ଜାହାଜ ଉପରେ ଯୋଗ ଅଭ୍ୟାସ କଲେ ନୌସେନା
ନୂଆଦିଲ୍ଲୀ,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଯୋଗ ଶିବିରମାନ ଆୟୋଜନ କରାଯାଉଛି। ଏହି କ୍ରମରେ ନୌସେନା କର୍ମଚାରୀମାନେ ମଧ୍ୟ ଯୋଗ ଅଭ୍ୟାସ କରିଛନ୍ତି। ଗୁରୁବାର ପୂର୍ବ ନୌସେନା କମାଣ (ଇଏନ୍ସି)ର ସୂର୍ଯ୍ୟୋଦୋୟ କମାଣ ଜାହଜ ଉପରେ...
ଭାରତ-ପାକିସ୍ତାନ ସୀମା ମଧ୍ୟରେ ରହିଛି ବାବା ଦିଲ୍ଲୀପ୍ ସିଂଙ୍କ ଦରଘା: ଆସନ୍ତି ଦୁଇଦେଶର ଶ୍ରଦ୍ଧାଳୁ
ଜମ୍ମୁ,୨୦।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଜମ୍ମୁରେ ଥିବା ବାବା ଦିଲ୍ଲୀପ ସିଂଙ୍କ ଦରଘାକୁ ଉଭୟ ଦେଶର ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରତିବର୍ଷ ଜୁନ୍ ମାସରେ ଏଠାରେ ମେଳା ବସିଥାଏ। ଚଳିତ ବର୍ଷ ଜୁନ୍...
ଘୋଡ଼ା ଉପରେ ୪୦ ମିନିଟ୍ ଧରି ୩୦ ଯୋଗାସନ କଲେ ୧୧ ଯବାନ
ସହାରନ୍ପୁର,୨୦।୬: ଶୁକ୍ରବାର ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ। ଏହା ପୂର୍ବରୁ ଉତ୍ତରପ୍ରଦେଶ ସହାରନ୍ପୁରରେ ଗୁରୁବାର ସେନାର ରିମାଉଣ୍ଟ୍ ଡିପୋ ଆଣ୍ଡ୍ ଟ୍ରେନିଂ ସ୍କୁଲରେ ୧୧ ଜଣ ଭାରତୀୟ ଯବାନ ଘୋଡ଼ା ଉପରେ ବସି ୪୦ ମିନିଟ୍ ଯୋଗାଭ୍ୟାସ କରିଛନ୍ତି।...
ବିଶ୍ୱର ସବୁଠୁ କ୍ଷୁଦ୍ର ମହିଳା କଲେ ଯୋଗ
ନାଗପୁର, ୨୦।୬: ଜୁନ୍ ୨୧ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ଭାରତ ସମେତ ସାରା ଦେଶରେ ପ୍ରସ୍ତୁତି ଚାଲିଥିବାବେଳେ ଏହାପୂର୍ବରୁ ବିଶ୍ୱର ସବୁଠୁ କ୍ଷୁଦ୍ର ମହିଳା ଜ୍ୟୋତି ଆମନେ ଯୋଗ କରୁଥିବାର ନଜର...
ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ୍ ଦେଖୁଥିଲେ ରାହୁଲ: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗ ଧାଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କିଛି ଦୂରରେ ବସି ମୋବାଇଲ୍...
ମୋବାଇଲରେ ଅନ୍ଲାଇନ୍ ଗେମ୍ ଖେଳି ଆତ୍ମହତ୍ୟା କଲେ ନାବାଳକ
କୋଟା,୨୦।୬: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଜ୍ଞାନ ନଗରରେ ରହୁଥିବା ଫତେହଚନ୍ଦଙ୍କ ୧୨ବର୍ଷର ପୁଅ କୁଶଳ ମୋବାଇଲରେ ଅନ୍ଲାଇନ ଗେମ୍ ଖେଳୁଥିବା ବେଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିବା ସମୟରେ ସେ ରୁମ୍ରେ ଏକୁଟିଆ...
ଗୁଜରାଟର ବହିଷ୍କୃତ ଆଇପିଏସ୍ଙ୍କୁ ଆଜୀବନ ଜେଲ୍
ଅହମ୍ମଦାବାଦ,୨୦।୬: ଗୁଜରାଟ କୋର୍ଟ ଜାମନଗର ଜେଲ୍ରେ ହୋଇଥିବା ଏକ ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି। ଗୁରୁବାର ଏହି ମାମଲାରେ ବହିଷ୍କୃତ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରି ଆଜୀବନ...
ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନର ଷଡ଼ଯନ୍ତ୍ର: ଭାରତ ମହାସାଗର ବାଟେ ଦେଶରେ ଅନୁପ୍ରବେଶ ଯୋଜନା
ନୂଆଦିଲ୍ଲୀ,୨୦।୬: ଭାରତରେ ଅନୁପ୍ରବେଶ ପାଇଁ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଭାରତ ମହାସାଗର ବାଟେ ଦେଶରେ ପ୍ରବେଶ କରିବା ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।...
ମୁଖ୍ୟମନ୍ତ୍ରୀଙ୍କ ପିଏ କହି ବିଧାୟକ ଓ ଏମ୍ପିଙ୍କୁ ଠକୁଥିଲେ ବିଟେକ୍ ଛାତ୍ର
ହାଇଦ୍ରାବାଦ,୨୦।୬: ଆନ୍ଧ୍ର ପ୍ରଦେଶରେ ବିଧାୟକଙ୍କ ସହ ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ଉକ୍ତ ସହରର ୪ଜଣ ଛାତ୍ର ବିଟେକ ପାଠପଢ଼ା ଛାଡ଼ି ନିଜର ଏକ ଗ୍ୟାଙ୍ଗ କରି ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନଁାରେ ଦଳର ବିଧାୟକଙ୍କଠାରୁ ଟଙ୍କା...
ଇମ୍ରାନଙ୍କ ଚିଠିର ଉତ୍ତର ଦେଲେ ମୋଦି
ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ରଖିଛନ୍ତି। ଦୁଇ ଦେଶ ମଧ୍ୟରେ ଅନୁକୂଳ ବାତାବରଣ କଥା ଇମ୍ରାନ ଚାହୁଁଥିବା ବେଳେ ଆତଙ୍କବାଦକୁ ଛାଡିଲେ ଏହା ସମ୍ଭବ ହେବ ବୋଲି ମୋଦି କହିଛନ୍ତି।...
ମସ୍ତିଷ୍କ ଜ୍ୱରରେ ଗଲାଣି ୧୫୧ ଶିଶୁଙ୍କ ଜୀବନ: ଏବେ ଘାରିଛି ଶିଶୁ ବିକଳାଙ୍ଗ ହେବାର ଡର
ପାଟଣା, ୨୦।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଏହି ରୋଗରେ ଏପର୍ଯ୍ୟନ୍ତ ୧୫୧ ଶିଶୁଙ୍କ ପ୍ରାଣ ଗଲାଣି। ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସିତ...
ଏଏନ୍-୩୨ ବିମାନ ଦୁର୍ଘଟଣା: ମିଳିଲା ଆଇ ୬ ଜଣଙ୍କ ମୃତ ଶରୀର
ଶିଲଂ,୨୦।୬: ଜୁନ୍ ୩ରେ ନିଖୋଜ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍-୩୨ରେ ଥିବା ବ୍ୟକ୍ତିଙ୍କ ମଧ୍ୟର ୬ ଜଣଙ୍କ ମୃତ ଶରୀର ମିଳିଥିବା ଜଣାପଡିଛି। ପ୍ରତିରକ୍ଷା ପ୍ରବକ୍ତା ତଥା ଓ୍ବିଙ୍ଗ କମାଣ୍ଡର ରତ୍ନାକର ସିଂ ଗୁରୁବାର...
Archives


