ପଶ୍ଚିମବଙ୍ଗ ହିଂସାକୁ ନେଇ ରାଜ୍ୟପାଳ ଡାକିଲେ ସର୍ବଦଳୀୟ ବୈଠକ
କୋଲକାତା,୧୩।୬: ଲୋକ ସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ଲାଗି ରହିଥିବା ରାଜନୈତୀକ ହିଂସା ଥିମିବାର ନାଁ ନେଉନି। ଏହା ବେଳକୁ ବେଳ ଉଗ୍ର ହେଉଥିବାରୁ ରାଜ୍ୟପାଳ କେଶରି ନାଥ ତ୍ରିପାଠୀ ପ୍ରମୁଖ ରାଜନୈତୀକ ଦଳଙ୍କର ଏକ ବୈଠକ ଡକାଇଛନ୍ତି। ପତ୍ର...
ଭୋକିଲା ଗାଈ ଶବାଧାରରେ ସାମିଲ ହେଲେ ସାଧୁସନ୍ଥ
ଜୟପୁର, ୧୩।୬: ରାଜସ୍ଥାନ ବାରମେର ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଭୋକିଲା ଗାଈର ମୃତ୍ୟୁକୁ ବିରୋଧ ପ୍ରଦର୍ଶନ କରି ବହୁ ସାଧୁସନ୍ଥ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବାରମେର ଏବଂ ଜାସଲମେର ଜିଲାରେ ଘାସ ଚାରା ଅଭାବ ଥିବାରୁ ଗାଈ...
ସୋନିଆ-ପ୍ରିୟଙ୍କାଙ୍କ ହେଲିକପ୍ଟରକୁ ଉଡାଇବାକୁ ମନାକଲେ ପାଇଲଟ
ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ରାୟବରେଲି ପହଞ୍ଚିଥିଲେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେଠାରେ ସେମାନେ ଭୋଟରଙ୍କୁ ଧନ୍ୟବାଦ ଦେବାକୁ ପହଞ୍ଚିଥିଲେ। ବୁଧବାର ଉଭୟେ କାର୍ଯ୍ୟକ୍ରମ...
ସୁଧୁରୁନି ପାକିସ୍ତାନ: ୧୧ ମାସରେ କଶ୍ମୀରରେ ବଡ଼ ଧରଣର ୪ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୧୩।୬: ପାକିସ୍ତାନ ଭାରତ ଉପରେ ଦାଉ ସାଧୁଛି। ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ପଟୁ କୌଣସି ଆନ୍ତରିକତା ନାହିଁ। ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବାଲାକୋଟ୍ ଏୟାର ଷ୍ଟାଇକ୍ ପରେ ମଧ୍ୟ ପାକିସ୍ତାନ ସୁଧୁରି ପାରିନାହିଁ। ପୂର୍ବରୁ ପୁଲାଓ୍ବାମାରେ...
ହ୍ବିଲ୍ ଚେୟାରରେ ବସି କନ୍ୟା ସହ ଆହତ ବର ନେଲେ ସାତ ଫେରା
ଭୋପାଳ,୧୩।୬: ମଧ୍ୟପ୍ରଦେଶରେ ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିିଛି। ସ୍ଥାନୀୟ ବ୍ୟାବରାଠାରେ ଥିବା ବିଠଲ୍ ବାଟିକାରେ ଅନୁଷ୍ଠିତ ବିବାହରେ ଆହତ ଅବସ୍ଥାରେ ବର ହ୍ବିଲ୍ ଚେୟାରରେ ବସି କନ୍ୟା ସହିତ ସାତ ଫେରା ନେଇଛନ୍ତି। ବର ଦିଲ୍ଲୀପ୍ଙ୍କର କନ୍ୟା...
ମୁସଲମାନ୍ ଯୁବକଙ୍କୁ ବିବାହ କଲେ ଆର୍ଏସ୍ଏସ୍ କର୍ମକର୍ତ୍ତାଙ୍କ ଝିଅ: ସୁରକ୍ଷା ପାଇଁ କୋର୍ଟରେ ଆବେଦନ
ଚଣ୍ଡିଗଡ଼,୧୩।୬: ହରିୟାଣା ଯମୁନାନଗରରେ ଜଣେ ଆର୍ଏସ୍ଏସ୍ କର୍ମକର୍ତ୍ତାଙ୍କ ଝିଅ ପଡ଼ୋଶୀ ମୁସଲମାନ୍ ଯୁବକଙ୍କୁ ବିବାହ କରିଛନ୍ତି। ଏନେଇ ପିତାଙ୍କ ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ମାମଲା ଦାଏର କରାଯାଇଛି। ତେବେ ଇତିମଧ୍ୟରେ ସ୍ଥାନୀୟ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଯୁବତୀଙ୍କ ସୁରକ୍ଷା...
୧୭୨ ଦେଶ ଗୋଟିଏ ଦିନରେ କରିବେ ଯୋଗ
ନୂଆଦିଲ୍ଲୀ,୧୩।୬: ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ କିଛି ମୁସଲିମ୍ ଦେଶ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତେବେ ବିଦେଶରେ ଯୋଗ ଦିବସରେ ହେଉଥିବା ପ୍ରମୁଖ...
ମା’ଙ୍କ ଦ୍ୱିତୀୟ ବିବାହରେ ଶୁଭେଚ୍ଛା ଜଣାଇଲେ ପୁଅ: ଭାବପ୍ରବଣ ହୋଇ ଲେଖିଲେ ଏମିତି
ଥିରୁଭାନନ୍ତପୁରମ୍, ୧୩।୬: ମା’ଙ୍କ ଦ୍ୱିତୀୟ ବିବାହରେ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଜଣେ ଯୁବକ। ଗୋକୁଲ ଶ୍ରୀଧର ନାମକ ଏହି ଯୁବକ ଫେସବୁକରେ ନିଜ ମା’ଙ୍କ ପାଇଁ ଲେଖିଥିବା ଭାବପ୍ରବଣ ସନ୍ଦେଶ ଏବେ ବେଶ୍ ଭାଇରାଲ...
୪୦ ଦିନିଆ ସଂସଦୀୟ ଅଧିବଶେନରେ କେହି ମନ୍ତ୍ରୀ ବିଦେଶ ଯାତ୍ରା କରିପାରିବେ ନାହିଁ
ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସମସ୍ତେ ସାଢେ ୯ଟା ପୂର୍ବରୁ କାର୍ଯ୍ୟାଳୟ ପହଞ୍ଚିବା ଦରକାର। ଏହାସହ ମୋଦି ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି କି ୪୦ ଦିନିଆ ସଂସଦୀୟ ଅଧିବଶେନରେ କେହି ବିଦେଶ ଯାତ୍ରା...
ଚୁପ୍ ରହିଛନ୍ତି ସିଦ୍ଧୁ
ଚଣ୍ଡିଗଡ଼,୧୩।୬: ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ କିନ୍ତୁ ପୁରା ଚୁପ୍ ହୋଇ ଯାଇଛନ୍ତି। ତାଙ୍କ ବିଭାଗରେ ପରିବର୍ତ୍ତନ ପାଇଁ ସେ ଅରାଜି ହୋଇ ମୁଖ୍ୟମନ୍ତ୍ରୀ...
ଆଇଏସ୍ଆଇର ନୂଆ ଯୋଜନା: ନେପାଳ ସୀମାରେ ଲଶ୍କର ମଡ୍ୟୁଲରେ ତିଆରି ହେଉଛନ୍ତି ସ୍ଲିପର ସେଲ୍
ନୂଆଦିଲ୍ଲୀ/କାଠମାଣ୍ଡୁ, ୧୩।୬: ଆତଙ୍କବାଦ ବିରୋଧରେ ଭାରତ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟଧାରା ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଏବେ ଜମ୍ମୁ-କଶ୍ମୀର ବାଟେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ନ କରି ନେପାଳ ସୀମାରେ ଲଶ୍କର...
ପୋରବନ୍ଦର, ଦ୍ୱାରକାରେ ‘ବାୟୁ’ ତାଣ୍ଡବ ରଚିବା ଆଶଙ୍କା !
ଅହମ୍ମଦାବାଦ୍ ୧୩।୬: ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ଉପକୂଳରେ ଲାଣ୍ଡଫଲ କରିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ପୋରବନ୍ଦର, ଦ୍ୱାରକା ଏବଂ ବେରାଓ୍ବଲ ନିକଟ ଦେଇ ଯିବାର...
Archives


