କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ
ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦ ପ୍ରତିଶତ କର୍ମଜୀବୀ ମହିଳା ମତ ଦେଇଛନ୍ତି। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି...
ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ୩୦ ହଜାର ଲୋକଙ୍କ ସହ ମିଶି କଲେ ଯୋଗ
ରାଞ୍ଚି, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ଲୋକ ସହ ମିଶି ମୋଦି ଯୋଗ କରିଛନ୍ତି। ଯୋଗ...
ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି : ଡାକ୍ତର ଲୁଟିଛନ୍ତି ଚିକିତ୍ସା ଅର୍ଥ, କାଗଜକଲମରେ ରୋଗୀ ସେବା
ନୂଆଦିଲ୍ଲୀ,୨୧।୬(ଆଇଏଏନ୍ଏସ୍) : କେନ୍ଦ୍ର ସରକାରଙ୍କ ବୃହତ୍ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଅର୍ଥକୁ ଶତାଧିକ ଡାକ୍ତର ଲୁଟିନେଇ ନିଜ ପକେଟରେ ପୂରାଇଥିବା ଅଭିଯୋଗ ଆସିଛି।...
ବଜେଟ ପୂର୍ବରୁ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ଭେଟିବେ ନିର୍ମଳା ସୀତାରାମନ
ନୂଆଦିଲ୍ଲୀ, ୨୦।୬: ଆସନ୍ତା ଜୁଲାଇ ୫ରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବଜେଟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା...
ରାଞ୍ଚିରେ ଯୋଗ କରିବେ ମୋଦି
ରାଞ୍ଚି,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ରାଞ୍ଚିଠାରେ ଯୋଗ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶୁକ୍ରବାର ଅର୍ଥାତ୍ ଜୁନ୍ ୨୧ରେ ଏଠାରେ ଯୋଗ ଦିବସ ପାଳନ ପାଇଁ ମୋଦିଙ୍କୁ ସ୍ବାଗତ...
ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି: ୧୪୪ ଧାରା ଜାରି
କୋଲକାତା,୨୦।୬: ପଶ୍ଚିମବଙ୍ଗରରେ ଗୁରୁବାର ଦୁଇ ଦଳ ମଧ୍ୟରେ ଉପୁଜିଥିବା ହିଂସାତ୍ମକ ପରିସ୍ଥିତିକୁ ଦେଖି ୧୪୪ ଧାରା ଜାରି କରାଯାଇଛି। ଭାତପଡା ଓ ଜଗତଦଲଙ୍କ ମଧ୍ୟରେ ଉପୁଜିଥିବା ହିଂସା ଯୋଗୁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୪ ଆହତ ହୋଇଛନ୍ତି।...
କଏଦୀ ପିତାଙ୍କ ସହ ଜେଲରେ ରହୁଥିଲେ ଶିଶୁ: ଜିଲାପାଳ ବଦଳାଇଦେଲେ ଜୀବନ
ରାୟପୁର, ୨୦।୬: ଛତିଶଗଡର ବିଳାଶପୁରରେ ଜଣେ ୬ ବର୍ଷର ଝିଅ ଜୀବନ ବଦଳାଇ ଦେଇଛନ୍ତି ଜିଲାପାଳ। ଝିଅଟିର ଜନ୍ମ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ପିତା ଅପରାଧ କରି ଜେଲ ଦଣ୍ଡାଦେଶ ଭୋଗୁଥିବାବେଳେ ଝିଅଟିଏ ଯତ୍ନ ନେବାକୁ କେହି...
ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁଙ୍କୁ ଭେଟିବାକୁ ଯାଇ ସମାଲୋଚନାର ଶିକାର ହେଲେ ନେତା
ମୁଜାଫରପୁର,୨୦।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପାଖି ୧୧୭ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ତେବେ ମହାମାରୀ ଭଳି ବ୍ୟାପିଥିବା ଏହି ରୋଗ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଶ୍ରୀ କୃଷ୍ଣା ମେଡିକାଲ କଲେଜ ଓ...
ଇନ୍ଦିରା-ନେହେରୁଙ୍କ ବଂଶଜ ଯୋଗକୁ ସମ୍ମାନ ଦେଇନାହାନ୍ତି ବୋଲି ଶାସନ ଗାଦିରୁ ହଟିଲେ
ନୂଆଦିଲ୍ଲୀ, ୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଯୋଗଗୁରୁ ସ୍ବାମୀ ରାମଦେବ ନେହୁର-ଇନ୍ଦିରାଙ୍କ ବଂଶଜଙ୍କ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ନେହୁର ଇନ୍ଦିରାଙ୍କ ବଂଶଜ ଘରେ ଲୁଚିକି ଯୋଗ କରନ୍ତି, କିନ୍ତୁ ଯୋଗକୁ ସମ୍ମାନ ଦିଅନ୍ତି...
ହଠାତ୍ ମନ୍ଦିରରେ ଜଳିଗଲେ ମହିଳା: ସ୍ବାସ୍ଥ୍ୟାବସ୍ଥା ଗୁରୁତର
ହୁବଳି,୨୦।୬: କର୍ନାଟକର ହୁବଳିରୁ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଉକ୍ତ ସହରରେ ଥିବା ବିଶ୍ୱନାଥ ମନ୍ଦିରରେ ଜଣେ ମହିଳା ପୂଜା କରୁଥିବା ସମୟରେ ହଠାତ୍ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ତାଙ୍କ ପୁରା...
କଂଗ୍ରେସ ଅଧ୍ୟକ୍ଷ ଦୌଡ: ଆଗରେ ଗେହଲଟ
ନୂଆଦିଲ୍ଲୀ,୨୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ରାହୁଲ ଗାନ୍ଧୀଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ରାହୁଲଙ୍କ ପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ଲୋକ...
ସ୍କୁଲରେ ୧୦ ମିନିଟ୍ ବିଳମ୍ବରେ ପହଞ୍ଚିବାରୁ ନିସ୍ତୁକ ପିଟିଲେ ଶିକ୍ଷକ: ଭିଡ଼ିଓ ଭାଇରାଲ
ଡୋଡା,୨୦।୬: ଜମ୍ମୁ-କଶ୍ମୀର ଡୋଡା ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଗୁଜର ବଖେରଓ୍ବାଲ ବାଳକ ଛାତ୍ରାବାସର ଛାତ୍ରମାନେ ୧୦ ମିନିଟ୍ ବିଳମ୍ବରେ ସ୍କୁଲରେ ପହଞ୍ଚିବାରୁ ସେମାନଙ୍କୁ ଶିକ୍ଷକ ନିସ୍ତୁକ ପିଟିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି।...
Archives


