ଭୋଟରେ ଆଗୁଆ ଥିବାବେଳେ ପଛରେ ପଡିଯାଇଛନ୍ତି ବହୁଚର୍ଚ୍ଚିତ ଟିକ୍ଟକ୍ ଷ୍ଟାର୍ ତଥା ଭାଜପା ପ୍ରାର୍ଥୀ ସୋନାଲି ଫୋଗଟ୍।…
ମେଦବହୁଳ ଓ ବଡ଼ ପେଟ ଥିବା ପୋଲିସ ବାବୁଙ୍କ ସମ୍ପର୍କରେ ନଭେମ୍ବର ୧ ସୁଦ୍ଧା ଦେବାକୁ ପଡ଼ିବ ରିପୋର୍ଟ
ଜୟପୁର,୨୪।୧୦: ରାଜସ୍ଥାନର ବିକାନେରରେ ମେଦବହୁଳ ଓ ବଡ଼ ପେଟ ଥିବା ପୋଲିସ ବାବୁମାନେ ଏବେ ଆଶଙ୍କା ମଧ୍ୟରେ ରହିଛନ୍ତି। ଏସ୍ପି ପ୍ରଦୀପ ମୋହନ ଶର୍ମା ପୋଲିସ ବିଭାଗରେ ଥିବା ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସମ୍ପର୍କରେ ରିପୋର୍ଟ…
Archives


