ସଫଳତା ପରେ ଏତେ ବଦଳିଗଲେଣି ହିମେଶ
ମୁମ୍ବାଇ: ‘ଆଶିକ୍ ବନାୟା’, ‘ଆପ୍କା ସୁରୁର’, ‘ଅକ୍ସର’ ପରି ହିଟ୍ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍ ସେନ୍ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ ଗାୟକମାନଙ୍କୁ ନିଜ ନିର୍ଦ୍ଦେଶନାରେ ସୁଯୋଗ ଦେଇଥାଆନ୍ତି। ଏବେ ଇଣ୍ଟରନେଟ୍ ସେନ୍ସେଶନ ପାଲଟିଥିବା ରାନୁ ମଣ୍ଡଳଙ୍କୁ…
ଭାଜପାକୁ ଟାର୍ଗେଟ କଲେ ଦିଦି
କୋଲକାତା,୧୨।୯: ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର ମମତା କୋଲକତାରେ ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି) ବିରୋଧରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ ଚଳିତ ବର୍ଷ ଏନ୍ଆର୍ସି ତାଲିକାରୁ…
ରାଶନ ଦୋକାନରେ ଶସ୍ତାରେ ମିଳିବ ପିଆଜ
ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ତେବେ କଳାବଜାରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ରାଶନ ଦୋକାନରେ ଶାସ୍ତା ଦରରେ ପିଆଜ ବିକ୍ରି କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦିଲ୍ଲୀରେ ପିଆଜ…
ରାଜସ୍ଥାନରେ ହଜିଗଲେ ୭୮ ପାକ୍ ନାଗରିକ
ନୂଆଦିଲ୍ଲୀ,୧୨।୯: ଦେଶରେ ଏନ୍ଆର୍ଆଇକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜସ୍ଥାନରେ ରହୁଥିବା ପାକ୍-ବାଂଲାଦେଶୀ ନାଗରିକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ରାଜସ୍ଥାନରେ ପ୍ରାୟ ୭୮ ପାକିସ୍ତାନୀ ନାଗରିକ ଆସି ରହୁଥିବା ସୂଚନା ଥିଲା। ହେଲେ ଏବେ ଏମାନଙ୍କର କୌଣସି ସନ୍ଧାନ ମିଳିପାରୁ ନାହିଁ।…
ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ୩୫ ମିନିଟ୍ ଅଟକି ରହିଲା ମେଟ୍ରୋ ଟ୍ରେନ୍
କୋଲକତା,୧୨।୯: କୋଲକତା ବେଲ୍ଗାଛିଆ ଷ୍ଟେଶନରେ ଗୁରୁବାର ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଫଳରେ ଏଠାରେ ୩୫ ମିନିଟ୍ ଧରି ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ ୯ଟା ୨୪ରୁ ୧୦ଟା ୧ ପର୍ଯ୍ୟନ୍ତ ଏହି ପଥରେ ଟ୍ରେନ୍ ଚଳାଚଳ…
ଗଣେଶ ଭକ୍ତଙ୍କୁ ଚାଲାଣ ଡର
ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଦେବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ଏହି ପରିପ୍ରେକ୍ଷୀରେ ଗୁଜରାଟ ସୁରଟ ସହରର…
ଓଲା-ଉବର ଭଳି ଭଡ଼ାରେ ମିଳିବ ଟ୍ରାକ୍ଟର ଓ କୃଷି ସରଞ୍ଜାମ: ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ସିଏଚ୍ସି ଫାର୍ମ ମେସିନାରି ଆପ୍
ନୂଆଦିଲ୍ଲୀ,୧୨।୯: ଏଣିକି ଓଲା-ଉବର ଭଳି ଚାଷୀଙ୍କୁ ଭଡ଼ାରେ ଅନ୍ଲାଇନ୍ରେ ଟ୍ରାକ୍ଟର ସହିତ ଅନ୍ୟ କୃଷି ସରଞ୍ଜାମ ଯୋଗାଇ ଦିଆଯିବ। ସିଏଚ୍ସି ଫାର୍ମ ମେସିନାରି ଆପ୍ ଦ୍ୱାରା ଏହା ସମ୍ଭବ ହୋଇ ପାରିବ। ଏହି ଆପ୍ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିହେବ।…
ଲାଲବାଗ ରାଜା ଭର୍ସେସ ହାଇଦ୍ରାବାଦୀ ଗଣପତି: ଭୋଗରେ ଦିଆଯିବ ୭୫୦ କିଲୋର ଲଡ଼ୁ
ମୁମ୍ବାଇ/ହାଇଦ୍ରାବାଦ,୧୨।୯: ପ୍ରତି ବର୍ଷ ମହାରାଷ୍ଟ୍ରରେ ଭଗବାନ ଗଣପତିଙ୍କ ବିସର୍ଜନ ବହୁ ଆଡ଼ମ୍ବରରେ କରାଯାଇଥାଏ। ଗୁରୁବାର ମୁମ୍ବାଇ ଓ ହାଇଦ୍ରାବାଦରେ ବିଘ୍ନବିନାଶନଙ୍କ ମୂର୍ତ୍ତି ବିସର୍ଜନ କରାଯିବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରାଯାଇଛି। ମହାରାଷ୍ଟ୍ରର ଲାଲବାଗ ରାଜାର ପେଣ୍ଡାଲରେ ଚଳିତ ଥର ଗଣେଶଙ୍କ…
ଭାରତୀୟ ମୁସଲମାନ ଦେଶ ବିରୋଧୀ ବୋଲି ଦେଖାଇବାକୁ ଚାହୁଛି ପାକିସ୍ତାନ: ମହମ୍ମୁଦ ମଦାନି
ନୂଆଦିଲ୍ଲୀ,୧୨।୯: ଜମିୟତ ଉଲେମା-ଇ-ହିନ୍ଦ୍ ଦ୍ୱାରା ଦିଲ୍ଲୀରେ ନିଜର ସାଧାରଣ ପରିଷଦ ବୈଠକରେ ପୁରୁଣା ସଂକଳ୍ପକୁ ଦୋହରାଇବାକୁ ଯାଇ କହିଛି କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ଏହି ସମୟରେ ଜମିୟତ ଉଲେମା-ଇ-ହିନ୍ଦ୍ର ମୁଖ୍ୟ ମୌଲାନା ସୟଦ ଅରଶଦ ମହମ୍ମୁଦ ମଦାନି ପାକିସ୍ତାନକୁ ଟାର୍ଗେଟ…
ବିପଦରେ ଗଣତନ୍ତ୍ର: ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଥିବା ସୋନିଆ କହିଛନ୍ତି। ଏହା ସହିତ ସରକାରଙ୍କୁ ମିଳିଥିବା ଜନାଦେଶର ଦୂରୋପଯୋଗ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ…
ଋଣଭାର ଯୋଗୁ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୩ ପିଢ଼ି
ଚଣ୍ଡିଗଡ଼,୧୨।୯: ସରକାର ଚାଷୀଙ୍କ ଋଣଭାର କମାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ହେଲେ ଯୋଜନା ସବୁ ବାଟବଣା ହେଉଛି। ଫଳରେ ଋଣ ଭାର ସହି ନ ପାରି ଚାଷୀମାନେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏଥିଯୋଗୁ ଏବେ ଗୋଟିଏ ପରିବାରର…
ଭଲ ରାସ୍ତା ଯୋଗୁ ହେଉଛି ବଡ଼ ଦୁର୍ଘଟଣା: ଉପ ମୁଖ୍ୟମନ୍ତ୍ରୀ
ଚିତ୍ରଦୁର୍ଗ,୧୨।୯: କର୍ନାଟକର ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜଲ ଏମିତି ଏକ ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଜଲ କହିଛନ୍ତି ଭଲ ରାସ୍ତା ଯୋଗୁ ବଡ଼ ଦୁର୍ଘଟଣା ଘଟୁଛି। କାରଣ ଭଲ ରାସ୍ତା ଯୋଗୁ ସମସ୍ତେ ଦ୍ରୁତ ଗତିରେ…
Archives


